ଜୀବନଶୈଳୀ

ଶନିବାର ଦିନ ୧ ଘଟିରେ ୫ ଟି ପତ୍ର ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ୧ ଘଟିରେ ୫ ଟି ପତ୍ର ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ। ଶନିବାର ଦିନ ଅସ୍ତଗଛର ପତ୍ରର ମହାପ୍ରୟୋଗ କରାଯାଏ ଏବଂ ଏହି ପତ୍ର ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଦେବା ସହିତ ଧନର ସମସ୍ୟାକୁ ବି ଦୂର କରିଥାଏ। ଆସୁଥିବା ସମସ୍ତ ବାଧା ଏବଂ ସଙ୍କଟରୁ ରକ୍ଷା କରିଥାଏ ଏମିତିକି ଶନିଦେବ ବି ଶାନ୍ତ ରହିଥାନ୍ତି ଯଦି ଆପଣ ଏହି ଉପାୟ ଶନିବାର ଦିନ କରିବେ। ଏହି ଉପାୟ କେମିତି କରିବେ ଯାହା ଦ୍ୱାରା ସମସ୍ୟା ଦୂର ହେବ।

ଏଥିପାଇଁ ୫ ଟି ଅସ୍ତଗଛର ପତ୍ରର ଆବଶ୍ୟକତା ପଡିବ। ଯଦି ଏହି ପତ୍ର ସବୁଜ ହୋଇଥିବ ତ ଭଲ କଥା ନଚେତ ଶୁଖିଲା କିମ୍ବା କଟା ଫଟା ନହୋଇଥିବା ଉଚିତ। ଏହି ପତ୍ର ନିଜେ ତୋଳିବେ ନାହିଁ। ଯଦି ନିଜେ ତୋଳିବେ ତ ଶନିଦୋଷ ଲାଗିଥାଏ। ଏହି ଗଛ ତଳେ ନୂଆ ନୂଆ ପତ୍ର ପଡିଥିବ ଆପଣଙ୍କୁ ମିଳିଯିବ ଆପଣ ସଫା ପରିଷ୍କାର ଦେଖି ୫ ଟି ପତ୍ର ଉଠାଇ ଆଣିବେ। ଏହି ପତ୍ରକୁ ନେଇ ଘରକୁ ନେଇଆସନ୍ତୁ। ଏହି ଉପାୟ କେମିତି କରିବେ ଆସନ୍ତୁ ଜାଣିବା।

୧ ଘଟି ଜଳରେ ୫ ଟି ଅସ୍ତଗଛର ପତ୍ରକୁ ଧୋଇ ସେଥିରେ ପକେଇ ଦିଅନ୍ତୁ। ଯଦି ଆପଣଙ୍କ ବ୍ୟବସାୟ ଭଲ ଚାଲୁନାହିଁ ଆପଣଙ୍କ ଚାକିରୀ ଭଲ ଚାଲୁନାହିଁ ଘରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ଅଛି ତ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଆପଣ ଚାହୁଁଛନ୍ତି ତାର ଭଲ ହେଉ ସେହି ବ୍ୟକ୍ତିଙ୍କ ଉପରେ ଏହି ଘଟିରେ ଯେଉଁ ଅସ୍ତପତ୍ର ପକେଇଛନ୍ତି ସେହି ପତ୍ର ଦ୍ୱାରା ସେହି ବ୍ୟକ୍ତିଙ୍କ 1ଉପରେ ୫ ଥର ଓଲଟା ବୁଲାଇ ଦିଅନ୍ତୁ ଏବଂ ପାଖରେ ଥିବା କୌଣସି ଭଗବାନ ଶିବଙ୍କର ମନ୍ଦିରକୁ ଯାଇ ଭଗବାନ ଶିବ ଲିଙ୍ଗ ଉପରେ ଅର୍ପଣ କରିଦିଅନ୍ତୁ।

ଏହି ଉପାୟ ଆପଣ ଶନିବାର ଦିନ କରିବେ ଯଦି ଆପଣ ଶନିବାର ଦିନ ଏହି ଉପାୟ କରି ପାରିବେ ନାହିଁ ତ ସୋମବାର ଦିନ ଏହି ଉପାୟ କରିପାରିବେ। ସବୁ ଜଳ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିବେ ଏବଂ ସେହି ଘଟିରୁ ଅଳ୍ପ ଜଳ ନେଇ ଆସିବେ ଏବଂ ପୁରା ପରିବାର ସହିତ ଏହାକୁ ପ୍ରସାଦ ରୂପରେ ଗ୍ରହଣ କରିନେବେ ଏବଂ ଅଳ୍ପ ଜଳ ଘର ସାରା ଛିଞ୍ଚନ କରିଦେବେ। ଏହା ଦ୍ବାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button