ବିଚାର

Anuchinta: ଘରେ କେଉଁ ସ୍ଥାନରେ ଠାକୁର ରଖିଲେ ଘର ଉପରେ ଶନି ଦଶା ପଡିନଥାଏ, ସବୁ ମହିଳା ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ।

୧. ଗାଧୋଇବା ପରେ ଓଦାକପଡା ଗାଧୁଆ ଘରେ ରଖୁବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଜୀବନରେ ସମ୍ମାନହାନି ହେବାର ସମ୍ଭାବନା ଦେଖା ଦେଇଥାଏ ।

୨. ସ୍ତ୍ରୀ ଲୋକମାନେ ଗାଧୋ ଧାଇବାର ତୁରନୁ ଓଦା ମୁଣ୍ଡରେ ସିନ୍ଦୂର ପିନ୍ଧିବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ମନରେ ଖରାପ୍ ପ୍ ଭାବନା ଆସିବା ସହିତ ଆର୍ଥକ ସଙ୍କଟ ଦେଖାଦେଇଥାଏ ।

୩. ଠାକୁର ଘରେ ଠାକୁରଙ୍କ ମୂର୍ତ୍ତି କିମ୍ବା ଫୋଟ ଏପରି ରଖୁବା ଉଚିତ୍ ଯେପରି ଗୋଟିଏ ଠାକୁରଙ୍କ ଦୃଷ୍ଟି ଅନ୍ୟ ଠାକୁଟ ଚୁରକ ଉପରେ ନପଡେ ଏହା ଅଶୁଭ ହୋଇଥାଏ ।

୪. ଠାକୁର ଘରେ କେବେବି ଠାକୁରଙ୍କ ମୁହଁ ଘୋଡାଇକରି ରଖୁବା ଉଚିତ୍ ନୁହେଁ ଏବଂ ଠାକୁରଘର ଆଡକୁ ଗୋଡ଼କରି ଶୋଇବା ଉଚିତ୍ ନୁହେଁ ଏହା ଅମଙ୍ଗଳକାରି ହୋଇଥାଏ ।

୫. ଘର କେବେବି ତିନିମାସରୁ ଅଧୂକ ସମୟ ଖାଲି ରଖୁବା ଉଚିତ୍ ନୁହେଁ ଏବଂ ଘରର ଭଣ୍ଡାର ଘର କେବେବି ଖାଲି ରଖୁବା ଅନୁଚିତ୍ ଏହା ଅଶୁଭ ହୋଇଥାଏ ।

୬. ଯଦି ଘରୁ କୌଣସି କାର୍ଯ୍ୟରେ ସମସ୍ତ ପରିବାର ଯାଉଥାନ୍ତି ତେବେ ଠାକୁର ଘର କେବେବି ତାଲା ପକାଇ ଯିବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ।

୭. ମନ୍ଦିରରେ ଠାକୁର ଦର୍ଶନ କରି ଫେରିବା ସମୟରେ କେବେବି ଘଣ୍ଟି ବଜାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଆରତୀ ନେବା ସମୟରେ ଗୋଟିଏ ହାତରେ ଆରତୀ ନେବା ଅନୁଚିତ୍ ।

୮. ସ୍ତ୍ରୀ ଲୋକମାନେ ଦଣ୍ଡବତ ପ୍ରଣାମ କରିବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳାମାନେ ଶିବଲିଙ୍ଗ ସ୍ପର୍ଶ କରିବା ଅନୁଚିତ୍ ।

୯. ସ୍ତ୍ରୀଲୋକମାନେ ମନ୍ଦିରରେ ନଡ଼ିଆବାଡେଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ରଜସ୍ବଳା ମହିଳାମାନେ ମନ୍ଦୀରରେ ପ୍ରବେଶ କରିବା ଅନୁଚିତ ।

୧୦. ହିନ୍ଦୁ ଧର୍ମରେ ଗାଈକୁ ଦେବୀ, ମାତାର ସ୍ଥାନ ଦିଆଯାଇଛି। ଗାଈକୁ ପ୍ରତ୍ୟେକଦିନ ରୁଟି ଖାଇବାକୁ ଦେବା ଦ୍ବାରା ଆପଣଙ୍କର କୌଣସି କାର୍ଯ୍ୟରେ କେବେବି ବିଘ୍ନ ଆସିନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button