ଓଡିଶା

ଖୁଡି ସହ ପୁତୁରାର ହେଲା ବାହାଘର, Video Viral

ସମାଜ ରେ ଏମିତି କିଛି ନିନ୍ଦନୀୟ କାର୍ଯ୍ୟ ଘଟୁଛି ଯାହା କେହି ଭାବି ନଥିବେ । ପ୍ରେମ ସମ୍ପର୍କ କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । କିଛି ଭଲ ଥିଲା ବେଳେ କିଛି ମନ୍ଦ ଘଟଣା ଘଟିଛି । ଏମିତି କିଛି ଲଯ୍ୟାଦାୟକ ଘଟଣା ଘଟୁଛି ଯାହା ଶୁଣିବାକୁ ବି ଖରାପ ଲାଗୁଛି । ଆପଣ ମାନେ ଜାଣିଥିବେ ପ୍ରେମ ସମ୍ପର୍କ ରେ ମଣିଷ ବହୁତ କିଛି କରିପାରେ । କିଛି ଭଲ ସହ କିଛି ଖରାପ ବି କରିଥାଏ….

ତେବେ ଆପଣ ମାନେ ଏମିତି କିଛି ଘଟଣା ଶୁଣିଥିବେ ଏବଂ ଜାଣିଥିବେ ନିଶ୍ଚୟ । ପ୍ରେମ କରିବା ଭୁଲ ନୁହେଁ, ହେଲେ କୌଣସି ସୀମା ପାର ହେବା ମଧ୍ୟ ଠିକ ନୁହେଁ,

ଆପଣ ମାନେ ଜାଣିଥିବେ ଖୁଡି ଙ୍କୁ ମା ଙ୍କ ସହ ସମାନ କରାଯାଏ । ଖୁଡ଼ି ଙ୍କୁ ମା ଭଳି ପୁତୁରା ,ଝିଆରୀ ମାନେ ଦେଖିଥାନ୍ତି । ମା ଙ୍କ ପରେ ଖୁଡି ନିଜ ପିଲା ଙ୍କ ପରି ପୁତୁରା ଝିଆରୀ ଙ୍କୁ ସ୍ନେହ କରିଥାନ୍ତି । ଏହା ବହୁତ ପବିତ୍ର ସମ୍ପର୍କ ହୋଇଥାଏ । ଆପଣ କେବେ ଖୁଡି ଏବଂ ପୁତୁରା ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଶୁଣିଛନ୍ତି କି । ଆଜ୍ଞା ହଁ ସେମିତି କିଛି ଅଭାବନୀୟ ଘଟଣା ଘଟିଛି ବିହାର ରେ । ତେବେ ଗୋଟେ ପରିବାର ରେ ଖୁଡି ଏବଂ ପୁତୁରା ଙ୍କ ମଧ୍ୟରେ ଖରାପ ସମ୍ପର୍କ ରହିଥିଲା ଯାହା କେହି ଜାଣି ନଥିଲେ । ଆଜିର ସମାଜ କୁ କିଛି ଜଣ ବହୁତ ଖରାପ କରୁଛନ୍ତି ଯାହାର ପ୍ରଭାବ ମଧ୍ୟ ବହୁତ ଖରାପ ହେଉଛି ।

ତେବେ ଏହି ଖୁଡି ପୁତୁରା ଙ୍କ ପ୍ରେମ ସମ୍ପର୍କ ଧୀରେ ଧୀରେ ସମସ୍ତେ ଜାଣିବାକୁ ପାଇଲେ ଏବଂ ଗୋଟେ ଦିନ ଦୁହିଁଙ୍କୁ ଏକାଠି ପରିବାର ତଥା ଗାଁ ର ଅନ୍ୟ ଲୋକମାନେ ଧରିଲେ ଏବଂ ଉଭୟ ଙ୍କ ବିବାହ ମଧ୍ୟ କରିଦେଲେ । ତେବେ ସେହି ମହିଳା ଙ୍କ ଜଣେ ସନ୍ତାନ ମଧ୍ୟ ରହିଛି । ଏହି ବିବାହ ର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି । ତେବେ ଏହିପରି ଲଜ୍ୟାଜନକ ଘଟଣା ସମାଜ ରେ ବହୁତ ଘଟୁଛି ଯାହା ଶୁଣିବାକୁ ମଧ୍ୟ ଖରାପ ଲାଗୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button