ଜୀବନଶୈଳୀ

ଶାରୀରିକ ସମ୍ପର୍କ ବିବାହିତ ଜୀବନକୁ କରିଥାଏ ମଜଭୁତ, ଜାଣନ୍ତୁ ସପ୍ତାହରେ କେତେ ଥର ରଖିବେ ସମ୍ବନ୍ଧ

ବିବାହ ପରେ ପ୍ରତ୍ଯେକ ଦାମ୍ପତ୍ଯ ଙ୍କ ଜୀବନରେ ବହୁତ ଖୁସି ଭରି ହୋଇଥାଏ। ସ୍ୱାମୀକୁ ନେଇ ମଧ୍ୟ ସେତିକି ଉତ୍ସାହିତ ଥାଏ। ସବୁ ଝିଅଙ୍କ ଇଚ୍ଛା ଥାଏ ତା’ସ୍ୱାମୀ ତାକୁ ଖୁବ୍‌ ଭଲ ପାଉ ତା’ ସମସ୍ତ ଇଚ୍ଛା ପୂରଣ କରୁ। ତେବେ ଏସବୁ ମଧ୍ୟରେ ସବୁ ନବ ଦମ୍ପତିଙ୍କ ଇଚ୍ଛା ଥାଏ, ସାଥୀ ତାଙ୍କ ସବୁ ଶାରୀରିକ ଆବଶ୍ୟକତାକୁ ପୂରଣ କରୁ। ପ୍ରତ୍ୟେକ ସ୍ବମୀ ସ୍ତ୍ରୀ ବିବାହ ପରେ ଶାରିରୀକ ସମ୍ବନ୍ଧ ରଖିବା ପାଇିଁ ପାଗଳ ହୋଇଥାନ୍ତି ଏବଂ ରଖିଥାନ୍ତି ମଧ୍ୟ କିନ୍ତୁ ଅଧିକ ଥର ଏହା ଶରୀର ପାଇଁ କ୍ଷତି ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ସପ୍ତାହୟେ କେତେଥର ଶାରୀରିକ ସମ୍ପର୍କ ରଖିବା ଉଚିତ।

ଶାରୀରିକ ସମ୍ପର୍କ ବିବାହିତ ଜୀବନକୁ କରିଥାଏ ମଜଭୁତ, ଜାଣନ୍ତୁ ସପ୍ତାହରେ କେତେ ଥର ରଖିବେ ସମ୍ବନ୍ଧ

ବର୍ତ୍ତମାନ ର ଯୁବପିଢୀ ମାନେ ବିବାହ ପରେ ଶାରିକୀ ସମ୍ପର୍କ କୁ ଗୋଟିଏ ସଉକ ମନେ କରି ଅନିୟମତା ଭାବେ ରଖିଚାଲିଛନ୍ତି। ହେଲେ ଡାକ୍ତରଙ୍କ କହିବାନୁସାରେ, ଅଧିକ ଥର ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଉଭୟ ମହିଳା ଓ ପୁରୁଷଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ବୟସ ଦୃଷ୍ଟିରୁ ଦେଖିବାକୁ ଗଲେ ୨୫ରୁ ୩୫ ବର୍ଷ ବୟସର ଲୋକମାନେ ଅଧିକ ଥର ସମ୍ଭୋଗ କରିଥାନ୍ତି। ଧୀରେ ଧୀରେ ବୟସ ବଢ଼ିବା ସହ ସେମାନଙ୍କ କାମ ଇଚ୍ଛା ହ୍ରାସ ପାଇଥାଏ।

ଶାରୀରିକ ସମ୍ପର୍କ ବିବାହିତ ଜୀବନକୁ କରିଥାଏ ମଜଭୁତ, ଜାଣନ୍ତୁ ସପ୍ତାହରେ କେତେ ଥର ରଖିବେ ସମ୍ବନ୍ଧ

ତେବେ ଏହି ବୟସରେ ୧୨ ଥର ମାସରେ ଶାରିରୀକ ସମ୍ବନ୍ଧ ରଖିଲେ ବହୁତ ଘାତ ପ୍ରତିଘାତ ଚିନ୍ତା ଦୂର ହୋଇଥାଏ ମାନସିକତା ଠିକ ରହେ ଏବଂ ପୁରୁଷତ୍ବ ନଷ୍ଟ ହୁଏ ନାହିଁ। ସେହିପରି ୩୫ରୁ ୪୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ସପ୍ତାହକୁ ୨ ଥର ଓ ୪୫ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ସପ୍ତାହକୁ ଥରେ ଲେଖାଏଁ ସମ୍ପର୍କ ସ୍ଥାପନ କରିଥାନ୍ତି। ତେବେ ଶରୀରର କ୍ଷମତା, ଶକ୍ତି ଓ ଉର୍ଜା ଅନୁସାରେ ଜଣେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଉଚିତ୍‌ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

ଶାରୀରିକ ସମ୍ପର୍କ ବିବାହିତ ଜୀବନକୁ କରିଥାଏ ମଜଭୁତ, ଜାଣନ୍ତୁ ସପ୍ତାହରେ କେତେ ଥର ରଖିବେ ସମ୍ବନ୍ଧ

ଯେଉଁ ଦମ୍ପତି ସପ୍ତାହକୁ ସର୍ବନିମ୍ନ ଥରେ ଲେଖାଏଁ ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି, ସେମାନଙ୍କ ଜୀବନ ସୁଖମୟ ହୋଇଥାଏ ବୋଲି ଜଣାପଡ଼ିଛି। ଏହା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ। ବହୁତ ଘାତ ପ୍ରତିଘାତ ଚିନ୍ତା ଦୂର ହୋଇଥାଏ ମାନସିକତା ଠିକ ରହେ ଏବଂ ପୁରୁଷତ୍ବ ନଷ୍ଟ ହୁଏ ନାହିଁ। ଶାରିରୀକ ସମ୍ପର୍କ ରଖିଲେ ଦାମ୍ପତ୍ୟ ଙ୍କ ଜୀବନରେ ସୁନ୍ଦର ପରିବେଶ ଗଢିଉଠେ ଏବଂ ପେଟଜନିତ ସମସ୍ୟା ରହେ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button