ଦେଶ ବିଦେଶ
ପାଣି ଭିତରେ ବିତିଲା ୩ ଦିନ ଜଣା ପଡ଼ିଲା ଏହି ସତ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ଏଭଳି କିଛି ଖବର ସୋସିଆଲ ମିଡିଆରେ ଦେଖିପାରିବେ ଯାହାର ଭିଡିଓ ଦେଖିଲେ ମନରେ ଅନେକ ପ୍ରଶ୍ନ ଆସିବ ଆଉ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଏହି ଖବର ଏବେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ କି ସମୁଦ୍ର କେତେ ଗହୀର ଅଟେ । ଆଉ ସମୁଦ୍ର ଭିତରକୁ ଯେଉଁମାନେ ଯାଇଥାନ୍ତି ସେମାନେ ଅମ୍ଳଜାନ ଗ୍ୟାସ ଥଳି ନେଇକରି ଯାଇଥାନ୍ତି ।
ସମୁଦ୍ର ଭିତରକୁ ଯେତେ ଅଧିକ ଯିବ ଏହା ନିଛାଟିଆ, ଭୟାନକ ଲାଗିଥାଏ ବୋଲି ଅନେକ ଲୋକ କହିଥାନ୍ତି । ଏହାର ୮୦ ଭାଗ ଭିତରକୁ ଲୋକମାନେ ଯିବାକୁ ଭୟ କରିଥାନ୍ତି ।
ଅନେକ ଜାହାଜ ଏବଂ ଏରୋପ୍ଲେନ୍ ଏହି ସମୁଦ୍ର ଭିତରେ ବୁଡ଼ି କରି ରହିଛନ୍ତି । ସମୁଦ୍ର ଭିତରକୁ ଯିଏ ବି ଯାଏ ସେ ବଞ୍ଚି ନଥାଏ । ଆପଣ ଏହି ଭିଡିଓରେ ଦେଖିପାରିବେ କି ଜଣେ ବ୍ୟକ୍ତି ସମୁଦ୍ର ଭିତରକୁ ଯାଇଥିଲେ । ଆଉ ଏହା ତାଙ୍କର ଭାଗ୍ୟ ଥିଲା ।
ନାଇଜେରିଆ ଦେଶର ହାରିସନ ଓଡେଜେବା ଓକେନେ ନାମକ ବ୍ୟକ୍ତି ଏକ ବୋଟରେ ରୋଷେୟା କାମ କରୁଥିଲେ । ସେମାନେ ଥରେ ସମୁଦ୍ର ଦେଇ ଯାଉଥିଲେ ଆଉ ସେହି ସମୟରେ ସମୁଦ୍ରରେ ବଡ ଲହରୀ ଆସିଲା । ଆଉ ତାଙ୍କ ଟକ ବୋଟ ବୁଡ଼େଇ ଦେଲା । ସେହି ବ୍ୟକ୍ତି ଜଣକ ଅନେକ କୌଶଳ କରି ସେଠାରୁ ବାହାରି ପଡ଼ିଲେ । ଆଉ ସେଠାରେ ସେହି ଅନ୍ଧାରରେ ସମୁଦ୍ର ଭିତରେ ରହିଥିଲେ ।
ସେ ଜାଣିଥିଲେ ସେ ଯେଉଁ ଏୟାର ପ୍ୟାକେଟ ଭିତରେ ଅଛନ୍ତି ତାହା ଯେ କୌଣସି ମୁହୂର୍ତ୍ତରେ ନଷ୍ଟ ହୋଇପାରେ । ସେଥିପାଇଁ ସେ ଭାବିଲା ଯେମିତି ବି ହେଲେ ଏହି ଠାରୁ ବାହାରିବି । ସେ ଏହାପରେ ବିନା ଖାଇବା ପିଇବା ଆଉ ଅମ୍ଳଜାନ ବିନା ତିନି ଦିନ ପରେ ଉଦ୍ଧାର ଟିମ୍ ତାକୁ ଉଦ୍ଧାର କରିଥିଲେ । ଏବେ ଏହି ଭିଡିଓ ଦେଖିଲେ ଆପଣ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।