କିନ୍ନର ମାନଙ୍କୁ କେବେବି ଘରର ଏହି ସବୁ ଜିନିଷ ଦିଅନ୍ତୁ ନାହିଁ, ନହେଲେ ପଛରେ ବହୁତ ଅସୁବିଧାର ସମ୍ମୁଖୀନ ହେବେ…

ଆପଣ ମାନେ କିନ୍ନର ମାନଙ୍କ ବିଷୟରେ ତ ନିହାତି ଶୁଣିନଥିବେ । ଏହି କିନ୍ନର ନା ତ ପୁଅ ନା ତ ଝିଅ ଅଟନ୍ତି । କିନ୍ନର ମାନେ ଯାହାଙ୍କ ଉପରେ ଖୁସି ହୋଇକି ତାଙ୍କୁ ଆଶ୍ରୀବାଦ ଦିଅନ୍ତୁ । ସେମାନଙ୍କ ଭାଗ୍ୟ ଚମକି ଯାଇଥାଏ ବୋଲି କୁହାଯାଏ । ଏହାଛଡା କିନ୍ନର ମାନେ ଯାହାଙ୍କ ଉପରେ ରାଗିକୁ ତାଙ୍କୁ ଅଭିଶାପ ଦେଇଥାନ୍ତି । ସେମାନଙ୍କର ବର୍ବାଦୀ ଆରମ୍ଭ ହୋଇଯାଇଥାଏ ବୋଲି ମାନାଯାଇଥାଏ । ଆପଣ ଜାଣିଛନ୍ତି କି କିନ୍ନର ମାନେ ଏଥିପାଇଁ ଆସିଥାନ୍ତି ଯେ କିନ୍ନରମାନେ ନିଜକୁ ମଙ୍ଗଳମୁଖୀ ମାନିଥାନ୍ତି ।
ତେବେ ସେମାନେ ସେବେ ଆସନ୍ତି ଯେବେ ମାଙ୍ଗଳିକ କାର୍ଯ୍ୟ ହୋଇଥାଏ । ଏମିତି ବି କଥାରେ ଅଛି କିନ୍ନରଙ୍କର ଆର୍ଶୀବାଦରେ ମଣିଷର ଭାଗ୍ଯ ବଦଳିଯାଏ । କିନ୍ନର ମାନଙ୍କ ଅପମାନ ଭଗବାନ ବ୍ରହ୍ମାଙ୍କ ଅପମାନ ହୋଇଥାଏ ବୋଲି କୁହାଯାଇଛି । ସେଥିପାଇଁ କିନ୍ନରମାନଙ୍କୁ ଦାନ କଲେ ସୁଫଳ ମିଳିଥାଏ । କିନ୍ତୁ କିନ୍ନରମାନଙ୍କୁ ଏମିତି କିଛି ବସ୍ତୁ ଅଛି ଯାହାକୁ ଦାନ କରିବା ଉଚିତ୍ ନୁହେଁ । ତେବେ କିନ୍ନର ମାନଙ୍କୁ କେଉଁ କେଉଁ ବସ୍ତୁ ସବୁ ଦାନ କରିବା ଅନୁଚିତ ଆସନ୍ତୁ ଜାଣିବା ।
1- କିନ୍ନର ମାନଙ୍କୁ ଝାଡୁ ଦାନ ରୂପେ ଦିଅନ୍ତୁ ନାହିଁ । ଝାଡୁର ଦାନ ଦେବାଦ୍ଵାରା ଘରେ ଧନ ରହେ ନାହିଁ ।
2- ସ୍ଟିଲବସ୍ତୁ ଏହା କେବେବି କିନ୍ନର ମାନଙ୍କୁ ଦାନ କରନ୍ତୁ ନାହିଁ । ଏମିତି କରିବା ଦ୍ବାରା ଘରର ସୁଖ ଶାନ୍ତି ଦୂର ହୁଏ । କେବେବି ପୁରୁଣା କପଡା ଦିଅନ୍ତୁ ନାହିଁ । ଏଥିଦ୍ବାରା ସବୁ କାଯ୍ୟରେ ବାଧା ଆସିଥାଏ ।