ସବୁ ଦିନ ମାଣ୍ଡିଆ ଖାଇଲେ କେଉଁ ରୋଗ ମୂଳ ରୁ ଭଲ ହୁଏ ? 15+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।
ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।
1- କେଉଁ କାରଣରୁ ମଣିଷ କମ ବୟସରେ ବୁଢା ହେବାକୁ ଆରମ୍ଭ କରିଥାଏ ?
ଉତ୍ତର- ଭିଟାମିନ-ଡି ଅଭାବ କାରଣରୁ ।
2- କେଉଁ ଗଛର ପତ୍ରର ରସ ଚିନି ଠାରୁ ଅଧିକ 2 ଗୁଣ ମିଠା ଅଟେ ?
ଉତ୍ତର- ମିଠା ତୁଳସୀ ।
3- ମନୁଷ୍ୟକୁ କେଉଁ ରୋଗ ହେଲେ ପ୍ରଚୁର ମାତ୍ରାରେ କେଶ ଉପୁଡିଥାଏ ?
ଉତ୍ତର- କ୍ୟାନ୍ସର ।
4- ଅଧିକ କଞ୍ଚା ରସୁଣ ଖାଇବା ଦ୍ଵାରା କେଉଁ ଅଙ୍ଗ ସର୍ବ ପ୍ରଥମେ ଖରାପ ହୋଇଥାଏ ?
ଉତ୍ତର- ଲିଭର ।
5- କେଉଁ ଗଛ ବୀନା ସାରା ରେ ଓ ବିନା ପାଣି ରେ ଜୀବନ ସାରା ଫଳ ଦେଇଥାଏ ?
ଉତ୍ତର- ନଡିଆ ।
6- କେଉଁ ଦେଶରେ ଗୋଟିଏ ବି ଗାଈ ଦେଖିବାକୁ ମିଳେ ନାହିଁ ?
ଉତ୍ତର- ଶିରିଆ ।
7- ବିଜ୍ଞାନ ଅନୁସାରେ ମନୁଷ୍ୟ ସପ୍ତାହକ ରେ କେତେ ଥର ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ ?
ଉତ୍ତର- 2 ଥର ।
8- ବିଶ୍ଵରେ ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜ ଛୁଆକୁ କ୍ଷୀର ପିଆଇଥାଏ ?
ଉତ୍ତର- ବାଦୁଡି ।
9- କେଉଁ ଗଛର ପତ୍ରର ରସ ପିଇଲେ ଇସୁନ୍ଫୁଲିଆ ରୋଗ ଭଲ ହୋଇଥାଏ ?
ଉତ୍ତର- ହରକଚ ପତ୍ର ରସ ।
10- ଫ୍ରିଜର ପାଣି ପିଇଲେ କେଉଁ ରୋଗ ହୋଇଥାଏ ?
ଉତ୍ତର- କୋଷ୍ଠ କାଠିନ୍ଯ ।
11- କେଉଁ ଗଛ ପାଖକୁ ମଶା ଯାଆନ୍ତି ନାହିଁ ?
ଉତ୍ତର- ତୁଳସୀ ଗଛ ।
12- ସଜନା ଶାଗ ଖାଇଲେ ଶରୀରରେ କଣ ବଢିଥାଏ ?
ଉତ୍ତର- ହିମୋଗ୍ଲୋବିନ ।
13- ବଳଦ କେଉଁ ଦେଶରେ ରାଷ୍ଟ୍ରୀୟ ପଶୁ ଅଟେ ?
ଉତ୍ତର- ସ୍ପେନ ।
14- ସବୁ ଦିନ ମାଣ୍ଡିଆ ଖାଇଲେ କେଉଁ ରୋଗ ଭଲ ହୁଏ ?
ଉତ୍ତର- ପେଟ ଗ୍ଯାସ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ, ଧନ୍ୟବାଦ ।