ବିଚାର
କାହିଁକି Ra-କ୍ତ ପିଅନ୍ତି ମା କାଳୀ ଜାଣନ୍ତୁ କାହିଁକି ରହିଛି ଏହି କିମ୍ବଦନ୍ତୀ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସିନେମା ଜଗତ ବିଷୟରେ ଆଉ ଏହାସହ ସବୁ ବିଷୟରେ ଏବଂ ଏହାସହ ଅନେକ ଦେବାଦେବୀମାନଙ୍କ ବିଷୟରେ ସବୁ ଖବର ପାଇପାରିବେ ।
ହିନ୍ଦୁ ଧର୍ମଶାସ୍ତ୍ରରେ ଅନେକ ଦେବଦେବୀ ପୂଜା ପାଇଥାନ୍ତି । ଏବେ ମାଆ ମହାକାଳୀଙ୍କୁ ନେଇ କିଛି ଖବର ଆସିଛି । ଆଉ ରହି ଖବର ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣ ଅନେକ ଖବର ଜାଣିପାରିବେ । ମାଆ ମହାକାଳୀଙ୍କର କାହିଁକି ହୋଇଛି ଏମିତି ରୂପ ଆପଣମାନେ ଜାଣିଛନ୍ତି କି ? କାହା ପାଇଁ ଏତେ ଭୟାନକ ରୂପ ଧରିଛନ୍ତି ମାଆ ମହାକାଳୀ ? କାହିଁକି ରକ୍ତମୁଖା କାଳୀ ପିନ୍ଧିଛନ୍ତି ନରମୁଣ୍ଡ ମାଳ ?
ଆପଣମାନେ ମାଆ ମହାକାଳୀଙ୍କ ବିଷୟରେ ଏହିସବୁ କଥା ଜାଣିଲେ ଆପଣଙ୍କ ହୋସ ଉଡିଯିବ । ପୃଥିବୀ ପୃଷ୍ଠରେ ଏକ ଭୟାନକ ରାକ୍ଷସ ଥିଲା । ସେ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କୁ ତପସ୍ୟା କରିବା ପରେ ବ୍ରହ୍ମା ତାଙ୍କ ତପସ୍ୟାରେ ସମ୍ପନ୍ନ ହୋଇ ବର ମାଗିବାକୁ କହିଲେ ।
ରାକ୍ଷସ ବର ମାଗିଲା କି ତାକୁ କେହି ମଣିଷ କି ଦେବତା କେହି ଯେପରି ମାରିପାରିବେ ନାହିଁ ସେଭଳି ବର ଦିଅନ୍ତୁ । ଆଉ ଏହାପରେ ବ୍ରହ୍ମା ତାକୁ ବର ଦେଲେକି ସେହି ରାକ୍ଷସକୁ କେହି ପୁରୁଷ ମାରିପାରିବେ ନାହିଁ ।
ଆଉ ସେ ଜଣେ ମହିଳାଙ୍କ ହାତରୁ ବଦ୍ଧ ହେବ ଆଉ ସେହି ରାକ୍ଷସର ରକ୍ତ ଯେଉଁ ସ୍ଥାନରେ ପଡ଼ିବ ସେହିଠାରେ ଏହିଭଳି ଅନେକ ରାକ୍ଷସ ଜନ୍ମ ହେବେ । ଏହି ବର ପାଇବା ପରେ ସେହି ରାକ୍ଷସ ତିନି ପୁରରେ ଅତ୍ୟାଚାର କରି ଚାଲିଲା ।
ଏହାପରେ ସେ ରକ୍ତବୀର୍ଯ୍ୟ ନାଁରେ ପରିଚିତ ହେଲା । ସେ ଇନ୍ଦ୍ରଙ୍କ ଠାରୁ ତାଙ୍କ ଆସନ ଛଡ଼ାଇ ନେଲା । ତାର ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଲା । ଏହାପରେ ଦେବତାମାନେ ଭଗବାନ ଶିବଙ୍କ ପାଖକୁ ଗଲେ ।
ଆଉ ଶିବ ଆଦିଶକ୍ତିଙ୍କୁ ପ୍ରାର୍ଥନା କରିବାକୁ କହିଲେ । ଦେବତାମାନେ ଆଦିଶକ୍ତିଙ୍କୁ ପ୍ରାର୍ଥନା କରିଲେ । ଏହାପରେ ନାରଦ ରକ୍ରବିର୍ଯ୍ୟକୁ କହିଲା ସମସ୍ତଙ୍କୁ ପରାସ୍ତ କରିଲ କିନ୍ତୁ ଭଗବାନ ଶିବଙ୍କୁ ନୁହେଁ ।
ଏହାପରେ ସେ ପାର୍ବତୀଙ୍କୁ ପ୍ରେମ କରିବାକୁ ଭାବିଲେ ଆଉ ଏହା କରିଲେ ସେ ଭଗବାନ ଶିବଙ୍କୁ ହରାଇ ପାରିବ ବୋଲି ଭାବିଲା । ଏହାପରେ ସେ ଜଟ ଆଉ ମୁଣ୍ଡକୁ ପାର୍ବତୀଙ୍କୁ ଆଣିବାକୁ ପଠାଇଲେ । ଏହାପରେ ମାତା ପାର୍ବତୀ ଏହାକୁ ଧ୍ଵଂସ କରିଦେଲେ ।
ଏହାପରେ ରକ୍ତବିର୍ଯ୍ୟ ରାଗିଯାଇ କହିଲା ତାକୁ କେହି ମହିଳା ଧ୍ଵଂସ କରିପାରିବେ ନାହିଁ । ଏହାପରେ ତାର ବେକକୁ ମାତା ପାର୍ବତୀ କାଟି ଦେଲେ ଆଉ ତାର ରକ୍ତ ଛିଟାରୁ ତା ଭଳି ଅନେକ ରାକ୍ଷସ ଜନ୍ମ ହେଲେ । ଏହାପରେ ମାତା ପାର୍ବତୀ ରକ୍ତବିର୍ଯ୍ୟର ଏହି ଅବସ୍ଥା ଦେଖି ମହାକାଳୀ ରୂପ ଧାରଣ କରିଲେ । ଆଉ ସେ ରାକ୍ଷସ ରକ୍ତବିର୍ଯ୍ୟର ସବୁ ରକ୍ତ ପିଇଦେଲେ । ଏଭଳି ଉପାୟରେ ମାତା ମହାକାଳୀ ରାକ୍ଷସର ବଦ୍ଧ କରିଥିଲେ । ଆଉ ସେହି ଦିନ ଠାରୁ ମାତାଙ୍କ ବେକରେ ନରମୁଣ୍ଡ ମାଳ ପଡ଼ିଛି ।