ଦେଶ ବିଦେଶ

ପ୍ରେମ କରୁଥିଲେ ସ୍ତ୍ରୀ ପ୍ରେମ ପ୍ରେମିକ ସହ ଦେଖନ୍ତୁ ଭିଡ଼ିଓ ହେଲା ଭାଇରାଲ

ଆପଣ ମାନେ ଦୁନିଆ ର ବିଭିନ୍ନ ବିଷୟ ସମ୍ପର୍କ ରେ ଶୁଣୁଥିବେ ଏବଂ ଜାଣୁଥିବେ । ଆପଣ ମାନଙ୍କ ଜୀବନରେ ମଧ୍ୟ ସେମିତି କିଛି ଘଟଣା ଘଟୁଥିବ ଯାହା ଆପଣ କେବେ ଆଶା କରି ନଥିବେ । ଆଜିର ସମୟରେ ପ୍ରେମ ସମ୍ପର୍କ କୁ ନେଇ ବିଭିନ୍ନ ଘଟଣା ଦୁର୍ଘଟଣା ହତ୍ୟା ଆତ୍ମହତ୍ୟା ଘଟି ଚାଲୁଛି । ପ୍ରେମ ପରି ପବିତ୍ର ସମ୍ପର୍କ କୁ କିଛି ଜଣ ମର୍ଯ୍ୟାଦା ହ୍ରାସ କରିଦେଉଛନ୍ତି ।

କୁହାଯାଏ ଯେତେବେଳେ ନାରୀ ବେଦୀ ରେ ବସି ଅଗ୍ନି ଙ୍କୁ ସାକ୍ଷୀ ରଖି ବିବାହ କରିଥାଏ ସେହି ମୁହୁର୍ତ୍ତ ରୁ ତାର ସ୍ୱାମୀ ସବୁକିଛି ହୋଇଥାଏ ଏବଂ ସାତ ଜନ୍ମ ର ସାଥି ହୋଇ ଦୁହେଁ ରହିଥାନ୍ତି । ଜୀବନର ପ୍ରତିଟି ମୁହୁର୍ତ୍ତ କୁ ନିଜ ମଧ୍ୟରେ ବାଣ୍ଟି ପ୍ରତି ପରିସ୍ଥିତି ରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ ଏବଂ ସକ୍ତି ଦେଇଥାଏ ।

ହେଲେ ଆଜିର ସମାଜରେ ଏମିତି କିଛି ଘଟଣା ଘଟୁଛି ଯାହା ଲଯ୍ୟାଦାୟକ ଅଟେ । ସେମିତି ଏକ ଘଟଣା ଉପରେ ଆସନ୍ତୁ ନଜର ଦେବା । ଜଣେ ମହିଳା ବିବାହ କରିସାରିବା ପରେ ମଧ୍ୟ ଅନ୍ୟ ଜଣେ ଯୁବକ ଙ୍କ ସହ ପ୍ରେମ ସମ୍ପର୍କ ରଖିଲେ । ଏମିତି କି ସ୍ୱାମୀ ନଥିବା ସମୟରେ ସେହି ଯୁବକ ଙ୍କୁ ଶାଶୁ ଘର କୁ ନିଜ ବେଡ଼ ରୁମ କୁ ଡକେଇ ଥିଲେ । ତେବେ ଶାଶୁଘର ଲୋକ ଏହି ଯୁବକ ଙ୍କ ସମ୍ପର୍କ ରେ କିଛି ବି ଜାଣି ନଥିଲେ ।

ତେବେ କିଛି ସମୟ ପରେ ଶାଶୁଘର ଲୋକ ଙ୍କୁ କିଛି ସନ୍ଦେହ ହେବାରୁ ସେମାନେ ବୋହୁ ରୁମ କୁ ଯାଇ ଡାକିଥିଲେ । ଏବଂ ବୋହୂ ଙ୍କୁ କବାଟ ଖୋଲିବାକୁ କହିଥିଲେ । କିଛି ସମୟ ପରେ ମହିଳା କବାଟ ଖୋଲିଲେ ଏବଂ ଅନ୍ୟ ଜଣେ ଯୁବକ ଙ୍କୁ ଦେଖି ମହିଳା ଙ୍କ ଶାଶୁ ଘର ଲୋକ ଙ୍କ ହୋସ ଉଡ଼ିଗଲା । ସେମାନେ ନିଜ ବୋହୂର ଏହିପରି କାର୍ଯ୍ୟ ଦେଖି ନିଶ୍ଚୟ ବଡ଼ ଆଘାତ ପାଇଥିବେ । ଆଜିର ସମୟରେ ଏହି ପରି କଳୁଷିତ ପ୍ରେମ ସମଗ୍ର ସମାଜ କୁ ଖରାପ ପ୍ରଭାବ ପକାଉଛି ନିଶ୍ଚୟ ,,

Related Articles

Leave a Reply

Your email address will not be published. Required fields are marked *

Back to top button