ଜଣେ ଯୁବକ କୁକୁରକୁ ଧର୍ଷଣ କରି ଫେରାର –
ହେଲ୍ଲୋ ଫ୍ରେଣ୍ଡ୍ସ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ସବୁଦିନ ଭଳି ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ରୋମାଞ୍ଚ କାରୀ ଘଟଣା । ଯାହା ପଢିବା ପରେ ଆପଣଙ୍କର ବିଶ୍ବାସ ହେବନି ଯେ ମଣିଷ ଏମିତି ବି କରିପାରେ ବୋଲି । ଆପଣମାନେ ତ ଜାଣିଛନ୍ତି ବର୍ତ୍ତମାନ କଳିଯୁଗ ଚାଲିଛି । ଏହି ଯୁଗରେ ମନୁଷ୍ୟ ଭିତରେ ଆଉ ମାନବିକତା ନାହିଁ । ମଣିଷର ଚିନ୍ତାଧାରା ଏତେ ତଳକୁ ଖସିଗଲାଣି ଯେ ଆପଣ କଳ୍ପନା ବି କରି ପରିବେନି । ଏତେ ଜଘନ୍ୟ ହେଲାଣି ଲୋକଙ୍କ ଚିନ୍ତା ଧାରା । ଆଜିକାଲିର ଯୁବ ପିଢୀ ଏତେ ଘୃଣ୍ୟ ଚିନ୍ତାଧାରାର ହେଲେଣି ଯେ ସେମାନେ କାହାକୁ ବି ଭଲ ଦୃଷ୍ଟିରେ ଦେଖୁ ନାହାନ୍ତି ।
ଏହି ଯୁବକ ଜଣଙ୍କ କେଉଁ ଧାତୁରେ ଗାଢା କେବଳ ଭଗବାନଙ୍କୁ ଜଣା । ସେ ଗୋଟେ ଛୋଟ କୁକୁର ଛୁଆକୁ ଏଭଳିଭାବେ ଧର୍ଷଣ କରି ନିଜ ନାମକୁ ସତେ ଯେମିତି ୱୋର୍ଲ୍ଡ ରେକର୍ଡରେ ସ୍ଥାନ ଦେବେ ବୋଲି ଭାବି ଛନ୍ତି । ତେବେ ଚଲାନ୍ତୁ ଜାଣିବା ଏହି ଘଟଣା କେଉଁଠି ହୋଇଛି ଓ ସେହି ବ୍ୟକ୍ତି ଜଣଙ୍କ କିଏ ? ଚେନ୍ନାଇରେ ରହୁଥିବା ଓ୍ବାରସୀ ନାମକ ମହିଳା ଗୋଟେ ଛୋଟ କୁକୁର ପାଳିଥିଲେ । ଦିନେ ସେ କିଛି କାମରେ ବାହାରକୁ ଯାଇଥିଲେ ଓ ସେ କୁକୁର ଛୁଆଟିକୁ ଅଗଣାରେ ବାନ୍ଧି ଦେଇଯାଇଥିଲେ । କିନ୍ତୁ ସେ ଯେବେ ଏରିଲେ ଦେଖିଲେ କି କେହି ଜେନ ତାକୁ ଧରି ତା ସହ ଦୁଷ୍କର୍ମ କରିବାରେ ଲାଗିଛି । ସେ ବଡ ପାଟି କରି କିଏ କିଏ କହିବାରୁ ସେହି ଯୁବକ ଜଣଙ୍କ ଦୌଡିପଳାଇଲେ । ଏହା ପରେ ସେହି ମହିଳା ଜଣଙ୍କ ସେ ଯୁବକ ନାମରେ ପୁଲିସ ରେ ଏତଲା ଦେଇଛନ୍ତି ଓ ପୁଲିସ ଏବେ ସେହି ଯୁବକକୁ ଖୋଜୁଛି । ଏବଂ ଖୁବ ଶୀଘ୍ର ସେ ଅପରାଧୀକୁ ଧରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।