ଜୀବନଶୈଳୀ

ପାଠ ପଢିବା ପରେ ମନେ ରହୁନି କି! ଜାଣନ୍ତୁ ପାଠକୁ ସହଜରେ ମନେ ରଖିବାର ୨ଟି ଜବରଦସ୍ତ ଉପାୟ

ସବୁ ବିଦ୍ୟାର୍ଥୀଙ୍କ ସହିତ ଏହି ଅସୁବିଧା ହୋଇଥାଏ କି ଆମେ ପୁରା ମନ ବନେଇ ବସିଥାଉ କି ୩ ଘଣ୍ଟାରେ ଏହି ୫ ଟି ଚାପ୍ଟର ସମ୍ପୂର୍ଣ୍ଣ କରିବାକୁ କିନ୍ତୁ ୧୦ ମିନିଟ୍ ପରେ ଆମ ମନ ଆଉ କୌଣସି ଦୁନିଆକୁ ଚାଲିଯାଇ ଥାଏ।ଆଉ ଆମ ହାତରେ ଯେଉଁ କଲମ କିମ୍ବା ପେନ୍ସିଲ୍ ଧରିଥାଉ ତା ସହିତ ଆମେ ଖେଲିଥାଉ।ଯେତେବେଳେ ଏହା ଆମ ହାତରୁ ପଡ଼ିଯାଏ ତେବେ ଆମକୁ ହୋସ ଆସିଥାଏ।ହେ ଭଗଵାନ ମୁଁ ତ କେବଳ

ସବୁ ବିଦ୍ୟାର୍ଥୀଙ୍କ ସହିତ ଏହି ଅସୁବିଧା ହୋଇଥାଏ କି ଆମେ ପୁରା ମନ ବନେଇ ବସିଥାଉ କି ୩ ଘଣ୍ଟାରେ ଏହି ୫ ଟି ଚାପ୍ଟର ସମ୍ପୂର୍ଣ୍ଣ କରିବାକୁ କିନ୍ତୁ ୧୦ ମିନିଟ୍ ପରେ ଆମ ମନ ଆଉ କୌଣସି ଦୁନିଆକୁ ଚାଲିଯାଇ ଥାଏ।ଆଉ ଆମ ହାତରେ ଯେଉଁ କଲମ କିମ୍ବା ପେନ୍ସିଲ୍ ଧରିଥାଉ ତା ସହିତ ଆମେ ଖେଲିଥାଉ।ଯେତେବେଳେ ଏହା ଆମ ହାତରୁ ପଡ଼ିଯାଏ ତେବେ ଆମକୁ ହୋସ ଆସିଥାଏ।ହେ ଭଗଵାନ ମୁଁ ତ କେବଳ ଏତିକି ହିଁ ପଢିଛି।କେମିତି ପାଠ ପଢାରେ ମନ ଲଗେଇବି ଏକଥା ମଧ୍ୟ ଭାବୁଥିବେ।ଆଜି ଆମ ଦୁଇଟି ଇଫ୍ରେକ୍ଟ୍ ବିଷୟରେ ଜାଣିବା ଆପଣଙ୍କୁ ଆପଣକୁ ଯେଉଁଟି ସହଜ ଲାଗିବ ତାକୁ ଆପଣ ପଢ଼ିବାର ୧୫ ମିନିଟ୍ ପୂର୍ବରୁ କରିବେ ଦେଖିବେ ନିଶ୍ଚୟ ଫାଇଦା ହେବ।

ପାଠ ପଢିବା ପରେ ମନେ ରହୁନି କି! ଜାଣନ୍ତୁ ପାଠକୁ ସହଜରେ ମନେ ରଖିବାର ୨ଟି ଜବରଦସ୍ତ ଉପାୟ

୧.ଏଥିପାଇଁ ଦରକାର ଗୋଟିଏ ଈଂଲିସ୍ ଖବର କାଗଜ ଏବଂ ଗୋଟେ କଲମ।ପେପର୍ ନୂଆ ହେଉ ବା ପୁରୁଣା ଆପଣ ଯେ କୌଣସି ଗୋଟେ ପୋର୍ ସନ୍ ବାଛନ୍ତୁ ଏବଂ ଏହାକୁ ପଢ଼ିବାକୁ ଷ୍ଟାର୍ଟ କରନ୍ତୁ ଆଉ ଯେବେ ବି ଗୋଟେ ଇଂରାଜୀ ଅକ୍ଷର e ଆସିବ ତାକୁ ଗୋଲ୍ କରିଦିଅନ୍ତୁ। ଏହାକୁ ଧ୍ୟାନରେ ବୁଝନ୍ତୁ କି ଯେଉଁଠି ବି e ଆସିବ ସବୁଠି ଗୋଲ୍ ବୁଲାନ୍ତୁ।e ଆମେ ଏଥିପାଇଁ ବାଛିଲୁ କାରଣ ଏହା ଅଧିକ ଶବ୍ଦରେ ଆସିଥାଏ। ଯଦି ଆପଣ ଆଉ କୌଣସି ଅଲ୍ଫବେଟ ଵାଛି ପାରିବେ। ଏହା ହିଁ ଗୋଟିଏ ଚାଲେଞ୍ଜ ମାଇଣ୍ଡ ର ଏକ୍ସ୍ ର ସାଇଜ୍ ପାଇଁ।

୨.ଆପଣ କୌଣସି ଏପରି ଗୀତ ବାଛନ୍ତୁ ଯେଉଁଥିରେ ବିଭିନ୍ନ ପ୍ରକାର ମିଉଜିକଲ୍ ଇନ ଷ୍ଟ୍ରୁ ମେଣ୍ଟ ଥିବ। ଯେପରିକି ତବଲା, ଗିଟାର,ପିଆନୋ ଆଦି। ଏବଂ ଏହି ଗୀତକୁ ଶୁଣି କୌଣସି ଗୋଟେ ଇନ ଷ୍ଟ୍ରୁ ମେଣ୍ଟ ଉପରେ ଫୋ କସ୍ କରନ୍ତୁ। ଯେପରିକି ତବେଲା ଏତେ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କୁ କେବଳ ଏହି ତାବେଲା ର ସ୍ୱର ଶୁଣା ଯିବ।

ଆଉ ଯେବେ ଆପଣ ସେହି ପଏଣ୍ଟ ରେ ପହଞ୍ଚିଯିବେ ସେତେବେଳେ ଜାଣିବେ ଯେ ଆପଣଙ୍କ କଂଶେନ୍ତ୍ରେସନ୍ ଲେବେଲ୍ ବଢି ଯାଇଛି। ଏବେ ଆପଣ ପାଠ ପଢ଼ିବା ଆରମ୍ଭ କରିପାରିବେ। ବାସ୍ ଏହାକୁ ଥରେ ଚେଷ୍ଟା କରି ଦେଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button