ଓଡିଶା
ଛି ଛି .. ମୋ ସ୍ତ୍ରୀ ରଖୁଛି ଭାଇ ସହ ଖରାପ ସମ୍ପର୍କ ଶେଷରେ ଦିନେ..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସମାଜରେ ଅଜବ ଅଜବ ଘଟଣା ମାନ ଖୁବ୍ ଘଟିବାରେ ଲାଗୁଛି। ନିଜ ସ୍ତ୍ରୀ ଉପରେ ଗୋଟେ ସ୍ଵାମୀ ମଧ୍ୟ ବିଶ୍ଵାସ କରିବାକୁ ପଛ ଘୁଂଚା ଦେଉଛି । କାରଣ ବର୍ତ୍ତମାନ୍ ସମୟରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି କି ବିବାହ ପରେ ସବୁ ପରକ୍ରୀୟା ପ୍ରୀତି ଧରା ପଡୁ ଥିବାର।
ଏଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି ଏବଂ ଜଣେ ଅଟୋ ଚାଳକ ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି ତାଙ୍କ ସ୍ତ୍ରୀ ତାଙ୍କ ବଡ଼ ଶଡୁ ଙ୍କ ସହ ସମ୍ପର୍କ ରଖିଛନ୍ତି। ଏବଂ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବାର ସ୍ଵାମୀ ଜଣକ ନିଜ ଆଖିରେ ଦେଖିଛନ୍ତି। ଏବଂ ପଚାରିବାରୁ କହିଥିଲେ କି ସେ ତାଙ୍କୁ ପ୍ରେମ କରନ୍ତି । ନ୍ୟାୟ ପାଇଁ ସ୍ଵାମୀ ଜଣକ ମଧ୍ଯ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବାସଭବନ ସାମ୍ନାରେ କିରୋସିନ ଢାଳି ହୋଇ ଆ-ତ୍ମ-ହ-ତ୍ୟା ର ଉଦ୍ୟମ କରିଥିଲେ।
ଏବଂ ସ୍ତ୍ରୀ ଜଣକ ମଧ୍ୟ ତାଙ୍କୁ ବାରମ୍ବାର ମାରି ଦେବାର ଧମକ ଚମକ ଦେଉଛନ୍ତି। ଆଇନ ର ସହାୟତା ନେବା ସତ୍ତ୍ୱେ ମଧ୍ଯ ବ୍ୟକ୍ତି ଜଣକୁ କୌଣସି ପ୍ରକାରର ସହାୟତା ମିଳି ପାରୁ ନାହିଁ। ସେ ଚାହୁଛନ୍ତି କି ଯଦି ତାଙ୍କ ସ୍ତ୍ରୀ ତାଙ୍କ ସହ ରହିବେ ତାହାଲେ ରୁହନ୍ତୁ ନଚେତ୍ ତାଙ୍କୁ ଛାଡ଼ି ଦିଅନ୍ତୁ। କାରଣ ତାଙ୍କ ବୃଦ୍ଧ ବାପା ମା ଏଥି ପାଇଁ ଅନେକ ହଇରାଣ ହେଉଛନ୍ତି। ସେ ବ୍ୟକ୍ତି ଜଣକ ମଧ୍ଯ ଘର କାମ କେତେବେଳେ କରିବେ ଓ ନିଜ ଅଟୋ କୁ ସେ
କେତେବେଳେ ଚଳାଇ ପଇସା ରୋଜଗାର କରିବେ ଜାଣି ପାରୁ ନାହାଁନ୍ତି। ତେଣୁ ବ୍ୟକ୍ତି ଜଣକ ଅନୁରୋଧ କରିଛନ୍ତି ତାଙ୍କୁ ନ୍ୟାୟ ମିଳୁ ଓ ନ୍ୟାୟ ନମିଳିଲେ ପୁନର୍ବାର ସେ ନିଜର ଆତ୍ମାହୁତି ଦେବାକୁ ପଛ ଘୁଂଚା ଦେବେ ନାହିଁ ବୋଲି କହିଛନ୍ତି। ତେବେ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀ ଙ୍କ ପାଇଁ ଅନେକ କଷ୍ଟ ସହି ସାରିଲେଣି ତାଙ୍କୁ ନ୍ୟାୟ ମିଳିବା ଏକାନ୍ତ ଆବଶ୍ୟକ ଅଟେ।


