ବିଦେଶୀ ଝିଅମାନେ କାହିଁକି ଚାହାନ୍ତି ଭାରତୀୟ ପୁଅମାନଙ୍କୁ ବିବାହ କରିବା ପାଇଁ ?

ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ତେବେ ଆଜି ଆମେ ଆପଣଙ୍କୁ କହିବୁ କାହିଁକି ବିଦେଶୀ ଝିଅ ମାନେ ଆମ ଭାରତୀୟ ପୁଆ ମାନଙ୍କୁ ଅଧିକା ପସନ୍ଦ କରନ୍ତି । ସବୁ ଦେଶର ନିଜ ନିଜ ର ସଂସ୍କୃତି ଅଛି । ଭାରତ ପରି ଭଲ ସଂସ୍କୃତି ବୋଧେ ଆଉ କୌଣସି ଦେଶରେ ନାହିଁ । ବାହର ଦେଶର ଝିଅ ପିଲାମାନେ ଏହା ଜାଣନ୍ତି କି ଭାରତ ଏକ ସାଂସ୍କୃତିକ ଦେଶ ଅଟେ, ଯେଉଁଠାରେ ସଂସ୍କାର ଏବଂ ମାନ ସମ୍ମାନ କୁ ବହୁତ ଭଲ ଦେଖା ଯାଏ । ସେଥିପାଇଁ ଏବେ ବେସି ବିଦେଶୀ ମହିଳା ଭାରତୀୟ ପୁଅମାନଙ୍କ ସହ ବାହାଘର କରିବା ପାଇଁ ଉଚିତ ମନେ କରୁଛନ୍ତି ।
ଆଜିକାଲି ସମୟରେ ବିଦେଶରେ ମାନ ମର୍ଯ୍ୟାଦା ର କୌଣସି ସେମିତି ମହତ୍ଵ ନାହିଁ, ଏଥିପାଇଁ ବିଦେଶୀ ମହିଳା ବାହାହେବା ପୂର୍ବରୁ ସବୁ କାମ କରି ଦେଉଛନ୍ତି, ଯେଉଁ କାମକୁ ଭାରତୀୟ ସ୍ତ୍ରୀ ଲୋକମାନେ ବାହା ହେବାପରେ କରିବା ପାଇଁ ଠିକ ବୋଲି ଭାବନ୍ତି । ସେମାନେ ଭାବନ୍ତି କି ବାହାଘର ଏକ ବେକାର କାମ ଅଟେ, ସେଥିପାଇଁ ଯେଉଁ କାମ ବାହାଘର ପରେ ହୁଏ ସେମାନେ ସେ ସବୁ କାମ ବାହାଘର ଆଗରୁ କରିଦିଅନ୍ତି ।
ବିଦେଶୀ ମହିଳା ମାନେ ଏହା ଭଲ ଭାବରେ ଜାଣନ୍ତି କି ଭାରତୀୟ ଯୁବକ ନିଜ ବାହାଘର ପରେ ସ୍ତ୍ରୀ କୁ ଧୋକା ଦିଅନ୍ତି ନାହିଁ ଏବଂ ଏହି କଥା ସେମାନଙ୍କୁ ଭଲ ଲାଗେ । ବାହା କରିବା ପରେ ତାଙ୍କୁ ଅନ୍ୟ ଜଣଙ୍କ ଘରେ ଆଉ ଏକ ପରିବାର ମିଳେ । ଯାହାଦ୍ୱାରା ସେମାନଙ୍କ ଜୀବନରେ ଖୁସିର ଲହରୀ ଖେଳି ଯାଏ