ରାଜନୀତି

କିସ୍ ଜମି ଦୁର୍ନୀତିର ତଦନ୍ତ ହେଉ ;ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ

କିସ୍‌’ ଜମି ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ ଦାବି ପ୍ରସଙ୍ଗ । ତଦନ୍ତ ହେଉ ବୋଲି କହିଲେ ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ ।‘ତଦନ୍ତ ହେଉ, ତଦନ୍ତ ହେଲେ ସବୁ ଆପେ ଆପେ ଜଣାପଡ଼ିବ’। ଅନ୍ୟପଟେ କିସ ଆବାସିକ ଶିକ୍ଷାନୁଷ୍ଠାନକୁ ଜମି  ପ୍ରଦାନ ପ୍ରକ୍ରିୟା ସ୍ଥଗିତ ରଖିବାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିଲେ ।କିସ କୁ ଜମି ପ୍ରଦାନ କ୍ଷେତ୍ରରେ ଫରେଷ୍ଟ ରାଇଟ ଆକ୍ଟ ର ନିୟମାବଳୀକୁ ଠିକ ରେ ବିଚାରକୁ ନିଆଯାଇନଥିବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button