ଓଡିଶା

ଶ୍ରାବଣ ଶେଷ ସୋମବାରରେ କପିଳାସ ପୀଠରେ ଦର୍ଶନ ଦେଲେ ପ୍ରଭୁ ଚନ୍ଦ୍ରଶେଖର ।

କଥା ରେ ଅଛି ଯାହାର ମନ ଜେଡେ ତାର ପ୍ରଭୁ ସେତେ। ଏ ଆଧାର କୁ ନେଇ ପ୍ରଭୁ ଚନ୍ଦ୍ର ଶେଖର କପିଳାସ ପୀଠ ମନ୍ଦିର ରେ ସାପ ରୂପ ରେ କାଉଡ଼ିଆ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ ଚଦ୍ର ଶେଖର।ଏକଥା ଆମେ କହୁ ନାହୁଁ ଏ କଥା କହିଛନ୍ତି ମନ୍ଦିର ର ପୂଜକ ଓ ଅନ୍ୟ ସେବକ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କପିଳାସ ଶିବ ପିଠ ପ୍ରଭୁ ଚନ୍ଦ୍ର ଶେଖର ଙ୍କ ମନ୍ଦିର ବେଢ଼ା ଉପରୁ ଉଦ୍ଧାର ହୋଇଚି ୮ ଫୁଟ ଲମ୍ବ ର ବିରାଟ ଅଜଗର ସାପ। ଶ୍ରାବଣ ମାସର ଶେଷ ସୋମବାର ରେ କପିଳାସ ମନ୍ଦିର ରେ ଥିବା ଚନ୍ଦ୍ରଶେଖର ଙ୍କ ମନ୍ଦିର ବେଢ଼ା ରୁ ଏହି ଅଜଗର ସାପ କୁ ଉଦ୍ଧାର କରିଛନ୍ତି ଢେଙ୍କାନାଳ ଜିଲ୍ଲା ବନ୍ୟଜନ୍ତୁ ଓ ସାପ ଉଦ୍ଧାର କାରି ଦଳ।

ଏହି ବିରାଟ ସାପ ଟି ପ୍ରଥମେ କାଉଡ଼ିଆ ଙ୍କ ଭିଡ ଭିତରେ ମନ୍ଦିର ବେଢ଼ା ରେ ବୁଲିଲା ଓ ପରେ ବିନା ଭୟ ରେ ପ୍ରଭୁ ଚନ୍ଦ୍ର ଶେଖର ଙ୍କ ବେଢ଼ା କୁ ଉଠିଯାଇ ବେଢ଼ା ର ଚତୁର୍ପର୍ଶ୍ବ ରେ ବୁଲୁଥିଲେ।ପରେ ସେଠାରେ ଏତେ ଲୋକ ରେ ବି ବିନା ଭୟ ରେ ସୋଇଥିଲେ। ଯାହାକୁ ଭକ୍ତ ମାନେ ଶ୍ରଦ୍ଧା ର ସହିତ ଦର୍ଶନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button