ଦେଶ ବିଦେଶ

ମୋଟି ଝିଅକୁ ବାହା ହେଲେ ମିଳିଥାଏ ଏହିସବୁ ଫାଇଦା, ପୁଅମାନେ ନିଶ୍ଚିତ ଜାଣି ରଖନ୍ତୁ

ଅଫିସ ହେଉ କିମ୍ବା କଲେଜ ହେଉ ,ପୁଅମାନେ ପତଳି ଝିଅଙ୍କୁ ବେଶୀ ପସନ୍ଦ କରିଥାଆନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପତଳି ଝିଅଙ୍କୁ ବିବାହ କରିବା ଅପେକ୍ଷା ମୋଟି ଝିଅଙ୍କୁ ବିବାହ କଲେ ଅଧିକ ଫାଇଦା ମିଳିଥାଏ।

ମୋଟି ଝିଅକୁ ବାହା ହେଲେ ମିଳିଥାଏ ଏହିସବୁ ଫାଇଦା, ପୁଅମାନେ ନିଶ୍ଚିତ ଜାଣି ରଖନ୍ତୁ

ନିକଟରେ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣା ପଡ଼ିଛି ଯେ ପତଳି ଝିଅଙ୍କ ତୁଳନାରେ ମୋଟି ଝିଅମାନେ ଅଧିକ ଖୁସୀ ମିଜାଜର ହୋଇଥାଆନ୍ତି। ଏବଂ ଏମାନଙ୍କ ହୃଦୟ ମଧ୍ୟ ନିର୍ମଳ ହୋଇଥାଏ। ବିବାହ ପରେ ଶାଶୁଘରେ ଅନେକ କାମ ରହିଥାଏ। ଏତେ କାମ କୈାଣସି ପତଳି ଝିଅ ନିଜ ବିବାହ ଆଗରୁ କରିନଥିବେ ଯେତେ କାମ ମୋଟି ଝିଅମାନେ ବିବାହ ପରେ ଗୋଟିଏ ଦିନରେ କରିଥାଆନ୍ତି।

ମୋଟି ଝିଅକୁ ବାହା ହେଲେ ମିଳିଥାଏ ଏହିସବୁ ଫାଇଦା, ପୁଅମାନେ ନିଶ୍ଚିତ ଜାଣି ରଖନ୍ତୁ

ମୋଟି ଝିଅଙ୍କ ପାଇଁ ତାଙ୍କ ସ୍ବାମୀ ସବୁ କିଛି ହୋଇଥାଆନ୍ତି। ଏମାନେ ନିଜ ସ୍ବାମୀ ସହ ତାଙ୍କ ପରିବାର ଲୋକଙ୍କ ମଧ୍ୟ ଖୁବ୍ ଯତ୍ନ ନେଇଥାଆନ୍ତି। ଏବଂ ସେମାନଙ୍କୁ ସବୁବେଳେ ଖୁସିରେ ରଖିବାକୁ ଉଦ୍ୟମ କରିଥାଆନ୍ତି। ବିବାହ ପରେ ଦାୟିତ୍ବ ବହୁତ ବଢ଼ିଯାଇଥାଏ। ପତଳି ଝିଅଙ୍କ ମୁକାବିଲାରେ ମୋଟି ଝିଅମାନେ ନିଜ ଦାୟିତ୍ବକୁ ଭଲ ଭାବେ ତୁଲାଇ ଥାଆନ୍ତି। ଏମାନଙ୍କୁ ଅନ୍ୟର ସେବା କରିବାକୁ ବହୁତ ଭଲ ଲାଗିଥାଏ।

ମୋଟି ଝିଅକୁ ବାହା ହେଲେ ମିଳିଥାଏ ଏହିସବୁ ଫାଇଦା, ପୁଅମାନେ ନିଶ୍ଚିତ ଜାଣି ରଖନ୍ତୁ

ଏହା ବ୍ୟତୀତ ଘର କାମରେ ମଧ୍ୟ ମୋଟି ଝିଅମାନେ ଅତ୍ୟନ୍ତ ଫୁର୍ତ୍ତି ଦେଖାଇଥାଆନ୍ତି। ଯଦି ଆପଣଙ୍କ ଖାଇବାର ଅନେକ ସଉକ ରହିଛି ତେବେ ଆପଣଙ୍କୁ ମୋଟି ଝିଅଙ୍କୁ ବିବାହ କରିବା ଉଚିତ୍ । କାରଣ ଆପଣଙ୍କ ସଉକ ପାଇଁ ତାଙ୍କୁ କେବେ କିଛି ଅସୁବିଧା ହେବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button