ଓଡିଶା

ହଷ୍ଟେଲ ଭିତରେ ମଦପିଇ ଯୁବତୀ ଯାହା କଲେ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ଆପଣମାନେ ନିଶ୍ଚିତ ସୋସିଆଲ ମିଡିଆ ବ୍ୟବହାର କରୁଥିଲେ। ଓ ସୋସିଆଲ ମିଡିଆରେ ପ୍ରତ୍ଯେକ ଦିନ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓକୁ ଅନେକ ଲୋକ ସେୟାର କରନ୍ତି ଓ ଏହାର ମଜା ମଧ୍ୟ ନେଇଥାନ୍ତି। ଆପଣମାନେ ନିଶ୍ଚିତ ଜାଣିଥିବେ ହଷ୍ଟେଲରେ ରହୁଥିବା ଝିଅ ଓ ପୁଅମାନେ ମଜାଳିଆ ମଜାଳିଆ ଭିଡିଓ ସୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ଏହି ଭିଡିଓକୁ ତାଙ୍କର ସାଙ୍ଗମାନେ ତାଙ୍କର ମଜା ନେବା ପାଇଁ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରି ମଜା ନିଅନ୍ତି।

ଆପଣମାନେ ନିଶ୍ଚିତ ଜାଣିଥିବେ ହଷ୍ଟେଲରେ ରହୁଥିବା କିଛି ପିଲା ପ୍ରାୟତଃ ମଦ ପିଇଥାନ୍ତି। ସେ ପୁଅ ହେଉ ନା ଝିଅ। ପୁଅମାନେ ହଷ୍ଟେଲରେ ମଦ ପିଇଥାନ୍ତି ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ଝିଅମାନେ ମଧ୍ୟ ପିଅନ୍ତି ବୋଲି ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ। ହଷ୍ଟେଲର କିଛି ପିଲା ମିଶି ମଦ ପିଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଝିଅ ତାଙ୍କର ସାଙ୍ଗ ମଦ ପିଉଥିବାର ଭିଡିଓ କରିଥିଲେ। ପରେ ସେ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଲେ। ଏହି ଭିଡିଓକୁ ଦେଖି ଲୋକମାନେ ଅନେକ ପ୍ରକାର କମେଣ୍ଟ ମଧ୍ୟ କରୁଛନ୍ତି।

ଭିଡିଓ ଦେଖନ୍ତୁ:-

ଏହି ଭିଡିଓକୁ ସୋସିଆଲ ମିଡିଆରେ କେହି ଜଣେ ସେୟାର କରିଦେଇଛନ୍ତି। ଏହି ଭିଡିଓକୁ ଅନେକ ଲୋକ ସେୟାର କରୁଛନ୍ତି ଓ ଏହା ସହ ଅନେକ କଥା ମଧ୍ୟ କହୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଆପଣ ଦେଖନ୍ତୁ। ଆପଣ ଦେଖିଲେ ଜାଣିପାରିବେ କେମିତି ହଷ୍ଟେଲରେ ରହୁଥିବା ଏହି ମହିଳାମାନେ କିପରି ହେଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button