ଏହି ବଲୀଉଡ ଅଭିନେତ୍ରୀମାନେ ଦେଖିବାକୁ ଅବିକଳ ନିଜ ମାଙ୍କ ପରି –

ପୁଣି ଏକ ମୋନରଞ୍ଜନ ଧର୍ମୀ ଖବର ନେଇ ଆସିଛୁ ଆମେ ଆପଣଙ୍କ ପାଇଁ । ମା’ ଏହି ଶବ୍ଦ ହେଉଛି ଦୁନିଆର ଏଭଳି ଶବ୍ଦ ଯାହା ଆଗରେ ବାକି ସବୁ ଫିକା ଲାଗେ । ମା ବୋଲି ଠାରେ ଡାକିଦେଲେ ଗୋଟେ ମାଆ ର ମନରେ ଏତେ ଖୁସି ଖେଳିଯାଏ ତାହା ଶବ୍ଦରେ କହିବା କଷ୍ଟ । ଗୋଟେ ଛୁଆ ପାଇଁ ତା ମା’ ହିଁ ତାର ସାରା ଦୁନିଆ । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ସେ ଗୋଟେ ହିଁ ବ୍ୟକ୍ତି ନିଜେ ନିଜ ସନ୍ତାନକୁ ବିନା କିଛି ସ୍ଵାର୍ଥରେ ଭଲ ପାଇବା ଦେଇଥାଏ । ପ୍ରତ୍ୟକ ପିଲାର ପ୍ରଥମ ବନ୍ଧୁ, ଶିକ୍ଷକ ଓ ପଥ ଦର୍ଶକ ହେଉଛି ମା’ । କୁହାଯାଏ ଗୋଟେ ଝିଅ ବ୍ଯତୀତ ଅନ୍ୟ କେହି ବି ଗୋଟେ ମା’ ର ମନ କଥା ବୁଝିପାରିବେନି ।
ତେବେ ସେହି ଭଳି କିଛି ମା ଝିଅଙ୍କ ଯୋଡି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ବଲୀଉଡ ଇଣ୍ଡସ୍ଟ୍ରିରେ ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଦେଖିବାକୁ ଅବିକଳ ତାଙ୍କ ମାଙ୍କ ଭଳି । ଯିଏ ଦେଖିବେ କହିବେ ମା’ ଝିଅ ନୁହେଁ ଏମାନେ ଯାଁଳା ଭଉଣୀ । ସେହିଭଳି କିଛି ମାଆ ଝିଅଙ୍କ ବିଷୟରେ ଆସନ୍ତୁ ଜାଣିବା ଯିଏ ଦେଖିବାକୁ ପୁରା ଏକା ଭଳି । ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କିଏ ମାଆ ଓ କିଏ ଝିଅ ।