ସ୍ୱାସ୍ଥ୍ୟ

ଗର୍ଭବତୀ ହବା ପାଇଁ ୧୦ଟି ସହଜ ଉପାୟ-

ସଠିକ ସମୟରେ ଗର୍ଭ ଧାରଣ ନହେଲେ ସମସ୍ତଙ୍କ ପାଇଁ ବହୁତ ବଡ ଅସୁବିଧା ହୋଇ ଥାଏ, ବିବାହ ପରେ ଘର ଲୋକ ଏବଂ ସ୍ଵାମୀ ସ୍ତ୍ରୀ ସମସ୍ତଙ୍କୁ ଛୁଆ ଆଶା ହୋଇ ଥାଏ । ଗର୍ଭ ଧାରଣ କେତେ ପ୍ରକାର କାରଣରୁ ହୋଇ ନଥାଏ ଯେମିତିକି ଅପୂର୍ଣ୍ଣ ଖାଦ୍ୟ ପୋଷଣ, ଶାରୀରିକ ଦୁର୍ବଳତା ଏବଂ ଡେରି ରେ ହୋଇ ଥିବା ବିବାହ ଅଟେ । ବହୁତ ପ୍ରକାର କାରଣ ପାଇଁ ଗର୍ଭ ଧାରଣ ପାଇଁ ଅସୁବିଧା ହୋଇ ଥାଏ । ତେବେ ଆଜି ଆମେ ଆପଣଙ୍କୁ ୧୦ଟି ଏମିତି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ସାହାଯ୍ୟ କରିବ ।

I
ଚେକ୍ ଅପ୍ ଆବଶ୍ୟକ :

ଯଦି ଆପଣ ନିଜ ପରିବାର ବଢେଇବା ପାଇଁ ଚାହନ୍ତି ତେବେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଚେକ୍ ଅପ୍ କରେଇବା ଅତ୍ୟନ୍ତ ଆବଶ୍ୟକ ଅଟେ, ସ୍ଵାମୀ ସ୍ତ୍ରୀ ଦୁହେଁ ଚେକ୍ ଅପ୍ କରାନ୍ତୁ, ଏହା ଦ୍ଵାରା କୌଣସି ପ୍ରକାର ସମସ୍ୟା ଜଣା ପଡି ଥାଏ ।

ନିଜ ଓଜନ ନିୟନ୍ତ୍ରଣ ରେ ରଖିବା ପାଇଁ ପ୍ରୟାଶ କରନ୍ତୁ, ଓଜନ କମ କିମ୍ବା ଅଧିକା ହବା କୌଣସି ପରିସ୍ଥିତି ଆପଣଙ୍କ ପାଇଁ ସମସ୍ୟା ଉତ୍ପନ କରି ପାରେ । ଓଜନ କମ କିମ୍ବା ଅଧିକ ହେଲେ ଅଣ୍ଡା ରହିବା ଜାଗା ଆବଶ୍ୟକ ହରମୋନ ଆସି ପାରେ ନାହିଁ ଯାହା ଫଳରେ ଗର୍ଭ ରୁହେ ନାହିଁ ସେଥିପାଇଁ ଓଜନ କମ ବା ଅଧିକ ଦୁଇଟି ଖରାପ ଅଟେ ।

ପୋଷଣ :

ପୋଷଣ ବିଶେଷ ଧ୍ୟାନ ରଖନ୍ତୁ, ପୋଷଣ ତତ୍ଵ ଭରପୁର ଲାଭ ଉଠାନ୍ତୁ ଯାହା ସାହାଯ୍ୟ ରେ ଗର୍ଭ ଧାରଣ କରିବା ସହଜ ହୋଇ ଥାଏ, ଆପଣ ନିଜ ଡେଲି ରୁଟିନ ରେ ପ୍ରୋଟିନ ମାତ୍ରା ବଢାନ୍ତୁ ଏବଂ ଭିଟାମିନ ସି, ଆଇରନ ଏବଂ କ୍ଯାଲ୍ସିୟମ ପରି ପୂର୍ଣ ଖାଦ୍ୟ ଖାଆନ୍ତୁ । ପୋଷଣ ଜିନିଷ ନଖାଇଲେ ଗର୍ଭ ପାତ ହୋଇ ଥାଏ ସେଥିପାଇଁ ପନି ପରିବା, ଫଳ, ବୀନ୍ସ ଏବଂ ମାଛ ଖାଆନ୍ତୁ ।

ଯୋଗ :

ଯୋଗକୁ ନିଜ ସାମାନ୍ୟ ଜୀବନର ଭାଗ ବନାନ୍ତୁ, ଅଧ ଘଣ୍ଟା ଯୋଗ କଲେ ଆପଣଙ୍କ ଶରୀର ସୁସ୍ତ ସବଳ ହୋଇ ଥାଏ, ଯୋଗ କରିବା ବହୁତ ଭଲ କିନ୍ତୁ କୌଣସି କାର୍ଯ୍ୟ ଅଧିକ କରିବା ଉଚିତ ନୁହ ସେଥିପାଇଁ ଯେତେ ନିର୍ଧାରିତ ସେତିକି କରନ୍ତୁ । କିଛି ଜିନିଷ ଠାରୁ ଦୁହେଁ ସ୍ଵାମୀ ସ୍ତ୍ରୀ ଦୂରେଇ ରହିବା ଉଚିତ ଯେମିତିକି ମଦ, ସିଗ୍ରେଟ ବା ଅନ୍ୟ ନିଶା କରିବା ଜିନିଷ । ଏହି ତତ୍ଵ ଗୁଡିକ ଗର୍ଭ ନଷ୍ଟ କରି ଥାଏ, ନଚେତ ଗର୍ଭ ହାନି କରି ଥାଏ । ସେଥିପାଇଁ ସ୍ଵାମୀ ସ୍ତ୍ରୀ ଯେତେ ପୌଷ୍ଟିକ ଖାଦ୍ୟ ଖାଇବେ ସେତେ ଭଲ ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button