ଦେଶ ବିଦେଶ

ପେଟ୍ରୋଲ ପମ୍ପ ଦେଲା ବିକିନି ପିନ୍ଧି ଆସିଲେ ଫ୍ରି ପେଟ୍ରୋଲ ଦେବାର ଅଫର – ଆଉ ତା ପରେ

ଟିକେ ଭାବନ୍ତୁ ଯଦି ଆପଣ ପେଟ୍ରୋଲ ଭର୍ତ୍ତି ପାଇଁ ଯାଇଛନ୍ତି ଓ ଆପଣଙ୍କୁ କିଛି ଗ୍ରାହକମାନେ ବିକିନି ରେ ଦେଖା ଯିବେ, ସେ ବି ପୁରୁଷ । ଭାରତ ରେ ଆପଣ ଏମିତି ଦେଖିବାକୁ ପାଇବେନି କିନ୍ତୁ ରୁଷ ରେ ଗତ କିଛି ଦିନ ତଳେ ଏହି ନଯାରା ସାମାନ୍ୟ ଥିଲା । ରୁଷ ର ସମାରା ରେ ଗୋଟେ ପେଟ୍ରୋଲ ପମ୍ପ ରେ ଲୋକ ଯାହା ଦେଖିଲେ ତାହା ଲୋକଙ୍କୁ ଆଚମ୍ଭିତ କରି ଦେଲା ।

ଏଠାରେ ପୁରୁଷ ବିକିନ ଓ ହାଇ ହିଲ୍ସ ରେ ଦେଖା ଯାଉଥିଲେ । ଯେତେବେଳେ ତଦନ୍ତ ହେଲା ତା ପରେ ଜଣା ପଡିଲା ଏସବୁ ପେଟ୍ରୋଲ ପମ୍ପ ଅଫର ପାଇଁ ହୋଇ ଥିଲା ।

ସମସ୍ତେ ହୋଇଲେ ଆଶ୍ଚର୍ଯ୍ୟ :

ସମାରା ର ଓଲ୍ୱି ଗ୍ୟାସ ଷ୍ଟେସନ ଉପରେ ଗତ କିଛି ଦିନ ଧରି ଯିଏ ବି ପେଟ୍ରୋଲ ନବା ପାଇଁ ଯାଉଥିଲା ତା ମୁଣ୍ଡ କାମ କରୁ ନଥିଲା, ପେଟ୍ରୋଲ ଅଫର ପାଇଁ ପୁରୁଷ ଲୋକ ବିକିନି ରେ ଫ୍ରି ପେଟ୍ରୋଲ ନବା ପାଇଁ ଆସୁଥିଲେ । ପ୍ରଥମେ ପେଟ୍ରୋଲ ପମ୍ପ ମାଲିକକୁ ବି ବିଶ୍ଵାସ ହେଲାନି କି ଲୋକ ସତେରେ ବିକିନି ପିନ୍ଧି ଆସିଛନ୍ତି କିନ୍ତୁ ଲୋକଙ୍କ ବଢୁଥିବା ସଂଖ୍ୟା ଦେଖି ତା ମୁଣ୍ଡ ବିନ୍ଧିବା ଆରମ୍ଭ ହେଲା ।

 

ତିନି ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିଲା ଭିଡ :

ଯେଉଁ ଲୋକ ଏହି ଉପାୟ ବାହାର କରିଥିବ ସେ ବି କେବେ ଭାବି ନଥିବେ କି ପୁରୁଷ ଲୋକ ବି ଫ୍ରି ପେଟ୍ରୋଲ ପାଇଁ ବିକିନି ପିନ୍ଧି ଆସିବେ ବୋଲି, ଅଫର ମାତ୍ର ତିନି ଘଣ୍ଟା ପାଇଁ ଥିଲା କିନ୍ତୁ ଏହା ପାଇଁ ପେଟ୍ରୋଲ ପମ୍ପ ପବ୍ଲିସିଟି ପାଇଲେ । ତିନି ଘଣ୍ଟା ପର୍ଯ୍ୟନ୍ତ ଭିଡ ବହୁତ ରହିଲା, ପୁରୁଷମାନେ ରଙ୍ଗ ବିରଙ୍ଗ ବିକିନି ରେ ଦେଖା ଗଲେ, କେବଳ ଏତିକି ନୁହଁ ଫ୍ରି ପେଟ୍ରୋଲ ପାଇଁ ପୁରୁଷ ଲାଇନ ରେ ମଧ୍ୟ ଲାଗିଲେ ।

 

ସୋଶିଅଲ ମିଡିଆ ଉପରେ ଭାୟରଲ :

ଏହି ଭିଡିଓ ସୋଶିଅଲ ମିଡିଆ ଉପରେ ଭାୟରଲ ହୋଇଛି, କିଛି ଲୋକ ଆରମ୍ଭ ରେ ଏହି ଅଫର ବିଷୟରେ ଲୋକ ବହୁତ କଥା ହେଲେ ଏବଂ ମଜା ମଧ୍ୟ କଲେ । ପୁରୁଷ ନିଜେ ଏହି କଥା ଓ ନିଜ ଲୁକ ଦେଖି ନିଜ ହସ ସମ୍ଭାଳି ପାରିଲେନି । ସମାରା, ରୁସ ର ଦକ୍ଷିଣ ପଶ୍ଚିମ ଭାଗରେ ପଡୁଥିବା ସହର ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button