ନିଶ୍ଚୟ ଜାଣନ୍ତୁ ପ୍ରେଗନେଟ ହେବାର କେତେ ଦିନ ପରେ ଗର୍ଭାବସ୍ତାର ଲକ୍ଷଣ ଦେଖା ଯାଇଥାଏ

ଯେବେ ମହିଳା ଗର୍ଭବତୀ ହୋଇଥାନ୍ତି, ତାଙ୍କ ଶରୀରରେ ଓ ସ୍ୱାସ୍ଥ୍ୟ ହିସାବରେ ତାଙ୍କ ଗର୍ଭବସ୍ତାର ଲକ୍ଷଣ ଦେଖାଯାଇଥାଏ । ମହିଳାମାନେ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧ୍ୟ ସମସ୍ୟାକୁ ପ୍ରେଗନ୍ସିର ଲକ୍ଷଣ ଭାବେ ମାନି ନେଇଥାନ୍ତି । ସେଥିପାଇଁ ଆଜିକାଲିକା ମହିଳା ମାନଙ୍କ ପ୍ରଶ୍ନ ଏହା ଥାଏ କି ତାଙ୍କର ଗର୍ଭଧାରଣ ଲକ୍ଷଣ କେତେବେଳେ ଜଣାପଡେ ? ଅଲଗା ଅଲଗା ଶାରୀରିକ ସଞ୍ଚାରଣା ହେଇଥିବା କାରଣରୁ ଲୋକମାନଙ୍କ ମଧ୍ୟରେ ଏହି ଅନ୍ତରାଳ ଅଲଗା ଅଲଗା ହୋଇଥାଏ ।
କାରଣ ଏହି ଦୁନିଆରେ ଲୋକମାନଙ୍କ ଶରୀରର ତିଆରି ଅଲଗା ଅଲଗା ହୋଇଥାଏ ।
ଏହାପରେ ମହିଳାଙ୍କ ଗର୍ଭବସ୍ତାର ଲକ୍ଷଣ ଆରମ୍ଭ ହୋଇଥାଏ । ବାସ୍ତବରେ ଯେବେ ମହିଳାମାନେ ଗର୍ଭଧାରଣ କରିଥାନ୍ତି, ତ ତାଙ୍କ ଶରୀରରେ କିଛି ଲକ୍ଷଣ ଦେଖାଯାଇଥାଏ । ଯେମିତିକି ତାଙ୍କ ପୀରିୟଡ୍ସ ମିସ ହେବା, ମୁଣ୍ଡ ବିନ୍ଧିବା, ମର୍ନିଂଗ ସିକନେସ, ଏସିଡିଟୀ, ଏସିଡ ରିଫ୍ଲେକ୍ସ ଓ ଅଚାନକ ଥକାନ ଅନୁଭବ ହେବା । ସାଧାରଣତ ଗର୍ଭଧାରଣ କରିବାର ୩ ମାସ ପରେ ପ୍ରେଗନ୍ସି ଲକ୍ଷଣ ଦେଖାଯାଇଥାଏ । ଯଦି ତିନି ମାସ ପରେ ଏହି ଲକ୍ଷଣ ନ ଦେଖାଗଲା, ତେବେ ଆପଣଙ୍କ ପାଇଁ ଏହା ସମସ୍ଯା ହୋଇପାରେ ।
ଏହାର ମାନେ ଏହାକି ଆପଣ ପ୍ରେଗନେଟ ନାହାନ୍ତି ନହେଲେ ଆପଣଙ୍କ ପ୍ରେଗନେସିରେ କୌଣସି ପ୍ରକାରର ଅଡ଼ଚନ ଅଟେ । ଯଦି ଏମିତି ହେଇଥାଏ ତେବେ ଆପଣ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପାଖକୁ ଯାଇକି ଚେକପ କରିବା ଦରକାର । ଗର୍ଭଧାରଣ ପରେ ମୂଡ ସ୍ୱିଂଗର ସମସ୍ଯା ଦେଖା ଦେଇଥାଏ ।
ଏହି ସମୟରେ ଆପଣଙ୍କୁ ନିଜ ପସନ୍ଦର ଖାଦ୍ଯ ବେସି ଖାଇବାକୁ ଇଚ୍ଛା ହୋଇଥାଏ । ଯେମିତିକି ମିଠା, ଜଙ୍ଗ ଫୁଡ ଆଦି ଜିନିଷ ଖାଇବାକୁ ମନ କରିବ । ଏହା ଆପଣଙ୍କ ଶରୀରରେ ହାର୍ମୋନଲ ବଦଳ କାରଣରୁ ହୋଇଥାଏ । ଏହି ସମୟରେ ଆପଣ କୌଣସି ଅନୁଭବି ମହିଳାଙ୍କ ଠାରୁ ଉପଦେଶ ନେଇପାରିବେ, ଯିଏ ଏହି ପରିସ୍ଥିତିରୁ ବାହାରି ସାରିଥିବେ । ଆପଣଙ୍କୁ ଏଥିରେ କିଛି ଡରିବାର ନାହିଁ ।