ଓଡିଶା

ଭିଜିଲାନ୍ସ ଜାଲରେ CHSE ଅଧିକାରୀ, ଏକକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍

ଟକ : ଭିଜିଲାନ୍ସ ଜାଲରେ CHSE ଅଧିକାରୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର ଓ ଜଗତସିଂହପୁରର ୩ଟି ସ୍ଥାନରେ ଚାଲିଛି ଚଢ଼ାଉ । ସରକାରୀ କାର୍ଯ୍ୟାଳୟ ଓ ପଟିଆ ସ୍ଥିତ ଘର, ଭୁବନେଶ୍ବର କାନନ ବିହାର ସ୍ଥିତ ୪ ମହଲା ଘରେ ଚାଲିଛି ରେଡ୍ ।

ଭୁବନେଶ୍ବର ସାମନ୍ତରାପୁର ଅଫିସ ଓ ଜଗତସିଂହପୁର କେଉପଡ଼ା ସ୍ଥିତ ପୈତୃକ ବାସଭବନରେ ଚାଲିଛି ଚଢ଼ାଉ । ରେଡରେ ୩ଜଣ dsp, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ , ୫ ଜଣ ASI ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button