GK – କେଉଁ ଗଛର ଛାଲ ଲଗାଇବା ଦ୍ଵାରା ଧଳା ଦାଗ ତୁରନ୍ତ ଠିକ ହୋଇଥାଏ ? 15+ Gk With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।
ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା । 1- କେଉଁ ଜୀବ ର କ୍ଷୀର ରେ କେବେ ବି ଦହି ବସାଇବ ନାହିଁ ?
ଉତ୍ତର- ଓଟ ।
2- ଟ୍ରେନ ର ହର୍ଣ୍ଣ କେତେ କିଲୋ ମିଟର ଦୂର ଯାଏଁ ଶୁଣା ଯାଇଥାଏ ?
ଉତ୍ତର- 5 କିମି ।
3- କେଉଁ ଜୀବ ର ସଂଖ୍ୟା ପୃଥିବୀ ରେ ସବୁଠାରୁ ଅଧିକ ରହିଛି ?
ଉତ୍ତର- ମାଛ ।
4- କେଉଁ ଜୀବ ର କ୍ଷୀର ପିଇଲେ ନିଶା ହୋଇଥାଏ ?
ଉତ୍ତର- ହାତୀ ।
5- ଗୌତମ ବୁଦ୍ଧ ଙ୍କ ପିଲା ଦିନର ନାମ କଣ ଥିଲା ?
ଉତ୍ତର- ସିଦ୍ଧାର୍ଥ ।
6- କେଉଁ ପକ୍ଷୀ ହାତ ମାରିଲେ ମରି ଯାଇଥାଏ ?
ଉତ୍ତର- ଟିଟୋନୀ ।
7- ଭାରତର ରାଷ୍ଟ୍ରୀୟ ପର୍ବ ର ନାମ କଣ ?
ଉତ୍ତର- ଗଣତନ୍ତ୍ର ଦିବସ ।
8- ମଦ ପିଇବା ଦ୍ଵାରା ଶରୀରର କେଉଁ ଅଙ୍ଗ ଖରାପ ହୋଇ ଯାଇଥାଏ ?
ଉତ୍ତର- କିଡନି ।
9- କେଉଁ ଦେଶର ଝିଅ ମାନେ ସବୁଠୁ ଅଧିକ ସୁନ୍ଦର ହୋଇଥାନ୍ତି ?
ଉତ୍ତର- ଭାରତ ।
10- ମଣିଷର ଜନ୍ମ ସବୁଠୁ ପ୍ରଥମେ କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଆଫ୍ରିକା ।
11- ସର୍ବ ପ୍ରଥମେ ଲିଖିତ ସମ୍ବିଧାନ କେଉଁ ଦେଶରେ ଲାଗୁ ହୋଇଥିଲା ?
ଉତ୍ତର- ଆମେରିକା ।
12- ଭାରତରେ କେଉଁ ବ୍ୟାଙ୍କର ଶାଖା ସବୁଠୁ ଅଧିକ ଅଛି ?
ଉତ୍ତର- ଭାରତୀୟ ଷ୍ଟେଷ୍ଟ ବ୍ଯାଙ୍କ ।
13- କେଉଁ ଦେଶର ଲୋକ ଷଣ୍ଢ ସହ ଲଢେଇ କରନ୍ତି ?
ଉତ୍ତର- ସ୍ପେନ ।
14- କଳା ଗୋଲାପ କେଉଁ ଠାରେ ମିଳିଥାଏ ?
ଉତ୍ତର- ତୁର୍କୀ ।
15- କେଉଁ ଜୀବ ର କ୍ଷୀର ରେ ଔଷଧ ତିଆରି ହୁଏ ?
ଉତ୍ତର- ଶିଙ୍ଘିଣୀ ।
16- ପୃଥିବୀ ରେ ମୋଟ କେତୋଟି ମହାଦ୍ଵୀପ ଅଛି ?
ଉତ୍ତର- 7ଟି ।
17- କେଉଁ ଦେଶରେ ଗୋଟେ ବି ଟ୍ରାଫିକ ସିଗନାଲ ନାହିଁ ?
ଉତ୍ତର- ଭୁଟାନ ।
18- ତେନ୍ତୁଳୀ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୁଏ ?
ଉତ୍ତର- ହୃଦୟ ରୋଗ ।
19- କେଉଁ ଗଛର ଛାଲ ଲଗାଇବା ଦ୍ଵାରା ଧଳା ଦାଗ ତୁରନ୍ତ ଠିକ ହୋଇଥାଏ ?
ଉତ୍ତର- ବାଉଁଶ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।