ଏହି ସବୁ ଅଭିନେତ୍ରୀମାନେ ଅନ୍ତବସ୍ତ୍ର ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ- ସର୍ବସାଧାରଣ ସ୍ଥାନରେ ଲୋକହସା ହେଲେଣି ଏହିସବୁ ଅଭିନେତ୍ରୀ,

, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କିଛି ବଲୀଉଡ ଅଭିନେତ୍ରୀଙ୍କ ବିଷୟରେ କିଛି ଖାସ କହିବାକୁ ଯାଉଛୁ । ଆପଣମାନେ ତ ଜାଣିଥିବେ ବଲୀଉଡ ରେ ଅଭିନେତା ହୁଅନ୍ତୁ କି ଅଭିନେରୀ ଏମାନେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି , ସେଥିପାଇଁ ସେମାନେ ଜାଣି ଜାଣି ଏମିତି ବହୁତ କମ କରତି ଯାହା ଫଳରେ ସେମାନେ ଯେମିତି ମିଡିଆ ନଜରକୁ ଆସିବେ । ତେବେ କିଛି ଏଭଳି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ସର୍ବସାଧାରଣ ସ୍ଥାନରେ ବହୁତ ଅପଦସ୍ତ ହେଲେଣି ତାହା ବି ଏକ ସାଧାରଣ କରାନ ପାଇଁ । ଆପଣମାନେ ତ ଜଣାଇଥିବେ ଅଭିନେତ୍ରୀ ମାନେ ନୂଆ ନୂଆ ଷ୍ଟାଇଲିଶ ଡ୍ରେସ ପିନ୍ଧିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଅଣ୍ଡର ଗାର୍ମେଣ୍ଟ ପିନ୍ଧିବା ଏମାନଙ୍କୁ ପସନ୍ଦ ନୁହେଁ । ନଚେତ ଏମାନେ ବୋଧେ ଭୁଲିଯାନ୍ତି ।
ସେହିଭଳି ଆହୁରି ଅନେକ ଅଭିନେତ୍ରୀ ମଧ୍ୟ ଅଛନ୍ତି, ସେମାନେ ହେଲେ ଆଲିଆ, ତନିଷା ମୁଖାର୍ଜୀ, ସୁସ୍ମିତା ସେନ୍ ଓ କଙ୍ଗନା ରଣାୱତ ଆଦି ବଡ ବଡ ଅଭିନେତ୍ରୀମାନେ ମଧ୍ୟ ଏହି ଲିଷ୍ଟ ରେ ସାମିଲ ଅଛନ୍ତି । ଏମାନେ ବହୁତ ଥର ଏମିତି ବିନା ଅଣ୍ଡରଗାର୍ମେଣ୍ଟ ରେ ଅନେକ ପାର୍ଟି ବା ଫଙ୍କଶନ କୁ ଯାଇ ଅପଦସ୍ତ ହେଲେଣି । ଏ ସମସ୍ତଙ୍କୁ କୌଣସି ନା କୌଣସି କାର୍ଯ୍ୟକର୍ମ ରେ ବହୁତ ବୀନା ଅଣ୍ଡରଗାର୍ମେଣ୍ଟ ଦେଖିବାକୁ ମିଳିଛି । ତେବେ ଏ ହେଉଛି ସେମାନଙ୍କର କିଛି ଫୋଟୋ ।



