ରିସର୍ଚ୍ଚ! ନିଜ ଓଠକୁ କାମୁଡି ଏହି ଅଜବ ସଂକେତ ଦେଇଥାନ୍ତି ଝିଅମାନେ, ଜାଣନ୍ତୁ କଣ

ଝିଅମାନଙ୍କ କିଛି ସଂକେତ ଯାହା ପୁଅମାନଙ୍କୁ ଚିନ୍ତାରେ ପକାଇଦେଇଥାଏ। କିଛି ସଂକେତ ବିଷୟରେ ଜାଣିବା ସହଜ ହୋଇନଥାଏ। ତେବେ ଝିଅ ମାନଙ୍କ ସବୁ ସଂକେତ ମଧ୍ୟରୁ ଓଠକୁ କାମୁଡିକି ଚାହିଁବା ଏକ ସଂକେତ ହୋଇଥାଏ ଯାହା ପୁଅମିନଙ୍କୁ ଭାବିବାକୁ ବାଧ୍ୟ କରିଦେଇଥାଏ। ତେବେ ଆସନ୍ତୁ ଝିଅମାନଙ୍କ ଏପରି କରିବା ପଛରେ କଣ ରହସ୍ୟ ରହିଥାଏ।

ଏହିଭଳି ସଂକେତ ଯେଉଁମାନେ ଦେଉଛନ୍ତି ତାହାର ଅର୍ଥ ଏହା ବି ହୋଇପାରେ କି ସେମାନେ ଆପଣଙ୍କୁ ପ୍ରେମ କରୁଛନ୍ତି। କେବଳ ଆପଣଙ୍କୁ ସେହି ସମସ୍ତ ସଂକେତ ବିଷୟରେ ଜାଣିବାର ଅଛି। ଝିଅ ଓ ମହିଳାମାନଙ୍କର ଓଠକୁ କାମୁଡିବା ସକରାତ୍ମକ ଓ ନକରାତ୍ମକ ଉଭୟ ସଂକେତ ବି ହୋଇପାରେ। ଏକ ମହିଳା ଓଠକୁ କାମୁଡିବା ପରେ ପୁରୁଷମାନେ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।

ଯଦି ଆପଣ ଏକ ଝିଅ ସହିତ ଛେଡ଼ଖାନୀ କରୁଛନ୍ତି ଓ ସେ ଓଠକୁ କାଟୁଛନ୍ତି, ତେବେ ଆପଣଙ୍କର ଧ୍ୟାନ ତାହାର ଓଠ ଉପରେ ଯିବା ଆରମ୍ଭ ହୋଇଯାଏ। ଏହା ଦେଖି ଆପଣଙ୍କର ମନରେ ରୋମାନ୍ସ ଆରମ୍ଭ ହୋଇଯାଏ। ଏହି କାରଣରୁ ଝିଅମାନେ ପ୍ରାୟତଃ ନିଜର ଓଠକୁ କାମୁଡିଥାନ୍ତି। ଯଦି ଆପଣ କୌଣସି ଝିଅକୁ ଭଲ ପାଉଛନ୍ତି ତେବେ ଆପଣଙ୍କର ପୁରା ଧ୍ୟାନ ତାହାର ଓଠ ଉପରେ ରହିଥାଏ।

ଯଦି କୌଣସି ଝିଅ ନିଜର ଓଠ କାମୁଡି ସାମ୍ନାରେ ଥିବା ବ୍ୟକ୍ତିକୁ ସଂକେତ ଦେଉଛି ତେବେ ସେ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଉତ୍ସୁକ ଅଛି। ଏହିଭଳି ମହିଳାମାନେ ନୂତନ ବନ୍ଧୁ କରିବାକୁ ପସନ୍ଦ କରିଥାନ୍ତି। ଏହା ଛଡା ଯେଉଁମାନେ ସବୁବେଳେ ଏହିଭଳି କରୁଛନ୍ତି ତେବେ ଏହାର ଅର୍ଥ ସେମାନେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି। ଆପଣଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି। ଯେତେବେଳେ ସେ ଆପଣଙ୍କୁ ଦେଖି ନିଜର ଓଠ କାମୁଡୁଛି ତେବେ ଏହାର ଅର୍ଥ ସେ ଆପଣଙ୍କୁ ଭଲ ସଂକେତ ଦେଉଛି ଏହି କଥାର ଧ୍ୟାନ ରଖିବେ କି ସବୁବେଳେ କୌଣସି ଝିଅ କିମ୍ବା ମହିଳାର ଓଠ କାମୁଡିବାର ଅର୍ଥ ଆକର୍ଷିତ କରିବା ହୋଇ ନ ଥାଏ।