ସ୍ୱାସ୍ଥ୍ୟ

ଦାନ୍ତକୁ ମୋତି ଭଳି ଚମକାଇବା ପାଇଁ କରନ୍ତୁ ୧୦୦ ବର୍ଷ ତଳର ଏହି ପୁରୁଣା ଉପାୟ

ଆଜିକାଲି ସାଧାରଣତଃ ଶରୀରର ଅନେକ ସମସ୍ୟା ଉତ୍ପନ୍ନ ହେଉଛି। ସେଥିମଧ୍ୟରୁ ଦାନ୍ତ ଜନିତ ସମସ୍ଯା ରହିଛି। ଦାନ୍ତ ବିନ୍ଧା ସମସ୍ୟା ଯେପରି ଦାନ୍ତ ବିନ୍ଧିବା, ଦାନ୍ତ ହଳଦିଆ ବା କଳା ପଡିଯିବା ଆଦି ଅନ୍ୟତମ।ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହୋଇଥାନ୍ତି।

କିନ୍ତୁ ସେମାନଙ୍କୁ କିଛି ମଧ୍ୟ ସୁଫଳ ମିଳେ ନାହିଁ। ଆଜି ଆମେ ଆପଣ ମାନଙ୍କୁ ଦାନ୍ତ ବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏଭଳି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କଲେ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ପ୍ରାକୃତିକ ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କିଛି ସାମଗ୍ରୀର ଆବଶ୍ୟକତା ରହିଛି। ପ୍ରଥମ ସାମଗ୍ରୀ ହେଉଛି ପିପଳି ଏବଂ ଦ୍ଵିତୀୟରେ ହେଉଛି ବେକିଂ ସୋଡା।ଏଗୁଡ଼ିକ ଆପଣଙ୍କୁ ଅତି ସହଜରେ ମିଳିଯିବ। ଆପଣ ୧୦୦ ଗ୍ରାମ ପିପଳି ନିଅନ୍ତୁ, ଏହାପରେ ଏଥିରେ ୨୫ ଗ୍ରାମ ବେକିଂ ସୋଡା ମିଶାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ।

ଆସନ୍ତୁ ଏହାକୁ ଆପଣ କିପରି ପ୍ରୟୋଗ କରିବେ ସେହି ବିଷୟରେ ଜାଣିବା। ଏହି ପାଉଡରକୁ ଆପଣ ୩ରୁ ୪ ମିନିଟ ପର୍ଯ୍ୟନ୍ତ ନିଜ ଦାନ୍ତରେ ଲଗାଇ ରଖନ୍ତୁ। ଏହାପରେ ଆପଣ ବ୍ରସ କରି ନିଅନ୍ତୁ।ଆପଣଙ୍କ ଦାନ୍ତର ଯେଉଁ ସ୍ଥାନରେ ହଳଦିଆ ବା କଳା ହୋଇଥିବ, ସେହି ସ୍ଥାନରେ ଏହି ପାଉଡରକୁ ଲଗାଇ ରଖନ୍ତୁ। ଏହା ପରେ ଆପଣ ସାଧା ପାଣିରେ ମୁହଁ ଧୋଇ ନେବେ।ଦେଖିବେ ଏହି ପ୍ରାକୃତିକ ଘରୋଇ ଉପଚାରକୁ ପ୍ରୟୋଗ କରିବା ପରେ ଆପଣଙ୍କର ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ। ଦାନ୍ତରେ ରହିଥିବା ସମସ୍ତ ମଇଳା ଓ ଦାଗ ଦୂର ହୋଇଯିବ

ଦାନ୍ତରେ ରହିଥିବା ମଇଳା, କଳା ଓ ହଳଦିଆ ଦାଗ ଦୂର ହୋଇଗଲେ, ଆପଣଙ୍କର ପାଟି ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ।ଆପଣ ମାନେ ନିଶ୍ଚିତ ଭାବରେ ଘରେ ଏହି ଉପଚାରକୁ ପ୍ରୟୋଗ କରନ୍ତୁ, ଦେଖିବେ ନିଶ୍ଚିତ ଭାବରେ ସୁଫଳ ପାଇବେ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button