ବିଚାର

ଶ୍ରାବଣ ମାସର ପ୍ରତି ଶନିବାରେ କରନ୍ତୁ ଏମିତି, ହେବନି ଧନର ଅଭାବ, ଦୂର ହେବ ସବୁ ସମସ୍ୟା

ଶ୍ରାବଣ ସୋମବାରର ବିଶେଷ ମହତ୍ୱ ରହିଥାଏ ସେହପରି ଶ୍ରାବଣ ଶନିବାରର ମଧ୍ୟ ବିଶେଷ ମହତ୍ୱ ରହିଛି। କୁହାଯାଏ ଯେଉଁ ବ୍ୟକ୍ତି ଶ୍ରାବଣରେ ପ୍ରତ୍ୟେକ ଶନିବାର ଶନିଦେବଙ୍କ ସହ ମହାଦେବଙ୍କୁ ପୂଜା କରନ୍ତି, ତାଙ୍କୁ ଶନି ଦୋଷରୁ ରକ୍ଷା ମିଳିଥାଏ।

ମୌସୁମୀ ଆରମ୍ଭ ହୋଇଯାଇଛି ଏବଂ ବର୍ତ୍ତମାନ ଚାରି ଆଡେ ସବୁଜିମା ଭରା ସୁନ୍ଦର ମାନରୋମ ଦୃଶ୍ୟ। ବର୍ଷା ଋତୁରେ ଶ୍ରାବଣ ମାସ ପଡିଥାଏ, 22 ଜୁଲାଇ 2024 ରୁ ଶ୍ରାବଣ ବାସ ଆରମ୍ଭ ହୋଇଥିବା। ଶ୍ରାବଣ ମାସ ଭଗବାନ ଶିବଙ୍କ ପାଇଁ ଉତ୍ସର୍ଗୀକୃତ ହେଲେ ଏହି ସମୟରେ ଶନି ମହାରାଜଙ୍କର ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ।

ବର୍ଷା ଋତୁରେ, ଆପଣ ଛୋଟ ପଦକ୍ଷେପ ସହିତ ଶନି ଦେବଙ୍କୁ ଖୁସି କରିପାରିବେ। ମାନ୍ୟତା ଅନୁସାରେ ଶନି ଦେବ ଭଗବାନ ଶିବଙ୍କ ଭକ୍ତ ଅଟନ୍ତି। ଜାଣନ୍ତୁ ଶନି ଦଶାର ଖରାପ ପ୍ରଭାବରୁ ବଂଚିବା ପାଇଁ ଶ୍ରାବଣ ଶନିବାର କରନ୍ତୁ ଏହି ଉପାୟ।

୧.ଶ୍ରାବଣ ପ୍ରତ୍ୟେକ ଶନିବାର ଶନି ମନ୍ଦିର ଜରୁର ଯାଆନ୍ତୁ।

୨.ଶନି ଦେବଙ୍କ ପ୍ରତିମା ଉପରେ ସୋରିସ ତେଲ ଚଢ଼ାନ୍ତୁ।

୩.ଓସ୍ତ ଗଛ ମୂଳେ ସନ୍ଧ୍ୟା ସମୟରେ ସୋରିସ ତେଲ ଦୀପ ଜଳାନ୍ତୁ।

୪.ଶ୍ରାବଣ ଶନିବାରରେ ଶିବଜୀଙ୍କୁ ବିଧି ବିଧାନରେ ପୂଜା କରନ୍ତୁ।

୫.ଶନି ଚାଲିଶା ସହ ଶିବ ଚାଳିଶା ମଧ୍ୟ ପଢ଼ନ୍ତୁ।

୬.ଶନିବାର ଶିବ ତାଣ୍ଡବ ସ୍ତ୍ରୋତ୍ର ପାଠ କରନ୍ତୁ।

୭.ଶ୍ରାବଣ ଶନିବାର ଛାୟା ପାତ୍ର ଦାନ କରନ୍ତୁ।

୮.ଶିବ ଲିଙ୍ଗଙ୍କୁ ଅଭିଶେକ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button