ସ୍ୱାସ୍ଥ୍ୟ

Cold Drinks ପିଉଥିବା ଲୋକମାନଙ୍କ ପାଇଁ ବଡ ଖବର, କୋଲ୍ଡ ଡ୍ରିଙ୍କସରେ ରହିଛି କ୍ୟାନସର କାରକ ! WHO ଦେଲା ଚେତାବନୀ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଆପଣ ପିଉଥିବା କୋଲ୍ଡ ଡ୍ରିଙ୍କସରେ ରହିଛି କ୍ୟାନସର । ଥଣ୍ଡା ପାନୀୟରେ ଥିବା ମିଠା ବିପଦଜନକ କହିଲା ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ । ହଁ ଦର୍ଶକବନ୍ଧୁ ଆଜିକାଲୀ ବଜାରରେ ମିଳୁଥିବା ଥଣ୍ଡା ପାନୀୟ ଦ୍ରବ୍ୟକୁ ଲୋକେ ଅଧିକ ମାତ୍ରାରେ ପିଇବାକୁ ଇଛା କରନ୍ତି । ମାତ୍ର କ୍ୟାନସର ଉପରେ ରିସର୍ଚ କରୁଥିବା କେତେକ ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହା କ୍ୟାନସର ଏକ କାରକ  ।

 

ଶରୀର ପାଇଁ ଏହା ବହୁମାତ୍ରାରେ କ୍ଷତିଜନକ ଏଭଳି କିଛି କହି ପୂର୍ବରୁ ଲୋକମାନଙ୍କୁ ସଚେତନା କରିଛି ବିଶ୍ଵ ସଙ୍ଗଠନ । କୋଲ୍ଡ ଡ୍ରିଙ୍କକୁ ଖରାପ ହେବାରୁ ରକ୍ଷା କରିବା ପାଇଁ କେତେକ କମ୍ପାନୀ କୃତ୍ରିମ ମିଠାର ବ୍ୟବହାର କରୁଛନ୍ତି । କୁତ୍ରିମ ମିଠାରେ ରହିଥିବା ଆସପୋଟୋର୍ମ କ୍ୟାନସରକୁ ତିଆରି କରିବାର ଏକ କାରଣ ଅଟେ ।

ଏହା କେବଳ କୋଲ୍ଡ ଡ୍ରିଙ୍କରେ ନୁହେଁ ସୋଢା ଠାରୁ ଆରମ୍ଭ କରି ଚୁଇଙ୍ଗମ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି । ତେବେ କ୍ୟାନସର ସମ୍ବନ୍ଧରେ ରିସର୍ଚ କରୁଥିବା ଅନ୍ତରଜାତୀୟ ସ୍ତରୀୟ ସଂସ୍ଥା ଇନ୍ଟର ନାସନାଲ ଏଜେନ୍ସି ଫୋର ରିସର୍ଚ ଅନ କ୍ୟାନସର ଜୁଲାଇ ମାସରେ ଆସପୋଟୋର୍ମ କୁ କ୍ୟାନସର ତାଲିକାରେ ଅନ୍ତର୍ଭୁକ୍ତ କରିବା ।

ତେବେ ଆମମାନେ ପୂର୍ବପରି ଯେପରି କୋଲ୍ଡ ଡ୍ରିଙ୍କ ସେବନ କରୁଥିଲୁ । ଏବେ ତାହା ପିଇବା ବିଷ ସହ ସମ୍ମାନ ତେଣୁ ଲୋକେ କୋଲ୍ଡ ଡ୍ରିଙ୍କକୁ ଯେତେ ସମ୍ଭବ ନ ପିଇବା ଉଚିତ୍ । କାରଣ କୃତ୍ରିମ ମିଠା ଶରୀର ପକ୍ଷେ ହାନିକାରକ ହେଲାନି । ରିସର୍ଚ ର ମାନେ ମଧ୍ୟ ଏହା ସମ୍ବନ୍ଧରେ ରିସର୍ଚ କରୁଛନ୍ତି ଆସପୋଟୋର୍ମ ଅଧିକ ମାତ୍ରାରେ ଥିବା ହେତୁ କୋଲ୍ଡ ଡ୍ରିଙ୍କ ସେବନ କରୁଥିବା ଲୋକମାନଙ୍କୁ ଆଗାମୀ ଭବିଷ୍ୟତରେ କ୍ୟାନସର ସମ୍ମୁଖୀନ ହେବାକୁ ପଡିବ ।

ରିସର୍ଚରଙ୍କ କହିବା ଅନୁସାରେ ଯଦି କୋଲ୍ଡ ଡ୍ରିଙ୍କରେ ଏହାର ମାତ୍ରାକୁ କମ୍ କରାଯିବ । ତେବେ କ୍ୟାନସର ହେବା ସମ୍ଭାବନା କମ୍ ରହିଛି । ତେବେ ଏହା ସମ୍ବନ୍ଧୀୟ ତଥ୍ୟ ଜୁଲାଇ ମାସରେ ପ୍ରକାଶିତ ହେବ ବୋଲି ସୂଚନା ମିଳିଛି । ତେଣୁ ଆପଣମାନେ ଯେତେ ଦୂର ସମ୍ଭବ କୋଲ୍ଡ ଡ୍ରିଙ୍କର ସେବନ କରନ୍ତୁ ନାହିଁ । କାରଣ ମଣିଷ ପାଇଁ ଶରୀର ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ଯିଏ ତେବେ ସ୍ଵାସ୍ଥବାନ ସେ ସେତେ ଦୀର୍ଘାୟୁ ପ୍ରାପ୍ତ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button