ଜୀବନଶୈଳୀ

ଗରୁଡ଼ ପୁରାଣ : ଏହି ୭ଟି ଜିନିଷକୁ କେବଳ ଦର୍ଶନ କରିବା ମାତ୍ରକେ ମିଳିଥାଏ ପୂଣ୍ୟ, ମା-ଲକ୍ଷ୍ମୀଙ୍କର ଘରେ ରହିବ ବାସ

ମନୁଷ୍ୟ ଜୀବନରେ କୌଣସି ନା କୌଣସି କାରଣରୁ ଚିନ୍ତାରେ ଥାଏ। ଯେତେବେଳେ ମନୁଷ୍ୟ ଜୀବନରେ ଚିନ୍ତା ସୃଷ୍ଟି ହୁଏ ସେତେବେଳେ ବ୍ୟକ୍ତି ବହୁତ ବିଚଳିତ ହୋଇଯାଏ ଓ ପ୍ରତ୍ଯେକ ଚିନ୍ତାରୁ ମୁକ୍ତି ପାଇବା ପାଇଁ କିଛି ନା କିଛି ଉପାୟ ଖୋଜନ୍ତି। ଆପଣଙ୍କୁ ଜଣାଇଦେଉଛୁକି ଆମର ଧର୍ମ ଗ୍ରନ୍ଥରେ ଏମିତି ଅନେକ ମହତ୍ଵପୂର୍ଣ କଥା କୁହାଯାଇଛି ଯାହାକୁ ଆପଣେଇ ଆମେ ଆମର ଜୀବନର ସମସ୍ତ ପ୍ରକାର ଚିନ୍ତାରୁ ମୁକ୍ତି ପାଇ ପାରିବୁ ଓ ଆମର ଜୀବନକୁ ଆରାମ ଭାବରେ ବିତାଇ ପାରିବୁ।

ପୁରାଣ ମଧ୍ୟରୁ ଗୋଟିଏ ହେଉଛି ଗରୁଣ ପୁରାଣ। ଏହି ଗରୁଡ ପୁରାଣ ୧୮ଟି ପୁରାଣ ମଧ୍ୟରୁ ଗୋଟିଏ ମାନାଯାଏ। ଆପଣଙ୍କୁ ଜଣାଇଦେଉଛୁକି ଏହି ଶାସ୍ତ୍ରରେ ମନୁଷ୍ୟର ଜୀବନରେ ଆସୁଥିବା ଚିନ୍ତା ଓ ଜୀବନକୁ ସୁଖ ବନାଇବା ପାଇଁ ଅନେକ ମହତ୍ଵପୂର୍ଣ କଥା ବିଷୟରେ କୁହାଯାଇଛି। ଆପଣଙ୍କୁ ଜଣାଇଦେଉଛୁକି ଗରୁଡ ପୁରାଣର ଶ୍ଳୋକ “ଗୋମୁତ୍ରମ ଗୋମୟଙ୍ଗ ଦୁଗ୍ଢଙ୍ଗ ଗୋଧୂଳିଙ୍ଗ ଗୋଷ୍ଠଗୋଷ୍ପଦମ। ପକ୍କସସ୍ୟାନ୍ୱିନ୍ତ କ୍ଷେତ୍ରମ ଦ୍ରଷ୍ଟା ପୂଣ୍ୟ ଲଭେଦ ଧୃବମ।”ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିବା ମାତ୍ରକେ ପୂଣ୍ୟ ଫଳ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ଏହି ଜିନିଷଗୁଡିକ କଣ।

ଗୋମୁତ୍ର:-

ଗୋମୁତ୍ରକୁ ବହୁତ ପବିତ୍ର ମନାଯାଏ। ଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ କରାଯାଇଛିକି ଗୋମୁତ୍ରରେ ମା ଗଙ୍ଗା ବାସ କରନ୍ତି। ଗୋମୁତ୍ରକୁ ଯଦି ଔଷଧୀ ରୂପରେ ବ୍ୟବହାର କରାଯାଏ ତେବେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଗରୁଣ ପୁରାଣରେ ଏହି ବିଷୟରେ ଉଲ୍ଲେଖ କରାଯାଇଛିକି ଗୋମୁତ୍ରକୁ ଦେଖିବା ମାତ୍ରେ ପୂଣ୍ୟ ପ୍ରାପ୍ତ ହୁଏ।

Google

ଗୋବର:-

ଗାଈର ଗୋବର ବ୍ୟବହାର କୌଣସି ମାଙ୍ଗଳିକ କାର୍ଯ୍ୟରେ କରାଯାଏ। ଗାଈର ଗୋବରକୁ ବହୁତ ଶୁଭ ମନାଯାଏ, ଏହି କାରଣରୁ ଏହାର ବ୍ୟବହାର ପୂଜା-ପାଠରେ ମଧ୍ୟ ହୋଇଥାଏ। ବିଶ୍ବାସ କରାଯାଏକି ଗାଈର ଗୋବରକୁ ବ୍ୟବହାର କରିବା ଦ୍ଵାରା ଶୁଭ ଫଳ ମିଳିଥାଏ। ଯଦି ଆମେ ଗରୁଣ ପୁରାଣ ମୁତାବିକ ଦେଖିବା ତେବେ ଗୋବରର ଦର୍ଶନ ମିଳିବା ମାତ୍ରେ ପୂଣ୍ୟ ମିଳିଥାଏ।

Google

ଗୋଦୁଗ୍ଧ:-

ଗାଈର ଦୁଗ୍ଧ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯଦି ଗାଈର ଦୁଗ୍ଧ ନିୟମିତ ରୂପରେ ସେବନ କରାଯାଏ ତେବେ ଏଥିରେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ରୋଗ ଦୂର ହୋଇଯାଏ। ଆପଣ ଏମିତି ବୁଝିପାରିବେକି ଗାଈର ଦୁଗ୍ଧ ସ୍ୱାସ୍ଥ୍ୟ ପାଇଁ କୌଣସି ଅମୃତଠାରୁ କମ ନୁହେଁ। ଗରୁଣ ପୁରାଣ ଅନୁସାରେ, ଯଦି କୌଣସି ବ୍ୟକ୍ତି ଗାଈର କ୍ଷୀର ଦେଖିନିଏ ତେବେ ତାକୁ ପୂଣ୍ୟ ମିଳିଥାଏ।

Google

ଗୋଧୂଳି:-

ଗାଈର ଗୋଡର ସୃଷ୍ଟି ହୋଇଥିବା ଧୁଳିକୁ ବହୁତ ପବିତ୍ର ମନାଯାଏ। ଗରୁଣ ପୁରାଣରେ ଉଲ୍ଲେଖ ଅଛିକି ଗୋଧୂଳିର ଦର୍ଶନ ମାତ୍ରକେ ବ୍ୟକ୍ତିକୁ ଅନେକ ମାତ୍ରାରେ ପୂଣ୍ୟ ମିଳିଥାଏ।

Google

ଗୋଶାଳ:-

ଗୋଶାଳ ସେହି ସ୍ଥାନକୁ କୁହାଯାଏ ଯେଉଁଠି ଗାଈମାନଙ୍କୁ ରଖାଯାଏ। ଗୋଶାଳକୁ ମନ୍ଦିର ସମାନ ମନାଯାଏ। ଗରୁଣ ପୁରାଣ ଅନୁସାରେ, ଯଦି କୌଣସି ବ୍ୟକ୍ତି ଗୋଶାଳକୁ ଦର୍ଶନ କରିଯାନ୍ତି ତେବେ ତାଙ୍କୁ ପୂଣ୍ୟ ମିଳିଥାଏ

Google

ଗୋଖୁର:-

ଗରୁଣ ପୁରାଣ ଅନୁସାରେ ଗାଈର ଗୋଡ ତୀର୍ଥ ପରି ସମ୍ମାନ। ଯଦି ଆପଣ କୌଣସି ଆବଶ୍ୟକ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ ଯିବା ସମୟରେ ଗାଈର ପାଦକୁ ସ୍ପର୍ଶ କରିଯାନ୍ତୁ। ଏହାଦ୍ବାରା ଆପଣ ଯେଉଁ କାମରେ ଯାଉଥିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ।

Google

ପାଚି ଯାଇଥିବା ଜମି:-

ଯଦି କୌଣସି ମନୁଷ୍ୟ ପରିପୂର୍ଣ ହୋଇଥିବା ଜମିକୁ ଦେଖେ ତା ମନରେ ବହୁତ ଶାନ୍ତି ଆସିଥାଏ। ଗରୁଣ ପୁରାଣ ଅନୁସାରେ, ଯଦି କୌଣସି ବ୍ୟକ୍ତି ପାଚି ଯାଇଥିବା ଫସଲକୁ ଦେଖନ୍ତି ତେବେ ସେମାନଙ୍କୁ ପୂଣ୍ୟ ମିଳିଥାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button