କୋଷ୍ଠ କାଠିନ୍ଯ, ଗ୍ଯାସ ଓ ଏସିଡିଟି ଭଳି ସମସ୍ଯାରୁ ତୁରନ୍ତ ପାଆନ୍ତୁ ଆରାମ ! ଘରୋଇ ଉପର କରି ଦେଖନ୍ତୁ !

ବ୍ୟକ୍ତି ର ପେଟ ଭଲ ଭାବରେ ସଫା ହୋଇନଥାଏ , ତେବେ ଏହା ଶରୀର ମଧ୍ୟ କୁ ଅନେକ ରୋଗମାନଙ୍କୁ ନିମନ୍ତ୍ରଣ କରିଥାଏ । ପ୍ରାୟତ ଲୋକମାନଙ୍କୁ କବଜ , ଗ୍ୟାଷ୍ଟିକ , ହଜମ ନ ହେବା ଆଦି ସମସ୍ଯା ଦେଖାଯାଇଥାଏ । ଏହି ସବୁ ପେଟ ନ ସଫା ହେବା ଯୋଗୁ ହୋଇଥାଏ । ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଅନେକ ଔଷଧ ର ସେବନ କରିଥାଉ । ମାତ୍ର ଏହା କିଛି ଫାଇଦା ଦେଇଥାଏ ଏବଂ ଆଉ କିଛି ଉପକାର ବଦଳରେ ଅପକାର କରିଥାଏ ।
ଯଦି ଆପଣ ମଧ୍ୟ ଏହି ରୋଗ ଦ୍ଵାରା ପୀଡିତ ଅଛନ୍ତି ତେବେ ଡାକ୍ତର ସାଲିମ ଜେଦୀ ଆପଣଙ୍କୁ ଦୁଇ ଟି ଘରୋଇ ଉପଚାର ସମ୍ବନ୍ଧରେ କହିବେ ଯାହାକୁ ଆପଣ ଘରେ ପ୍ରସ୍ତୁତ କରି ଏହାକୁ ବ୍ୟବାହର କରିପାରିବେ । ଆସନ୍ତୁ ଜାଣିବା ଏହି ଉପାୟ କରିବାର ଆବଶ୍ୟକ ଜିନିଷ ବିଷୟରେ ଯଥା ଏକ ଚାମୁଚ ଜୀରା , ଏକ ଚାମୁଚ ଜିଆଣୀ , ଏକ ଚାମୁଚ ଗୁଜୁରାତି , ଅଧା ଚାମୁଚ କଳା ଲୁଣ ଓ ହିଙ୍ଗ ।
ଯେବେ ନି ଏସିଡିଟି ହୁଏ ତୁରନ୍ତ ପାଣି ରେ ଏହାକୁ ମିଶେଇ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଗ୍ୟାଷ୍ଟିକ କମିଥାଏ । ଆପଣ ଏହାକୁ ଖାଇଲା ପରେ ନେଇପାରିବେ । ବାର ବର୍ଷ ରୁ କମ୍ ବୟସ ପିଲାଙ୍କୁ ଏବଂ ଗର୍ଭବତୀ ମହିଳା ପିଇବା ଅନୁଚିତ୍ ହୋଇଥାଏ । ଦ୍ଵିତୀୟ ରେ ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ କ୍ଷୀର ରେ ଏକ ଚାମୁଚ ଜଡା ତେଲ ପକେଇ ଏହାକୁ ସେବନ କରି ଶୁଅନ୍ତୁ ।
ଏହା ଦ୍ଵାରା ସକାଳୁ ଉଠିଲା ମାତ୍ରେ ଆପଣଙ୍କ ପେଟ ସଫା ହୋଇଯାଏ । ଯଦି ଆପଣ ବହୁତ ଦୁର୍ବଳ ହୋଇଥାନ୍ତି କିମ୍ବା ଆପଣଙ୍କ ବୟସ ଅଧିକ ହୁଏ ତେବେ ଆପଣ କ୍ଷୀର ରେ ଜଡା ତେଲ ବଦଳ ରେ ଘିଅ ର ବ୍ୟବହାର କରିପାରିବେ । ଆପଣ ଏହି ଦୁଇଟି ଉପାୟ କୁ ଏକାଥର କରେ ନ କରି ପ୍ରଥମ ଉପାୟ କୁ କରନ୍ତୁ ଏବଂ ଦ୍ଵିତୀୟ ଉପାୟ କୁ କେବେ କେବେ କରିପାରିବେ । ଗର୍ଭବତୀ ମହିଳାଙ୍କୁ ଏହି ଦୁଇଟି ଉପାୟ କୁ କଦାପି ବ୍ୟବହାର କରିବେ ନାହିଁ ।



