ଦେଶ ବିଦେଶ

କଲେଜ ଭିତରେ ପ୍ରେମ କରୁଥିବାର Video ନିଆଁ ପରି ହେଉଛି Viral

ଆପଣ ମାନେ ବିଭିନ୍ନ ପ୍ରକାର ଖବର ଜାଣୁଥିବେ ଯେଉଁଠି ଯୁବପିଢି ମାନେ ବହୁତ କିଛି କାର୍ଯ୍ୟ ରେ ନିଜକୁ ନିୟୋଜିତ କରି ଫସି ମଧ୍ୟ ଯାଉଛନ୍ତି । ଆଜିର ସମୟରେ ସବୁ କ୍ଷେତ୍ର ରେ ଠିକ ଭୁଲ ବିଚାର କରି କାର୍ଯ୍ୟ କରିବା ନିହାତି ଦରକାର । ଆପଣ ମାନେ ଏମିତି କିଛି କାର୍ଯ୍ୟ ଦେଖିଥିବେ ଯାହା ଭାବିବାକୁ ହିଁ ଖରାପ ଲାଗିଥାଏ । ଆଜିର ସୋସିଆଲ ମିଡ଼ିଆ ରେ ସବୁ ପ୍ରକାର ଘଟଣା ଭାଇରାଲ ହେଉଛି।

ଆପଣ ମାନେ ବିଭିନ୍ନ କଲେଜ ପିଲା ଙ୍କୁ ପାଠ ପଢ଼ାରେ ଅବହେଳା କରି ବିଭିନ୍ନ କାର୍ଯ୍ୟ ରେ ଲିପ୍ତ ଥିବା ଜାଣିଥିବେ । ବହୁତ ସମୟରେ ଏହି ଯୁବପିଢି ଙ୍କ କାର୍ଯ୍ୟ ସୋସିଆଲ ମିଡ଼ିଆ ରେ ପ୍ରଚାର ହେଇଥାଏ । ସେହିପରି କିଛି କଲେଜ ର ଛାତ୍ର ଛାତ୍ରୀ ପରସ୍ପର କୁ ପ୍ରେମ କରୁଥିବର ଭିଡ଼ିଓ ଏବେ ଚାରିଆଡେ଼ ଭାଇରାଲ ହେଉଛି । ଜଣେ ଛାତ୍ର ଛାତ୍ରୀ ଙ୍କୁ କଲେଜ ପଛ କୁ ନେଇ ନିଜ ପ୍ରେମ ନିବେଦନ କରୁଛନ୍ତି ଏବଂ ଯୁବତୀ ଙ୍କ ହାତରେ ରିଙ୍ଗ ପିନ୍ଧାଉଛନ୍ତି ।

କିଛି ପିଲା ଏହାର ଭିଡ଼ିଓ ମଧ୍ୟ କରୁଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ଯୁବପିଢି ପରସ୍ପର କୁ ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ହେଉଛି । ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବିପଦ ସାଜୁଛି । ତେବେ ପ୍ରେମ କରିବା ଭୁଲ ନୁହେଁ । ହେଲେ ନିଜ ପାଠ ପଢା ଏବଂ କ୍ୟାରିଅର କୁ ପଛକୁ ପକେଇବା ବି ଠିକ ନୁହେଁ । ପ୍ରଥମେ ନିଜ କ୍ୟାରିଅର କୁ ଧ୍ୟାନ ଦେବା ଉଚିତ । ତେବେ କିଛି ଯୁବପିଢି ପ୍ରେମ ରେ ପଡି ଭୁଲ ବାଟ କୁ ମଧ୍ୟ ଚାଲିଯାଉଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button