ନୀତି

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ମଜ୍ଜନୁ କରି ସର ସଖିହ୍ନ ସମେତା ।
ଗଈ ମୁଦିତ ମନ ଗୌରି ନିକେତା ॥
ପୂଜା କିହ୍ନି ଅଧିକ ଅନୁରାଗା ।
ନିଜ ଅନୁରୁପ ସୁଭଗ ବରୁ ମାଗା ॥

ଭାବାର୍ଥ :- ମାତା ସୀତା ସଖୀ ମାନଙ୍କ ସହିତ ପୋଖରୀରେ ଗାଧୋଇ ସାରି ଆନନ୍ଦ ମନରେ ମାତା ପାର୍ବତୀଙ୍କ ମନ୍ଦିରକୁ ଗଲେ । ବହୁତ ଶ୍ରଦ୍ଧା ଆଉ ଭକ୍ତିର ସହିତ ପୂଜାର୍ଚ୍ଚନା କଲେ ଆଉ ନିଜ ପାଇଁ ସୁନ୍ଦର ଯୋଗ୍ୟ ବରପାତ୍ର ଟିଏ ବର ମାଗିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button