ଜୀବନଶୈଳୀ

କର୍ମ ବଡ ନା ଭାଗ୍ୟ ବଡ, କାହିଁକି ଖରାପ କର୍ମ କରି ବି ଲୋକ ଭଲରେ ଅଛନ୍ତି

ଆଜି ଆମେ କହିବା ପାଇଁ ଯାଉଛେ କି ଆମେ କେଉଁ ଭଳି ଭାବେ ନିଜ କର୍ମ ଦ୍ଵାରା ଫଳ ପାଇ ଥାଉ । ଆପଣ ମାନେ ପିଲା ବେଳୁ ଶୁଣି ଥିବେ କି କୁହାଯାଏ କି ଭଗବାନ ଆମ ସବୁ କାମର ହିସାବ ରଖି ଛନ୍ତି ଓ ଆମେ ଏହାକୁ ନେଇ ପରିଣାମ ପାଇ ଥାଉ । ଆଜି ଆମେ ଆପଣଙ୍କୁ କହିବା କି କର୍ମ ବଡ କି ଭାଗ୍ୟ ବଡ । ଏହା ସହ ଆପଣ ଏହା ମଧ୍ୟ ଜାଣିବା କୁ ପାଇବେ କି ଏହା କିଭଳି ଆମେ ବଦଳାଇ ପାରିବା ।

ଆଜି ଆମେ କହିବା ଏକ କାହାଣୀ ମାଧ୍ୟମରେ କି ଆପଣ ଏହାକୁ ସରଲ ଭାବେ ଜାଣି ପାରିବେ । ଆଜି ଆମେ କହିବା ପାଇଁ ଯାଉଥିବା ଏକ ସାଧାରଣ କଥା କୁ ଅନୁଭବ କରନ୍ତୁ ଯଦି ଏକ ଶଗଡ ଗାଡି ସିଧା ରାସ୍ତା ରେ ଯାଉଛି ତେବେ ଏହା ଉପରେ କିଛି ଲାଗି ନଥାଏ ।

ଯଦି ଏହା ମାଟି କାଦୁଅ ରାସ୍ତା ରେ ଯାଉଛି ତେବେ ଏହାର କିଛି ସମୟ ପରେ ଶଗଡ ରେ ଏହା ଲାଗି ଯାଇ ଥାଏ । କିଛି ସମୟ ପରେ ଆପଣ ଦେଖି ପାରିବେ କି ଏହା ଆପଣଙ୍କ ଉପରେ ମଧ୍ୟ ଛିଟା ପକାଇବା ଆରମ୍ଭ କାରୀ ଦେବ ।

ଦିନେ ଦୁଇ ବନ୍ଧୁ ଥିଲେ ଜଣେ ସଜନ ଥିଲେ ଓ ଆଉ ଜଣଙ୍କ ଖଳ ପ୍ରକୃତିର ବ୍ୟକ୍ତି ଥିଲେ । କିଛି ଦିନ ପରେ ସେମାନେ କିଛି କମ କରିବା ପାଇଁ ଏକ ଜାଗାକୁ ଯାଇ ଥିଲେ ଫେରିବା ବେଳେ ସେମାନେ ରାତି ହୋଇ ଯାଇଥିଲା । ଏହା ପରେ ସେମାନେ ଖୁବ ସାବଧାନ ର ସହ ଆସିକି ଗାଁ ପାଖା ପାଖି ରେ ପହଞ୍ଚିଲେ ହଟାତ ଜଣଙ୍କ ପାଦ ଏକ ପୁଟୁଳି ରେ ଲାଗି ଗଲା ।

ସେ କହିଲା କି ଏହା କଣ ଦେଖିବା ବେଳେ ଏହା ଏକ ସୁନା ପୂର୍ଣ୍ଣ ଧାନ ଥିଲା । ଏହାକୁ ନେବା ପାଇଁ ସାଧୁ ବ୍ୟକ୍ତି ମନା କରି ଦେଲା କିନ୍ତୁ ଏହାକୁ ଅସାଧୁ ବ୍ୟକ୍ତି ନେଇ ଯାଇ ଥିଲା । କିଛି ସମୟ ପରେ ଏହା ଦେଖୁ ଥିବା ଦେବତା ମାନେ କହିଇଲେ କି ଏହା ତ ଅନ୍ୟାୟ ହେଉଛି ସେ କେଉଁ ଭଳି ଏହାକୁ ନେଇ ଯାଇ ପାରିବ ।

ଏହା ତ ଅନ୍ୟାୟ ଭାଗବାନ ସେହି ସମୟରେ କହିଲେ କି ଯେଉଁ ବ୍ୟକ୍ତି ଟି ଭଲ କମ କରୁଛି ସେ ଆଗକୁ ଯାଇ ତାହାର ପରିଣାମ ପାଇବ କିନ୍ତୁ ସେ ଆଗ ଜନ୍ମ ରେ କିଛି ଭୁଲ କରିଥିଲା ଯାହା ପାଇଁ ତାକୁ ଏହା ଭୋଗ କରିବା ପାଇଁ ପଡୁଛି । ଏହା ପରେ ଏହା ଭି କହିଲେ କି ଅସାଧୁ ବ୍ୟକ୍ତି ଟି ଆଗରୁ ବହୁତ ପୁଣ୍ୟକାମ କରିଛି ଯାହା ପାଇଁ ସେ ତାର ସୁଫଳ ପାଉଛି କିନ୍ତୁ ସେ ଯେଉଁ ଖରାପ କାମ କରୁଛି ଏହା ପାଇଁ ନିଶ୍ଚିତ ଭାବେ ସେ ଖରାପ ପରିଣାମ ପାଇବ ।

Related Articles

Leave a Reply

Your email address will not be published. Required fields are marked *

Back to top button