Ration Card କୁ ନେଇ ସରକାର କଲେ ୩ଟି ବଡ ଘୋଷଣା, ସମସ୍ତଙ୍କୁ ମିଳିବ ଲାଭ, ଶୀଘ୍ର ଦେଖନ୍ତୁ ଖୁସି ଖବର

କିନ୍ତୁ ଆଜିକା ସମୟରେ ସେହିଭଳି ଶ୍ରେଣୀର ବୋଉତ୍ତ କମ ଲୋକ ଅଛନ୍ତି ଯୋଉମାନେ ରାସନ କାର୍ଡ ପାଇବା ପାଇଁ ହଗଦାର | ତେଣୁ ବୋଉତ ଲୋକଙ୍କର କାର୍ଡ ପାଇବା ପାଇଁ ତାକୁ ରିଜେଟ କରିଦିଆ ଯାଉଛି | ତବେ ଏବେ ସୁଧାବି ବୋଉତ ଲୋକ ଅଛନ୍ତି ରାସନ କାର୍ଡ ଦିନରୁ ଆପଲାଏ କରି ଅପେକ୍ଷା କରିକି ରହିଛନ୍ତି | ତାଙ୍କର ଆପ୍ଲିକେସନ କେବେ ଅପିବିଲ ହେବ ଆଉ ସେମାନେ ରାସନ କାର୍ଡର ହିତାଧିକାରୀ ହୋଇ ଲିଷ୍ଟରେ ସାମିଲ ହୋଇ ରାସନ କାର୍ଡରେ ଯାହାବି ସୁବିଧା ସୁଯୋଗ ମିଳୁଛି ତାହାର ଫାଇଦା ସେମାନେ ନେଇ ପାରିବେ | ତେବେ ଚାଲନ୍ତୁ ଯୋଉମାନେ ଆପଲାଏ କରିଛନ୍ତି ରାସନ କାର୍ଡ ପାଇଁ ସେମାନଙ୍କ ପାଇଁ ପ୍ରଥମେ କଣ ଅପଡେଟ ରହିଛି ତାହା ଦେଖିବା | ପ୍ରଥମ ଅପଡେଟ ରହିଛି | ରାସନ କାର୍ଡ ହିତା ଅଧିକାରୀଙ୍କର ଆଧାର ଯାଞ୍ଚ କରିବେ ସରକାର | ଆଉ ନୁଆଁ କାର୍ଡ ପାଇଁ ଆବେଦନ କରିଛନ୍ତି ୬. ୧୯ଲକ୍ଷ ପରିବାର | ତେବେ ଏ କଥା କିଏ କହିଛନ୍ତି ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚଦ୍ର ପାତ୍ର | ତାଙ୍କର ସୂଚନା କଣ ରହିଛି |
ତେବେ ସରକାର ଆରମ୍ଭ କରିଛନ୍ତି ଆଧାର ବେତ୍ତିତ୍ତ E-kyc ରାସନ କାର୍ଡରେ ଯାହା ଦ୍ଵାରା piemkisan ba kaliajojana ରେ ଯୋଉମାନେ ବାଛିଛନ୍ତି E-kyc ଦେଇକି ଫିଗର ପ୍ରିଣ୍ଟ କରୁଛନ୍ତି | ତେବେ ସେଥିପାଇଁ ବତ୍ତ ମାନ ସମୟରେ ସରକାର ଆରମ୍ଭ କରଛନ୍ତି କଣ ନାଁ ଆଧାର ବେତ୍ତିତ E-KYC ଆ ଦ୍ଵାରା ଯୋଉମାନେ ଡେଟ ହୌଇଯାଇଛନ୍ତି ସେମାନେ ବତ୍ତ ପଡିଯିବେ | ତା ସହିତ ଯୋଉମାନେ ନୁଁଆ କରି ଆପଲାଏ କରିଛନ୍ତି | ସେମାନଙ୍କୁ ରାସନ କାର୍ଡ ରେ ସାମିଲ କରାଯିବ | ଆଉ ବାପ ପୁଅ ଅଲଗା ରହୁଥିବେ ଏବଂ ଉଭୟ ଅଲଗା ରାସନ କାର୍ଡ ପାଇଁ ଆବେଦନ କରିଥିବେ ତାହାଲେ ସେମାନଙ୍କୁ ମଧ୍ୟ ଅଲଗା ଅଲଗା ରାସନ କାର୍ଡର ସୁବିଧା ସହଯୋଗ ଦିଆଯିବ | ଏବେ ଦେଖନ୍ତୁ ୩ ନଂବର ବଡ଼ ଘୋଷଣାଟି ଘରେ ବସି ଚାଉଳ ପାଇଁ ପାରିବେ ରାସନ କାର୍ଡ ହିତାଧିକାରୀ | ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ତେବେ ଯୋଉମାନଙ୍କ ପାଖରେ ରାସନ କାର୍ଡ ରହିଛି ନିଁଚିନ୍ତ ଭାବରେ ବଡ଼ ଖୁସିର ଖବର | କିନ୍ତୁ ଘରେ ବସି କୋଉମାନେ ରାସନ କାର୍ଡ ପାଇଁ ପାରିବେ ତାହା ଜାଣିବା ନିହାତି ଆବଶ୍ୟକ |
ଯୋଉମାନେ ବୟସ୍କ ଵଯୋଉମାନେ ବୃଦ୍ଧ ଵା ଅସହାୟ ଯାଇ ପାରୁନାନ୍ତି ଡିଲରଙ୍କ ପାଖକୁ ଵା ପଚାୟତରେ ଯୋଉଠି ଦିଆ ଯାଉଛି ରାସନ ସାମଗ୍ରୀ ସେଠି ସେମାନେ ପହଁଚି ପାରୁନାନ୍ତି ବୋଉତ ଲୋକ ଅଛନ୍ତି ଏମିତି ପହଁଚି ପାରୁନାନ୍ତି ବୋଲି ତାଙ୍କ ନାଁରେ ସୁବିଧା ସୁଯଗ ଆସୁଛି ସେମାନେ ତାର ବେଇଫ୍ଟସ ନେଇପାରୁନାନ୍ତି କି ଚାଉଳ ଆଣିପାରୁନାନ୍ତି | ସେ କ୍ଷେତ୍ରରେ ସରକାର କଣ ନିୟମ କରିଛନ୍ତି ନାଁ ତାଙ୍କର ଘରକୁ ଡିଲର ଵା ଜୀଏବି ଦଉଛନ୍ତି ରାସନ ସାମଗ୍ରୀ ବାଣ୍ଟୁଛନ୍ତି ତାଙ୍କର ଘରକୁ ଯିବେ ଯହେତୁ ବୟସ ଅଧିକ ହେଲାଣି ସିଏ ଆସିପାରୁଣାନ୍ତି ଘରକୁ ଯାଇ ତାଙ୍କର ଟିପଚୀନ ହୋଉ ଵା ଯାହାବି ପୋସିଜର ଥିବ ତାକୁ ଫିଲବ କରିବେ | ଆଉ ପ୍ରବତ୍ତି ସମୟରେ ସରକାର ସେହିଭଳି ବୃଦ୍ଧ ବୃଦ୍ଧାଙ୍କ ପାଇଁ ସୋଚନ୍ତ୍ର ଆପ୍ପ ମଧ୍ୟ ଆଣିବେ | କାହିଁକିନା ବୟସ ଅଧିକ ହେଇଗଲାକୁ ଫିଗର ପିଣ୍ଟ କାମ କରୁନି ଏବଂ ଘରେ ରାସନ ସାମଗ୍ରୀ ପହଂଚିଵା ନେଇକି ଘୋଷଣା ହେଇଛି | ଯୋଉଟାକି ଆପଣ ମାନେ ଜାଇବା ଦରକାର ପ୍ରତେକ ଗାଁ ରେ ବୃଦ୍ଧ ବୃଦ୍ଧା ଅଛନ୍ତି ଯୋଉଟାକି ଏହି ସୁବିଧାରେ ବଛିନ୍ତ ହୋଉଛନ୍ତି | ଏ ବାବଦରେ ଆପଣ ମାନେ ଜାଣିଲେ ଦିଲରକୁ ମଧ୍ୟ ଜଣେଇ ପାରିବେ ଯାହା ଦ୍ଵାରା ସେହି ଅସହୟ ଲୋକଟି ରାସନ ପାଇବାରୁ ଯେମିତି ନ ହୋଉ |



