ସ୍ୱାସ୍ଥ୍ୟ

କୁକୁଡ଼ା ଚାଷ କରି ଲକ୍ଷପତି

ହାଇ ଫାଇ ଟେକ୍ନୋଲୋଜିରେ ବ୍ରଏଲର ଫାର୍ମିଂ। ନା ଅଛି ପରିବେଶ ପ୍ରଦୂଷଣର ଅଭିଯୋଗ ନା ଅଛି ଦୁର୍ଗନ୍ଧମୟ ପରିବେଶ। ଚକାଚକ ବାତାବରଣରେ ହେଉଛି କୁକୁଡ଼ା ଚାଷ। ଆଉ ଏହି ଚାଷ ଦେଉଛି ଲକ୍ଷ ଲକ୍ଷ ଟଙ୍କାର ରୋଜଗାର। ପାଖାପାଖି 20 ଜଣଙ୍କ ପେଟ ପୋଷି ହେଉଛି ଏହି ଫାର୍ମିଂରୁ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏବେ ଆରମ୍ଭ ହୋଇଛି ଇସି ଫାର୍ମିଙ୍ଗ ବା ଏନର୍ଭାମେଣ୍ଟାଲ କଣ୍ଟ୍ରୋଲ ଫାର୍ମିଙ୍ଗ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button