ଏହି ଝିଅଙ୍କୁ ଯଦି ଭଲ ପାଇବେ… ତେବେ ଆପଣଙ୍କ ପୁରା ଜୀବନ ପସ୍ତେଇବାକୁ ପଡିବ…
1- A ଅକ୍ଷରରୁ ଆରମ୍ଭ ନାମର ଝିଅ ମାନେ କାହା ସହିତ ଏତେ ସହଜରେ ଆର୍ଜେଣ୍ଟ କରିପାରିନଥାନ୍ତି । ସେହି ଝିଅ ମାନେ ସବୁ ଜିନିଷକୁ ନିଜ ଇଛା ଅନୁସାରେ କରିବାକୁ ଭଲ ଲାଗିଥାଏ । ଯେତେବେଳେ କୌଣସି ପୁଅ ଏମାନଙ୍କୁ ନିଜର ଗାର୍ଲଫ୍ରେଣ୍ଡ ବନାଇଦେଇଥାଏ । ପରେ ଯେତେବେଳେ ପୁଅ ମାନେ ଏମାନଙ୍କ ସବୁ ଇଛାକୁ ପୂରଣ କରିପାରିନଥାନ୍ତି । ସେତେବେଳେ ଏହି ଝିଅ ମାନେ ସେମାନଙ୍କ ସହ ଆର୍ଜେଷ୍ଟ କରିରହିପାରିନଥାନ୍ତି ।
2- L ଅକ୍ଷରରୁ ଆରମ୍ଭ ନାମର ଝିଅ ମାନେ ବହୁତ ରାଗୀ ହୋଇଥାନ୍ତି । ଏମାନଙ୍କ ନାକ ଆଗରେ ରାଗ ରହିଥାଏ । ଏମାନେ ଅନ୍ୟ ସହ ବହୁତ ଶୀଘ୍ର ଝଗଡା ମଧ୍ୟ କରିବସିଥାନ୍ତି । ତେଣୁ ଅନେକ ସମୟରେ ଏହି ଝିଅ ମାନଙ୍କର ତାଙ୍କ ପାର୍ଟନର ସହ ଝଗଡା ମଧ୍ୟ ହୋଇଯାଇଥାଏ ।
3- V ଏହି ନାମର ଝିଅ ମାନେ ଜିଦିଆ ସ୍ଵଭାବର ହୋଇଥାନ୍ତି । ଏମାନେ ଯେଉଁ କଥାକୁ ନେଇ ଜିଦି କରିବସିଥାନ୍ତି । ସେହି କାମ ପୂରଣ ନହେବା ପର୍ଯ୍ୟନ୍ତ ତାଙ୍କ ରାଗ ଶାନ୍ତ ହୋଇନଥାଏ । ତେଣୁ ଯେଉଁ ପୁଅ ମାନେ ନିଜ ପାର୍ଟନରର ସବୁ ଜିଦିକୁ ପୂରଣ କରିପାରୁଥିବେ । ତାଙ୍କର ସବୁ କଥାକୁ ମାନୁଥିବେ । ସେହି ପୁଅ ମାନେ ହିଁ ଏହି ଝିଅଙ୍କୁ ନେଇ ଆଗକୁ ବଢି ପାରିଥାନ୍ତି ।
4- R ଅକ୍ଷରରରୁ ଆରମ୍ଭ ନାମର ଝିଅ ମାନେ ବହୁତ ସନ୍ଦେହୀ ସ୍ଵଭାବର ହୋଇଥାନ୍ତି । ତେଣୁ ଏମାନେ ଯାହାଙ୍କୁ ଥରେ ଭଲ ପାଇଥାନ୍ତି । ସେମାନଙ୍କୁ ନିଜ ଠାରୁ ଅଲଗା କରିବା ପାଇଁ ପସନ୍ଦ କରିନଥାନ୍ତି । ଏହି ଝିଅ ମାନେ ସବୁବେଳେ ନିଜ ପାର୍ଟନର ଉପରେ ନଜର ରଖିବା ସହ ଅନେକ ସମୟରେ ସେମାନଙ୍କୁ ସନ୍ଦେହ ମଧ୍ୟ କରିଥାନ୍ତି ।