କେବଳ ୧ ସପ୍ତାହ କିସମିଶ ଖାଈ ଉଷୁମ ପାଣି ପିଇବାର ଫାଇଦା କୋଟିଏ ଟଙ୍କା ଖର୍ଚ୍ଚ କଲେବି ମିଳିବନି

ଆପଣ ଗୁରୁଜନ ମାନଙ୍କ ପାଖରୁ ଶୁଣିଥିବେ ପ୍ରତ୍ୟକ ଦିନ ଗୁଟେ ମୁଠା ଡ୍ରାଏ ଫ୍ରୁଟ ନିହାତି ଖାଇବା ଆବଶ୍ୟକ । ଏଥିରେ ଆପଣଙ୍କ ପସନ୍ଦର ବାଦାମ,କାଜୁ,ପିସ୍ତା, କିସମିଶ ଆଦି କିଛିବି ହୋଇପାରେ । କିନ୍ତୁ ୫ ପ୍ରକାର ଡ୍ରାଏ ଫ୍ରୁଟ ନିହାତି ହେବା ଆବଶ୍ୟକ । ଯଦି ଆପଣ ଏହାକୁ ଖାଆନ୍ତି ତେବେ ଭୋଜନ ପରେ ଯାହାବି ଭିଟାମିନ ଅଭାବ ରହିଯାଏ ତାହା ଏହା ଦ୍ୱରା ପୂରଣ ହୋଇଯାଏ । କିନ୍ତୁ ଆଜି ଆମେ କିସମିଶର ଫାଇଦା ବିଷୟରେ ଆଲୋଚନା କରିବା । ପ୍ରତିଦିନ କିଛି କିସମିଶ ସହ ଉଷୁମ ପାଣି ପିଇବା ଆପଣଙ୍କୁ କେତେ ଫାଇଦା ଦେଇପାରେ ବୋଧହୁଏ ଆପଣ ଭାବିବି ପାରିବେନି । ସକାଳ ଜଳଖିଆ ପୂର୍ବରୁ ଏହାକୁ ଖାଆନ୍ତୁ ।
ପ୍ରତ୍ୟକ ଦିନ ନକରିବେ ନାହିଁ କିନ୍ତୁ ସପ୍ତାହରେ ୩ ଦିନ ନିହାତି ଏହାର ସେବନ କରନ୍ତୁ । ଏହି ସହଜ ପ୍ରୟୋଗ ଦ୍ୱାରା ଆପଣ ସେହି ରୋଗରୁ ବଞ୍ଚିଥାନ୍ତି ଯାହା କେତେ ଉପାୟ ଦ୍ୱାରା ମଧ୍ୟ ବୋଧେ ଆପଣ ଠିକ କରିପାରିନଥିବେ ।
ରାତିରେ ଶୋଇବା ପୂର୍ବରୁ ଭଲ କିସମିଶ ୧୦ ରୁ ୧୫ଟି ନେଇ ତାହାକୁ ପାଣିରେ ଧୋଇଦିଅନ୍ତୁ । ଏବେ ଏକ ଗ୍ଲାସ ପାଣିରେ ଏହାକୁ ଭେଦାଇ ଦିଅନ୍ତୁ । ସକାଳୁ ଭେଦା ଯାଇଥିବା କିସମିଶ ଅଙ୍ଗୁରୁ ଭଳି ଫୁଲି ଯାଇଥିବ । ଏହାକୁ ଆପଣଙ୍କୁ ଖାଇବାକୁ ହେବ, କିନ୍ତୁ ଏହାରବି ଏକ ବିଧି ଅଛି । ଆପଣ ଏହାକୁ ୨ ପ୍ରକାର ଖାଇପାରିବେ । ପ୍ରଥମତଃ ଏହା ଅଟେ କିସମିଶକୁ ପାଣିରୁ କାଢି ଭଲଭାବରେ ଚୋବାଇ ଖାଆନ୍ତୁ ଏବଂ ସେହି ଗ୍ଲାସର ପାଣିକୁ ହାଲକା ଉଷୁମ କରି ପିଇ ନିଅନ୍ତୁ ।
ଏହାଛଡା ଆପଣ ଏହାବି କରିପାରିବେ ଆପଣ ଭେଦା ଯାଇଥିବା କିସମିଶକୁ ସେହି ପାଣିରେ ଭଲସେ ଚାମଚ ସାହାଯ୍ୟରେ ମିକ୍ସ କରିଦିଅନ୍ତୁ ଏବଂ କିସମିଶ ସହ ପାଣିକୁ ପିଇ ନିଅନ୍ତୁ । ଯଦି ଆପଣ ଏହି ପ୍ରକାର କରିବାକୁ ଚାହୁଁ ନାହାଁନ୍ତି ତେବେ ଅନ୍ୟ ଏକ ବିଧି ଅଛି । ଏଥିପାଇଁ ଆପଣଙ୍କୁ ଏହା ଭେଦଇବା ଆବଶ୍ୟକ ନାହିଁ । ସକାଳୁ ଖାଲି ପେଟରେ ଏତିକି କିସମିଶ ଧୋଇକରି ଖାଇ ନିଅନ୍ତୁ । ଏହାର ତୁରନ୍ତ ପରେ ଏକ ଗ୍ଲାସ ଉଷୁମ ପାଣି ପିଇ ନିଅନ୍ତୁ । ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ ଏହା କରିବା ଦ୍ୱାରା ଆପଣଙ୍କୁ କେତେ ସାରା ଫାଇଦା ସହଜରେ ମିଳିଯିବ ।
କିସମିଶରେ ଭିଟାମିନ ଏ, ବି କମ୍ପ୍ଲେକ୍ସ, ସେଲେନିୟମ ରହିଥାଏ ଯାହା ଦୁର୍ବଳ ଲିଭର, ଗୁପ୍ତରୋଗ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତାର ଅଚୁକ ଉପାୟ ଅଟେ । ଏହି ପ୍ରକାର ଆପଣ ଯେବେ କିସମିଶ ଖାଇଥାନ୍ତି ତେବେ ଏହାର ପୁରା ଫାଇଦା ଆପଣଙ୍କୁ ମିଳିଥାଏ । ଏହି କାରଣ ଅଟେ ଯଦି କେହି ଏଥିରୁ କୌଣସିବି ସମସ୍ୟା ନେଇ ଚିନ୍ତିତ ଅଛି ତେବେ ସେ କିଛି ଦିନରେ ଠିକ ହେବାକୁ ଲାଗିଥାଏ ।
ଯଦି ଆପଣଙ୍କୁ ଏମଧ୍ୟରୁ କୌଣସିବି ସ୍ୱାସ୍ଥ୍ୟ ସମସ୍ୟା ନାହିଁ ତେବେ ଆପଣବି ଏହାର ସେବନ କରି ଭବିଷ୍ୟତରେ ଏହି ସମସ୍ୟାରୁ ମୁକ୍ତ ରହିବେ । ଏହାଛଡ଼ା ଏହା ଅନେକ ସ୍ୱାସ୍ଥ୍ୟ ଲାଭକାରୀ ଅଟେ ।
ଭିଟାମିନ ଏ ର ଅଭାବ ପୂରଣ କରିବା କାରଣରୁ ଏହା ଆଖିର ଉଜ୍ବଳତା ବଢାଇଥାଏ । ଯାହାର ଆଖି ସମ୍ବନ୍ଧିତ ସମସ୍ୟା ଅଛି ତାଙ୍କୁ ଏହାର ସେବନ ନିହାତି କରିବା ଆବଶ୍ୟକ ।