ଓଡିଶା

ଏଭଳି କରନାମା କେବଳ ଭାରତରେ ହିଁ ଦେଖିବାକୁ ମିଳିବ…. ଆହୁରି କର ଋଲ୍ସ !

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ମଜାଦାର ଘଟଣା ବିଷୟରେ କହିବାକୁ ଯାଉଛୁ । ଯାହା ଭାରତୀୟ ଲୋକ ମାନେ ଜାଣତରେ ଓ ଅଜାଣତରେ କରିଛନ୍ତି । ଦିଲ୍ଲୀ ମେଟ୍ରୋଭ ଳି ଭାରତୀୟ ରେଳ ମଧ୍ୟ ଆଜିକାଲି ଋଲ୍ସ ବନାଇବାରେ ବହୁତ ମାହିର ହୋଇ ଗଲାଣି । ଟ୍ରେନରେ ଯିବା ସମୟରେ କିଛି ଝିଅ ମାନେ ଅଜବ ପ୍ରକାରର ଡ୍ୟାନ୍ସ ର ପୋଜ କରି ଋଲ୍ସ ବନାଉଛନ୍ତି ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

କିନ୍ତୁ ପୋଲିସ ମଧ୍ୟ ଆଜିକାଲି ଚୁପ ରହୁ ନାହିଁ । ଯେମିତି ଅନ୍ୟ ଜଣେ ଝିଅ ଟି ରାସ୍ତା ଉପରେ ଋଲ୍ସ କରିବାକୁ ଆରମ୍ଭ କରିଲା ସେତେବେଳେ ମହିଳା ପୋଲିସ କନେଷ୍ଟବଳ ଜଣକ ଆସି ତାଙ୍କୁ ତୁରନ୍ତ ଧରିଥିଲେ । ଆଉ ବିଚାର ଯୁବତୀ ଜଣକ ଋଲ୍ସ କରିବାର ସ୍ଵପ୍ନ ସ୍ଵପ୍ନ ରେ ହିଁ ରହିଗଲା ।

ଭାରତୀୟ ପରିବା ବାଲା ମାନେ ପରିବା କୁ ତାଜା ରଖିବା ପାଇଁ ଯେଉଁ ଉପାୟ ବାହାର କରିଥାନ୍ତି ତାହାକୁ ଯିଏ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ରାତିରେ ନାଲି ରଙ୍ଗର ଲାଇଟ ଲଗାଇ ପରିବାର ଉପରେ ପକାଇ ଦେଉଛନ୍ତି । ଯାହା ଫଳରେ ଯେବେ ଗ୍ରାହକ ପରିବା କିଣିବାକୁ ଆସିବେ ସେମାନେ ଭାବିବେ ପାରିବା ପୁରା ତାଜା ଅଛି । କିନ୍ତୁ ସତ କଣ ତାହା ତ ଘରକୁ ଆସିବା ପରେ ସାମ୍ନା କୁ ଆସିବ । ସତରେ ଭାରତୀୟ ପରିବା ବାଲା ଏଭଳି ବି ଉପାୟ ବାହାର କରି ପାରନ୍ତି ଯାହାର ନଜାରା ଏହି ଭିଡିଓ ରେ ଦ୍ରୁଶ୍ଯ ହେଉଛି ।

ମହାରାଷ୍ଟ୍ର ର କୋଲହାପୁରା ରେ 20 ଫେବ୍ରୁଆରି 2023 ରେ ଏମିତି ଏକ ଦ୍ରୁଶ୍ଯ ଦେଖା ଯାଇଥିଲା କି ଯେବେ ହାଇୱେ ରେ ଏକ କୋଲଡ୍ରିଂକ୍ସ ଭରା ଟ୍ରକ ଟି ପଲଟି ଯାଇଥିଲା । ସେତେବେଳେ ଲୋକ ମାନେ ପୋଲିସ କୁ ଖବର ନ ଦେଇ ନିଜ ପାଇଁ କୋଲଡ୍ରିଂକ୍ସ ପାଇଁ ଚୋରୀ କରିବାରେ ଲାଗି ପଡିଲେ ।

ଯେବେ କୋରୋନା ମହାମାରୀ ସମୟରେ ଲକ ଡାଉନ ଚାଲିଥିଲା ଆଉ ସେହି ସମୟରେ ଟ୍ରାକ ରେ ଟ୍ରେନ ଟି ଅଟକି ଯାଇଥିଲା । ଆଉ ଏହା ଦେଖି ଟ୍ରେନର ଥିବା ଯାତ୍ରୀଙ୍କ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଖାଦ୍ୟ ଓ ପାଣି ର ଯୋଗାଡ ରେ ଲାଗିଗଲେ । ପୋଲିସ ସେମାନଙ୍କୁ ହଟାଉଥିଲେ ମଧ୍ୟ ସେମାନେ ସାହାର୍ଯ୍ୟ କରିବାକୁ ଆସିଥିଲେ । ସେହି ସମୟରେ ସେମାନେ କୋରୋନା ର  ଭୟ ଛାଡି ଯାତ୍ରୀ ମାନଙ୍କୁ ସାହାର୍ଯ୍ୟ କରିବାକୁ ବାହରି ପଡିଥିଲେ । ଏହି ଭିଡିଓ ରୁ ଏହା ସ୍ପଷ୍ଟ ହେଉଛି କି ଆଜି ବି ମଣିଷ ପଣିଆ ବଞ୍ଚି ରହିଛି ଭାରତୀୟ ଙ୍କ ମନରେ ।

ମେ 2023 ରେ ଦିଲ୍ଲୀ ର ମେଟ୍ରୋ ଭିତରେ ଜଣେ କପଲ ଙ୍କର ଭିଡିଓ ରେକର୍ଡ କରା ଯାଇଥିଲା । ଏହି ଭିଡିଓ ରେ ଜଣେ ଯୁବତୀ ତାଙ୍କ ପ୍ରେମିକ ସହ ପବ୍ଲିକ ପ୍ଲେସ ରେ ବସି ରୋମାନ୍ସ କରିବାରେ ଲାଗି ପଡିଥିଲେ । ଯାହାର ଭିଡିଓ ବହୁଳ ମାତ୍ର ରେ ଭାଇରାଲ ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button