ବିଚାର

ଯଦି ଦେଖୁଛନ୍ତି ଏହି 5ଟି ସ୍ଵପ୍ମ, ତେବେ କେବେବି ଅଣଦେଖା କରନ୍ତୁ ନାହିଁ…. ଜାଣନ୍ତୁ ଏହି ସବୁ ସ୍ଵପ୍ନ କଣ ଦେଇଥାଏ ସଂକେତ

ପ୍ରତେକ ବ୍ୟକ୍ତି ନିଜ ସ୍ଵପ୍ନ ରେ ଅନେକ କିଛି ଦେଖିଥାଏ । କିଛି ସ୍ଵପ୍ନ ଭଲ ହୋଇଥାଏ ତ ଆଉ କିଛି ଖରାପ ହୋଇଥାଏ ଯାହାକୁ ଦେଖିବା ପରେ ବ୍ୟକ୍ତି ଭୟଭୀତ ହୋଇଯାଏ । ବ୍ୟକ୍ତି ନିଜର ନୀତିଦିନ ଜୀବନରେ ଯାହା ସବୁ କାମ କରିଥାଏ ତାହା ରାତିରେ ଶୋଇବା ପରେ ସ୍ଵପ୍ନ ଭାବେ ଆସିଥାଏ । ସ୍ଵପ୍ନକୁ ବୁଝିବା ବହୁତ ବେନିଫେଷିୟାଲ ହୋଇଥାଏ । କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହାକୁ ଶେୟାର କରିବା ସହଜ ହୋଇ ନ ଥାଏ ।

କିଛି ସ୍ଵପ୍ନ ୟୁନିଭର୍ସିୟାଲ ହୋଇଥାଏ ଯାହା ବହୁତ ମଜବୁତ ହୋଇଥାଏ ଯାହା ଦ୍ଵାରା ଆମେ ଅନେକ ଆଇଡିଆ ନେଇଥାଉ କି ଆମେ ଆମର ସ୍ଵପ୍ନକୁ କିପରି ଭାବେ ଫେସ କରିବା ।ଆଜି ଆମେ ଆପଣ ମାନଙ୍କୁ ଯଦି ଏହି ୫ଟି ସ୍ଵପ୍ନ ଦେଖନ୍ତି ତେବେ ଏହାର ଅର୍ଥ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧-  ସାପ ସ୍ଵପ୍ନ ଦେଖିବା : ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ସାପକୁ ଭୟଭୀତ ଥିବାର ଦେଖିବ ତେବେ ଏହାର ଅର୍ଥ ହେଉଛି ସେହି ବ୍ୟକତି ନିଜ ଜୀବନରେ ଅନେକ ସମସ୍ୟାର ସମୁଖିନ୍ନ ହେବ । ଯଦି କୌଣସି ବୟକତି ସାପକୁ ମାରିବାର ଦୃଶ୍ୟ ସ୍ଵପ୍ନରେ ଦେଖେ ତେବେ ବ୍ୟକ୍ତିଗତ ଜୀବନରେ ଆପଣ ଯେଉଁ ସମସ୍ୟାର ସମୁଖିନ୍ନ ହେଉଛନ୍ତି ସେଥିରୁ ମୁକ୍ତ ପାଇଁ ପ୍ରୟାସ କରିବା ଉଚିତ ।

୨- ପାଣିର ସ୍ଵପ୍ନ ଦେଖିବା : କିଛି କ୍ଷେତ୍ର ରେ ବ୍ୟକ୍ତି ପାଣିରେ ବୁଡିବା ବା ଓଭର ଫ୍ଲୋ ହେଉଥିବା ସ୍ଵପ୍ନ ଦେଖିଥାନ୍ତି । ଯଦି ଆପଣ ପାଣିରେ ବୁଡିବାର ସ୍ଵପ୍ନ ଦେଖିଥାନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ନିଜେ ନିଜର ସମସ୍ୟାର କାରଣ ହୋଇଥାନ୍ତି । ଯଦି ଆପଣ ପାଣିରେ ରହି ଏଞ୍ଜଏ କରିବାର ଦୃଶ୍ୟ ସ୍ଵପ୍ନରେ ଡେକହନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ନିଜ ଜୀବନରେ ସଫଳତା ହାସଲ କରିବେ । ଏହା ସହ ଆପଣଙ୍କ ଜୀବନରେ ସାକାରାତ୍ମକ ଚିନ୍ତାଧାରାର ଆରମ୍ଭ ହେବ ।

୩- ହଜିବାର ସ୍ଵପ୍ନ ଦେଖିବା : ଯଦି ବ୍ୟକ୍ତି ସ୍ଵପ୍ନରେ ନିଜେ ହଜିବାର ସ୍ଵପ୍ନ ଦେଖେ ତେବେ ଆପଣ ନିଜ ଜୀବନରେ କୌଣସି ଡିଲ ଯାହା କେବେ ସଫଳ ହେବ ନାହି ତାର ସାମନା କରୁଥିବେ ।

୪- ଗୋଟେ ସ୍ଵପ୍ନ ବାରମ୍ବାର ଆସିବା : ଯଦି ବ୍ୟକ୍ତି ସ୍ଵପ୍ନରେ ଗୋଟେ କଥା ବାରମ୍ବାର ଦେଖୁଥାଏ ତେବେ ଏହାର ଅର୍ଥ ହେଉଛି ବ୍ୟକ୍ତି ନିଜର ବ୍ୟକ୍ତିଗତ ଜୀବନରେ ଏମିତି କିଛି କାମ ଅଧା ରଖିଛି ଯାହା ତାକୁ ପୁରା କରିବା ଉଚିତ । ଯେ ଯାଏଁ ବ୍ୟକ୍ତି ନିଜର ଅଧୁରା କାମ ନ କରିଛି ସେତେ ଯାଏଁ ସ୍ଵପ୍ନ ବାରମ୍ବାର ଆସୁଥିବ ।

୫- ଅନ୍ୟକୁ ଧୋକା ଦେବା : ଯଦି ବ୍ୟକ୍ତି ନିଜ ବ୍ୟକ୍ତିଗତ ଜୀବନରେ ଅନ୍ୟ ସହ ଖରାପ ସମ୍ପର୍କ ରଖିଥାଏ ଓ ନିଜ ପାର୍ଟନରକୁ ଧୋକା ଦେଉଥାଏ ତେବେ ତାକୁ ଏହି ଭଳି ସ୍ଵପ୍ନ ଆସିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button