IAS ପ୍ରଶ୍ନ: ଏମିତି କେଉଁ ଜିନିଷ ଅଛି ଯାହା ପତ୍ନୀ ନିଜ ସ୍ୱାମୀକୁ କେବେ ଦିଅନ୍ତି ନାହିଁ ? ୯୯% ଲୋକେ ଜାଣି ନାହାନ୍ତି ଉତ୍ତର

IAS ଅଫିସର ହେବାର ସ୍ବପ୍ନ ସମସ୍ତ ବିଦ୍ୟାର୍ଥୀ ଦେଖନ୍ତି, କିନ୍ତୁ UPSC ର ପରୀକ୍ଷା କ୍ଲିୟର କରିବା ଏତେ ସହଜ ନୁହଁ । ପ୍ରତିଷ୍ଠିତ ସିବିଲ ସେବା ପରୀକ୍ଷା ଦେଶର ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ବୋଲି ଲୋକେ ମାନନ୍ତି । UPSC ର ପରୀକ୍ଷାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବପିଢ଼ି ସାମିଲ ହୋଇଥାନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ବହୁତ କମ ଜଣ ଚୟନ ହୁଅନ୍ତି । IAS / IPS ଅଫିସର ହେବା ପାଇଁ ପରୀକ୍ଷାର୍ଥୀଙ୍କ ଚୟନ UPSC ର ପରୀକ୍ଷାରେ ପ୍ରି, ମେସ ଏବଂ ଇଣ୍ଟରବ୍ୟୁ ରାଉଣ୍ଡ ପାସ କରିବା ପରେ ହୋଇଥାଏ ।
ଯଦି ପରୀକ୍ଷାର୍ଥୀ ଲିଖିତ ପରୀକ୍ଷା (ପ୍ରି ଏବଂ ମେସ) ପାସ କରିଦିୟନ୍ତି ତେବେ ତାଙ୍କୁ ଇଣ୍ଟରବ୍ୟୁ ପାଇଁ ଡକାଯାଏ । IAS ଇଣ୍ଟରବ୍ୟୁରେ ଯେଉଁ ଜିନିଷର ସବୁଠୁ ବେଶୀ ଆବଶ୍ୟକତା ପଡିଥାଏ, ତାହା ହେଉଛି ଆତ୍ମବିଶ୍ୱାସ । ଇଣ୍ଟରବ୍ୟୁରେ ଏହି ପ୍ରଶ୍ନ ଆପଣଙ୍କର ପ୍ରେଜେନ୍ସ ଅଫ ମାଇଣ୍ଡ କୁ ଜାଣିବା ପାଇଁ ପଚରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ପ୍ରଶ୍ନ ନେଇକି ଆସିଛୁ, ଯାହା ଇଣ୍ଟରବ୍ୟୁରେ ପଚରାଯାଇପାରେ ।
ପ୍ରଶ୍ନ 1 – ଜନ୍ମ ହେଉଛି ସମୁଦ୍ରରେ କିନ୍ତୁ ରହୁଛି ଘରେ, କହିଲା କିଏ ?
ଉତ୍ତର – ଲୁଣ
ପ୍ରଶ୍ନ 2 – ଯଦି ଆପଣ ନୀଳ ସମୁଦ୍ରରେ ନାଲି ପଥର ପକାନ୍ତି ତେବେ କଣ ହେବ ?
ଉତ୍ତର – ପଥର ଓଦା ହେଇଯିବ ଏବଂ ବୁଡି ଯିବ ।
ପ୍ରଶ୍ନ 3 – ବିଶ୍ୱରେ କେଉଁ ଦେଶ ପାଖରେ ସବୁଠୁ ଅଧିକା ପରମାଣୁ ଅସ୍ତ୍ର ଅଛି ?
ଉତ୍ତର – ରୁଷ
ପ୍ରଶ୍ନ 4 – ଏମିତି ଏକ ଜିନିଷ ଅଛି ଯାହା ପ୍ରତି ମାସରେ ଗୋଟେ ଥର ଆପଣଙ୍କ ପାଖକୁ ଆସେ କିନ୍ତୁ 24 ଘଣ୍ଟା ପରେ ପଳେଇଯାଏ ?
ଉତ୍ତର – ତାରିଖ
ପ୍ରଶ୍ନ 5 – ଜଣେ ବ୍ୟକ୍ତି 15 ଦିନ ପର୍ଯ୍ୟନ୍ତ ନ ଶୋଇକି କେମିତି ରହିବ ?
ଉତ୍ତର – ରହିପାରିବ କାହିଁକିନା ସେ ରାତିରେ ଶୋଇଥାଏ ।
ପ୍ରଶ୍ନ 6 – ଏମିତି ଏକ ଜିନିଷ ଅଛି ଯାହା ଆମକୁ ଗୋଟେ ଥର ମାଗଣାରେ ମିଳିଥାଏ କିନ୍ତୁ ଦ୍ୱିତୀୟଥର ନୁହେଁ ?
ଉତ୍ତର – ଦାନ୍ତ
ପ୍ରଶ୍ନ 7 – ଯହିଁ ମୁଁ ଆପଣଙ୍କ ଭଉଣୀକୁ ସାଙ୍ଗରେ ନେଇ ପଳାଏ ତେବେ ଆପଣ କଣ କରିବେ ?
ଉତ୍ତର – ପରୀକ୍ଷାର୍ଥୀ ଉତ୍ତର ଦେଲେ : ମୁଁ ବହୁତ ଖୁସି ହେବି, କାହିଁକିନା ମୋ ଭଉଣୀ ପାଇଁ ଆପଣଙ୍କ ଠାରୁ ଯୋଗ୍ୟ ବର ମୁଁ ଖୋଜି ପାରିନଥାନ୍ତି ।
ପ୍ରଶ୍ନ 8 – ସେ କିଏ, ଯିଏ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କୁ ଅନେଇକି ରହିଥାଏ ?
ଉତ୍ତର – ସୂର୍ଯ୍ୟମୁଖୀ ଫୁଲ
ପ୍ରଶ୍ନ 9 – ଭାରତର ସବୁଠୁ ଖତରନାକ ମିସାଇଲର ନାମ କଣ ?
ଉତ୍ତର – ଅଗ୍ନି-5
ପ୍ରଶ୍ନ 10 – ବର୍ଷର କେଉଁ ମାସରେ 28 ଦିନ ହୋଇଥାଏ ?
ଉତ୍ତର – ସବୁ ମାସରେ
ପ୍ରଶ୍ନ 11 – ଏମିତି ଏକ ଜିନିଷ ଅଛି ଯାହା ପତ୍ନୀ ନିଜ ସ୍ୱାମୀକୁ କେବେ ଦିଅନ୍ତି ନାହିଁ ?
ଉତ୍ତର – ନିଜର ସରନେମ
ପ୍ରଶ୍ନ 12 – ଏମିତି ଏକ ଯିବ ଅଛି, ଯିଏ ପାଣିରେ ରହୁଛି କିନ୍ତୁ ପାଣି ଜମା ପିଏନି ?
ଉତ୍ତର – ବେଙ୍ଗ କେବେବି ଆମ ଭଳି ପାଣି ପିଏ ନାହିଁ କିନ୍ତୁ ଏହାର ଚର୍ମ ମାଧ୍ୟମରେ ଜଳ ଶୋଷଣ କରେ ।
ପ୍ରଶ୍ନ 13 – ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୂରତା କେତେ ?
ଉତ୍ତର – ଜମା ନାହିଁ, କାହିଁକିନା ପାକିସ୍ତାନ ଯୋଉଠି ସରୁଛି ସେଇଠୁ ଆରମ୍ଭ ହେଉଛି ଭାରତ ।
ପ୍ରଶ୍ନ 14 – ଏମିତି ଏକ ଜିନିଷ ଅଛି, ଯାହାକୁ ଦିନର ଆଲୋକରେ ମଧ୍ୟ ଦେଖି ପାରିନାହୁଁ ?
ଉତ୍ତର – ଅନ୍ଧାରକୁ