ଜୀବନଶୈଳୀ

ଜୀବନରେ ଖରାପ ସମୟ ଯାଇ ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ଗୁରୁତ୍ଵପୂର୍ଣ୍ଣ ସଂକେତ

ବନ୍ଧୁଗଣ ଆପଣ ମାନଙ୍କୁ ଏଭଳି କିଛି ସଂକେତ ବିଷୟରେ ଆଜି ଏଠାରେ କହିବାକୁ ଯାଉଛୁ । ଯେଉଁ ସଂକେତ ଯଦି ଆପଣ ମାନେ ମଧ୍ୟ ପାଉଛନ୍ତି । ତେଣୁ ଏଠାରେ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହିଁବୁ । ଆପଣଙ୍କ ଜୀବନରେ ବହୁତ ଶୀଘ୍ର ଖୁସିର ଦିନ ଆସିବାକୁ ଯାଉଛି । ବହୁତ ଶୀଘ୍ର ଲକ୍ଷପତି ବନିବାକୁ ଯାଉଛନ୍ତି। ତେବେ ସେହି ଶୁଭ ସଂକେତ ଗୁଡିକ କ’ଣ କ’ଣ ଆମେ ଆଜି ଆପଣଙ୍କୁ କହିବୁ । ଯାହାକୁ ପାଇଲା ମାତ୍ରେ ବ୍ୟକ୍ତି ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

1- ଯଦି କୌଣସି ଶୁଭ ଦିନ ଅର୍ଥାତ ପର୍ବପର୍ବାଣୀ ଭଳି ବିଶେଷ କୌଣସି ଦିନରେ ଆପଣଙ୍କୁ ଅଚାନକ ଭାବେ କିଛି ଟଙ୍କା ପ୍ରାପ୍ତ ହେଉଥାଏ । ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ରହିଛନ୍ତି । ତେବେ ଆଗାମୀ ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବାକୁ ଯାଉଛନ୍ତି ବୋଲି ଜାଣିରଖନ୍ତୁ ।

2- ସକାଳୁ ଉଠିବା ମାତ୍ରେ ମନ୍ଦିର କି ପୂଜା ଘରର ଘଣ୍ଟ, ଶଙ୍ଖ କି କିଛି ମଧୁର ଭଜନ ଶୁଣିବାକୁ ପାଇଥାନ୍ତି । ତେବେ ଏହା ବହୁତ ଭଲ ଶୁଭ ସଂକେତ ହୋଇଥାଏ । ଏହା ଆପଣଙ୍କ ଜୀବନରେ ଏକ ଭଲ ପରିବର୍ତ୍ତନ ଆଣି ଆସୁଛି ବୋଲି ଜାଣନ୍ତୁ ।

3- ଝିଣ୍ଟିକା ଏକ ସାମାନ୍ୟ କୀଟ ହୋଇଥିଲେ ମଧ୍ୟ ଏହା ମଧ୍ୟ ଶୁଭ ସୂଚକ ହୋଇଥାଏ । ଯଦି କୌଣସି ସ୍ଥାନରେ ଅଚାନକ ଭାବେ ଝିଣ୍ଟିକା ଦେଖିବାକୁ କି ତା’ ର ଶବ୍ଦ ଶୁଣିବାକୁ ପାଇଥାନ୍ତି । ତେବେ ଆପଣଙ୍କ ଜୀବନରେ ଚାଲିଥିବା ଖରାପ ସମୟ ସରିବାକୁ ଯାଉଛି ବୋଲି ଜାଣି ନିଅନ୍ତୁ ।

4- ଘୁଷୁରୀକୁ ଶାସ୍ତ୍ରରେ ଶୁଭ ବୋଲି ବିଚାର କରାଯାଇଥାଏ । ତେଣୁ ଯଦି କୌଣସି ସ୍ଥାନରେ ଘୁଷୁରୀକୁ ଦେଖିବାକୁ ପାଇଯାଇଥାନ୍ତି । ଅର୍ଥାତ ହଟାତ ଯଦି ଆପଣଙ୍କ ଆଖି ଆଗକୁ ଘୁଷୁରୀ ଆସିଯାଇଥାଏ । ତେବେ ଏହି ଦୃଶ୍ୟ ଆପଣଙ୍କ ପାଇଁ ଭଲ ଦୃଶ୍ୟ ହୋଇଥାଏ । ଆପଣଙ୍କ ଭାଗ୍ୟର ଚାବି ଖୋଲିବାକୁ ଯାଉଛି ।

5- ଡଲଫିନ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ତେଣୁ ତାହାକୁ ଦେଖି ବହୁତ ଲୋକ ଖୁସି ହୋଇଯାଇଥାନ୍ତି । ଏପରିକି ଡଲଫିନକୁ ମନୁଷ୍ୟର ବନ୍ଧୁ ବୋଲି ମଧ୍ୟ ବିଚାର କରାଯାଇଥାଏ । ତେବେ ଯଦି ଡଲଫିନ ସତସତିକିଆ କୌଣସି ଠାରେ ଦେଖିବାକୁ ପାଉଛନ୍ତି । ତେବେ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି ବୋଲି ଜାଣି ରଖନ୍ତୁ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟିଏ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ । ଏଥିସହ ଆଗକୁ ଆମ ସହ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button