ବିଚାର

ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହେଉଥିଲେ ତକିଆ ତଳେ ଏହି ୧ ଟି ଜିନିଷ ରଖି ଶୋଇଲେ ପ୍ରେମ ବଢ଼ିଥାଏ, ପୁରୁଷ ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଯଦି ଆପଣଙ୍କ ଜୀବନରେ ଭଲ ଭାବେ ମାନି ଚଳନ୍ତି ତାହେଲେ ଆପଣ ବହୁତ୍ କମ୍ ସମୟରେ ଧନୀ ହୋଇଯିବେ ।

୧. ନାରୀ ଯଦି ଘରର କଥାକୁ ବା ଭଲ ମନ୍ଦକୁ ବାହାରେ ପ୍ରକାଶ କରେ ତେବେ ସ୍ବାମୀ ଏବଂ ସ୍ତ୍ରୀ ମଧ୍ଯରେ ଅଶାନ୍ତି ବୃଦ୍ଧି ପାଇଥାଏ ଏବଂ ପରିବାରରେ ଅଶାନ୍ତି ଦେଖା ଦେଇଥାଏ ।

୨. ଯେଉଁ ପନ୍ଥୀ ସ୍ବାମୀଙ୍କୁ କଟୁ କଥା କହେ ଏବଂ ଅନ୍ୟ ପୁରୁଷ ଦେଖୁଲେ ଖୁସି ହୁଏ ତା ପରିବାର ସର୍ବଦା ଅସାନ୍ତିରେ କଟେ, ବୟସର ଶେଷ ସମୟରେ ଶରୀର ରୁ ଦୃଗନ୍ଧ ବାହାରେ ଏବଂ ଯନ୍ତ୍ରଣା ଭୋଗେ କରେ ।

୩. ସୁନା ଜିନିଷ କେବେବି ବାମ ହାତରେ ପିନ୍ଧିବା ଉଚିତ ନୁହେଁ, ଲାଲ କିମ୍ବା ହଳଦିଆ କପଡ଼ାରେ ସୁନା ଜିନିଷ ଗୁଡ଼ାଇ ରଖୁଲେ ଶୁଭ ହୋଇଥାଏ ।

୪. ମହିଳା ମାନଙ୍କୁ ନିଜ ରୋଷେଇ ଘରୁ ହଳଦୀ କେବେ ବି କାହାକୁ ଦେବା ଉଚିତ ନୁହେଁ, ହଳଦୀ କେବେ ବି ରୋଷେଇ ଘରୁ ସରିବା ଉଚିତ ନୁହେଁ, ହଳଦୀ ଅନ୍ୟ କୁ ଦେବା ଦ୍ବାରା ମା ଅର୍ଣ୍ଣପୂର୍ଣ୍ଣା ଘରୁ ଚାଲି ଯାଇଥାନ୍ତି ଓ ଧନର ଅଭାବ ଦେଖା ଦେଇଥାଏ ।

୫. ଯେଉଁ ନାରୀ ଶାଶୁ ଶଶୁରଙ୍କୁ ଅବମାନନା ତଥା ହତାଦର କରିଥାଏ ସେହି ନାରୀର ସ୍ବାମୀ ସକଳ ବିପଦରେ ପଡେ ଏବଂ ସେହି ନାରୀ ସ୍ବାମୀ ସୁଖରୁ ବଞ୍ଚିତ ହୋଇଥାଏ ।

୬. ଘରର ଉତ୍ତର ଦିଗରେ ସବୁଜ ପତ୍ର ଯୁକ୍ତ ଗଛ ଲଗାଇବା ଦ୍ବାରା ଶୁଭ ପ୍ରଦ ହୋଇଥାଏ ଏବଂ ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ଧନ ସଂପତ୍ତା ବୃଦ୍ଧି ହୋଇଥାଏ ।

୭. ଯେଉଁ ମହିଳାଙ୍କ ପେଟ ସର୍ପ ପରି ସଦୃଶ ହୋଇଥାଏ ସେହି ମହିଳାମାନେ ବହୁତ ଭୋଜନ ପ୍ରିୟା ହୋଇଥାଆନ୍ତି ।

୮. ଯେଉଁ ମହିଳାଙ୍କ ପେଟ ସର୍ପ ପରି ସଦୃଶ ହୋଇଥାଏ ସେହି ମହିଳାମାନେ ବହୁତ ଭୋଜନ ପ୍ରିୟା ହୋଇଥାଆନ୍ତି ।

୯. ଯେଉଁ ମହିଳାମାନଙ୍କର ଜିଭ ଅତି ବଡ଼ ସେହି ମହିଳାମାନେ ଦୁର୍ଭାଗିନୀ ସ୍ବଭାବ ର ହୋଇଥାନ୍ତି ।

୧୦. ଯେଉଁ ଦମ୍ପତି ରାତିରେ କୁଣ୍ଢା କୁଣ୍ଢି ହୋଇ ସୋଇଥାନ୍ତି ତାଙ୍କ ମଧ୍ୟରେ ପ୍ରେମ ଭଲ ପାଇବା ସବୁବେଳେ ବଢ଼ିବାକୁ ଲାଗିଥାଏ ଆଉ ଏହି ଭଳି ପୁରୁଷଙ୍କ ସ୍ତ୍ରୀ କେବେ ତାଙ୍କୁ ଧୋକା ଦିଅନ୍ତି ନାହିଁ ।

Check This Out

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button