ଦେଶ ବିଦେଶ
ପ୍ରେମିକାକୁ ରାତି ୨ଟାରେ ଦେଖା କରିବାକୁ ଯାଇ ହଟହଟା! ପ୍ରେମିକା ଘର ଲୋକଙ୍କ ନିଦ ଭାଙ୍ଗିବାରୁ କୂଅକୁ ଡେଇଁପଡ଼ିଲେ ପ୍ରେମିକ, ଆଉ ତାପରେ..

ରାତି ଅଧରେ ପ୍ରେମିକାକୁ ଦେଖା କରିବାକୁ ଯାଇ, କୂଅରେ ପଡ଼ିଲେ ଯୁବକ। ବିହାରର ସାରଣ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଥିବା ବେଳେ ପ୍ରେମିକ ଧରାପଡ଼ିବା ପରେ ଉଭୟ ଯୁବକ ଯୁବତୀଙ୍କର ବିବାହ କରାଯାଇଥିବା ଜଣାପଡିଛି। ତେବେ, ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ଅନୁଯାଇ ଯୁବକ ଜଣକ ରାତି ପ୍ରାୟ ୨ଟା ସମୟରେ ନିଜ ପ୍ରେମିକା ଘରକୁ ଦେଖା କରିବା ପାଇଁ ଆସିଥିଲେ। ଦୁର୍ଭାଗ୍ୟବଶତଃ ସେହି ସମୟରେ ହିଁ ଯୁବତୀଙ୍କ ଘର ଲୋକେ ଉଠି ଯାଇଥିଲେ। ଭୟରେ ଯୁବକ ଜଣକ ସେଠାରେ ଥିବା କୂଅ ଭିତରକୁ ଡେଇଁ ପଡ଼ିଥିଲେ।
କୂଅରେ କିଛି ପଡ଼ିବାର ଶବ୍ଦ ଶୁଣି ପରିବାର ଏବଂ ଗାଁ ଲୋକେ ଏକତ୍ରିତ ହୋଇଥିଲେ। ଗାଁ ଲୋକେ ଯୁବକଙ୍କୁ ଉଦ୍ଧାର କରିବା ସହିତ ପରଦିନ ପଞ୍ଚାୟତରେ ଏକ ବୈଠକ ବସାଇଥିଲେ। ସେଠାରେ ଏହି ପ୍ରେମୀଯୁଗଳ ଏକାଠି ରହିବାକୁ ଚାହୁଁଥିବା କହିବା ପରେ ସେ