ଶରୀରୀର ଏହି ଦୁଇ ଅଙ୍ଗରେ କେବେବି ଲଗାନ୍ତୁ ନାହିଁ ସାବୁନ, ନଚେତ ସାରା ଜୀବନ ପସ୍ତେଇବାକୁ ପଡିବ

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ । ଆଜି କା ସମୟରେ ସମସ୍ତେ ସଫା ସୁତୁରା ରହିବାକୁ ବହୁତ ପସନ୍ଦ କରୁଛନ୍ତି । ତେବେ ଏହି ସାଫା ସୁତୁରା ରହିବା ଶରୀର ପାଇଁ ଯେତିକି ଭଲ ଶରୀରକୁ ସଫା କରିବା ପାଇଁ ବ୍ୟବହାର କରାଯାଉଥିବା ସାବୁନ ସ୍ୱାସ୍ଥ୍ୟ ପାଇଁ ସେତିକି ଖରାପ । ଆଜି ଆମେ ଆପଣଙ୍କୁ କହିବୁ ଶରୀରର କେଉଁ ଅଙ୍ଗରେ ସାବୁନ ମାରିବା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ । ସଂସାରରେ ଲୋକ ବହୁତ କିଛି କରି ଯାଆନ୍ତି । ସେଥିମଧ୍ୟରୁ କିଛି ଠିକ କାମ ଥାଏ ତ କିଛି ଭୁଲ କାମ ଥାଏ । ଏହି ସବୁ ଭୁଲ କାର୍ଯ୍ୟ ପାଇଁ ମଣିଷ ପରବର୍ତ୍ତୀ ସମୟରେ ବହୁତ ପସ୍ତାଏ ମଧ୍ୟ ।
ତେଣୁ ଯେତେବେଳେ ବି ଆପଣ ନିଜ ଶରୀରରେ ସାବୁନ ଲଗାଉଛନ୍ତି ଭୁଲରେ ବି ଗୁପ୍ତାଙ୍ଗରେ ସାବୁନ ଲଗାଇବେ ନାହିଁ ନଚେତ ବିଭିନ୍ନ ରୋଗରେ ପୀଡିତ ହୋଇଯିବେ । ଯଦି ଆପଣ ମାନେ ଏହା ଜାଣି ନଥିଲେ ତେବେ ଆଜିଠୁ ହିଁ ଏହି କଥାକୁ ମନି ନିଜର ଗୁପ୍ତାଙ୍ଗରେ ସାବୁନ ଲଗାଇବା ବନ୍ଦ କରି ଦିଅନ୍ତୁ । ଆସା କରୁଛୁ ଆପଣ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଟିକୁ ନିଶ୍ଚିତ ମାନିବେ ।