ଶରୀରରେ ରକ୍ତାଭାବ ପାଇଁ ଚିନ୍ତିତ ! ଏହି ଜିନିଷର ସେବନ ଦ୍ଵାରା କିଛି ସପ୍ତାହରେ ଶରୀରରେ ରକ୍ତ ବୃଦ୍ଧି ପାଇବ-

ତେବେ ବଡିରେ ରକ୍ତର ଅଭାବ ଏପରି କିଛି କାରଣ ଯୋଗୁ ହୋଇଥାଏ । । ଯେପରି ପେଟରେ ଇନଫେକସନ ହେବା । ଖାଦ୍ୟରେ ପୋଷକ ତତ୍ଵର କମ୍ ହେବା । ଶରୀରରୁ ଅଧିକ ମାତ୍ରାରେ ବ୍ଲଡ଼ ବାହାରିବା । କୌଣସି ବଡ ବେମାରୀ କାରଣରୁ ରକ୍ତ କମିଯିବା । ଯେତେବେଳେ ଶରୀରରେ ରକ୍ତର ଅଭାବ ଦେଖାଯାଇଥାଏ ।
ସେତେବେଳେ ବ୍ୟକ୍ତି ଶୀଘ୍ର ହାଲିଆ ହୋଇଯାଇଥାଏ । ଶରୀରରେ ଅଧିକ ଥକାପଣ ଅନୁଭୂତ କରିବା । ତ୍ଵଚାର ରଙ୍ଗ ହଳଦିଆ ଦେଖାଯିବା । ହାତ ଓ ଗୋଡ ମଧ୍ୟ ରକ୍ତର ଅଭାବରୁ ଫୁଲିଯାଇଥାଏ । ତେବେ କେଉଁ ସବୁ ଖାଦ୍ୟ ଖାଇ ଆପଣ ଆପଣଙ୍କ ଶରୀରର ରକ୍ତର ଅଭାବକୁ ଦୂର କରିପାରିବେ ଚାଲନ୍ତୁ ଜାଣିବା ।
4- କ୍ଷୀର ସହ ଆମ୍ବ ଖାଇଲେ ଶରୀରରେ ବ୍ଲଡ଼ ବଢିଥାଏ । 5- ଆମଲା ଓ ଯାମୁନର ରସକୁ ସମାନ ମାତ୍ରାରେ ମିଶାଇ ତାହାର ସେବନ କରିବା ଦ୍ଵାରା ରକ୍ତ ବଢିଥାଏ । 6- ଗୋଟିଏ ଲେମ୍ବୁ ଗୋଟିଏ ଗ୍ଳାସ ପାଣିରେ ଚିପୁଡି ସେଥିରେ ଗୋଟେ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ମଧ୍ୟ ରକ୍ତ ବଢାଇବାରେ ହେଲ୍ପ କରିଥାଏ । ତେବେ ଏହି ସବୁ ଉପାୟ ଦ୍ଵାରା ଶରୀରରେ ରକ୍ତାଭାବ ଦୂର ହୋଇ ରକ୍ତ ବଢିବାରେ ଲାଗିଥାଏ ।
7- ଟମାଟୋ ଖାଇବା କି ଟମାଟୋ ଜୁଷ ପିଇବା ଦ୍ଵାରା ବି ବଡିରେ ବ୍ଲଡ଼ ବଢିଥାଏ ।