ଓଡିଶା

ମୋ ସ୍ବାମୀ କୁ ସହରୀ ଟୋକି ପସନ୍ଦ, ମୁଁ ଗାଉଁଲି ବୋଲି ମୋ ଇଜ୍ଜତ ନେଇ ଛାଡି ଦେଲା…

ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କର ଅସୁବିଧା ହେଉଛି ଯେ ତାଙ୍କର ବାହାଘର କୁ ୧୫ ବର୍ଷ ହୋଇଗଲାଣି।ତାଙ୍କର ଏକ ଝିଅ ଏବଂ ପୁଅ ଅଛି।ଝିଅଙ୍କୁ ୧୪ ବର୍ଷ ଏବଂ ପୁଅ ଙ୍କୁ ହେଉଛି ୧୨ ବର୍ଷ।କିନ୍ତୁ ତାଙ୍କ ସ୍ବାମୀ ଯେଉଁ ଜାଗାକୁ ଯାଇଥାନ୍ତି ସେହି ଜାଗାରେ ଏକ ସ୍ତ୍ରୀ କରିଥାନ୍ତି।ମହିଳା ଜଣଙ୍କ ଘରେ ରୁହନ୍ତି।ତାଙ୍କ ସ୍ବାମୀ କିନ୍ତୁ ବାହାରେ ରଖନ୍ତି।ତାଙ୍କ ସ୍ବାମୀ କିଛି ପଇସା ଦିଅନ୍ତି ନାହିଁ।
ଘରକୁ ମଧ୍ୟ ବହୁତ କମ ଆସିଥାନ୍ତି।ଯେବେ ବି ଘରକୁ ଆସିଥାନ୍ତି ମହିଳା ବହୁତ ମାରନ୍ତି।ନି-ର୍ଯା-ତ-ନା ମଧ୍ୟ ଦେଇଥାନ୍ତି।ମହିଳା ଜଣଙ୍କ ଯେତେବେଳେ ପଚାରନ୍ତି ଯେ ଏପରି କାହିଁକି କରୁଛ ତାଙ୍କ ସ୍ବାମୀ କୁହନ୍ତି ଯେ ସେ ଗାଁ ଉଲି ପିଲାଙ୍କୁ ଭଲ ପାଆନ୍ତି ନାହିଁ।ତାଙ୍କୁ ସହର ଝିଅ ବହୁତ ଭଲ ଲାଗନ୍ତି।ମହିଳା ଯାହା ପିନ୍ଧୁଛନ୍ତି ତାଙ୍କୁ ଭଲ ଲାଗୁ ନାହିଁ ବୋଲି ମଧ୍ୟ ମହିଳା ଙ୍କ ସ୍ବାମୀ କହିଛନ୍ତି।
ତାଙ୍କ ସ୍ବାମୀ ଙ୍କୁ ଏକ ନୂଆ ନୂଆ ସ୍ତ୍ରୀ ଦରକାର।ବର୍ଷକୁ ନହେଲେ ଦୁଇ ବର୍ଷକୁ ତାଙ୍କୁ ନୂଆ ସ୍ତ୍ରୀ ଦରକାର।ତାଙ୍କ ସ୍ବାମୀ ପ୍ରଥମେ ଏକ ଝିଅକୁ ଭଲ ପାଉଥିଲେ। ତା ସହିତ ଦୁଇ ବର୍ଷ ରହିଲେ।ଝିଅର ବାପା ଯେତେବେଳେ ଏହି କଥା ଜାଣିଲେ ତାଙ୍କୁ ମାରିଥିଲେ ଏହାପରେ ତାଙ୍କୁ ଜେଲ ରେ ମଧ୍ୟ ପୁରାଇ ଥିଲେ।ଏହାପରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ବାହାର କରିବା ପାଇଁ ୭୦ ହଜାର ଟଙ୍କା ଯୋଗାଡ କରିଲେ ଆଉ ତାଙ୍କୁ ଘରକୁ ନେଇକି ଆସିଥିଲେ।
ଏହାପରେ ପୁଣିଥରେ ସେହି ଯୁବତୀ ଙ୍କ ସହିତ ଲକ୍ ଡାଉନ୍ ପୂର୍ବରୁ ଦୁଇ ବର୍ଷ ଏକାଠି ରହିଲେ।ମହିଳାଙ୍କୁ ତାଙ୍କ ସ୍ବାମୀ ଆଉ ଶାଶୁ ଗରମ ପାଣି ରେ ହାତ ବୁଡାଇ ଦେଇଥଲେ।ଏହାପରେ ତାଙ୍କୁ ଘରୁ ବାହାର ମଧ୍ୟ କରିଦେବା ପାଇଁ ସୁଯୋଗ ଖୋଜୁ ଥିଲେ।କାକଟପୁର ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ନେଲେ ନାହିଁ।ବର୍ତ୍ତମାନ କିନ୍ତୁ ତାଙ୍କ ସ୍ବାମୀ ଆଉ ଜଣଙ୍କ ବିବାହ କରିଛନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button