ଦେଶ ବିଦେଶ

ବାମପଟ ମାଡି ଶୋଇଲେ ଶରୀରରେ କଣ ହୋଇଥାଏ ? ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

, ଆପଣମାନଙ୍କ ମୁହଁ ଉପରେ କଳା ଦାଗ , ବ୍ରଣ ଛାତି ଜଳିବା , ଭୟକର ମୁଣ୍ଡ ବିନ୍ଧା , ରାତିରେ ନିଦ ନ ଆସିବା ଭଳି ହୋଇଥାଏ । ଏହା କେଉଁଥି ପାଇଁ ହୋଇଥାଏ ତାହା ଆପଣମାନେ ଜାଣିଥାନ୍ତି । ଏସିଡ୍ ଯୋଗୁଁ ଏହି ସବୁ ଘଟିଥାଏ । କିନ୍ତୁ ଆମ ପେଟରେ ଏହି ଏସିଡ୍ କେମିତି ଗଠିତ ହୋଇଥାଏ ।ଦେଖନ୍ତି ଯେତେବେଳେ ଆମେ ଖାଦ୍ୟ ଖାଇଥାଉ ମୁଖରେ ଏହା ବିଭାଜିତ ହୋଇ ଖାଦ୍ୟନଳୀ ସହକାରେ ଆମ ପେଟ ମଧ୍ୟକୁ ପ୍ରବେଶ କରିଥାଏ । ଏହା ପରେ ଆମ ପେଟ କିଛି ଏନଯାଇମ କୁ ରିଲିସ କରିଥାଏ ।

 

ଯାହା ଆମ ଖାଦ୍ୟକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରିଥାଏ । ଯଦି ଆମେ ଅଧିକ ଖାଇବା ଖାଇଥାଉ ତେବେ ଆମ ଶରୀର ଅଧିକ ପରିମାଣରେ ଏନଯାଇମ କୁ ଛାଡି ଥାଏ ।ଅଧିକ ଖାଇବା ବା ଅନୁଚିତ ପଦାର୍ଥ ଖାଇବା ଦ୍ଵାରା ଆମ ପେଟ ଅନୁଭବ କରିଥାଏ ,ତେବେ ସେ ଆହୁରି ଅଧିକ ଏସିଡ୍ ରିଲିସ କରିଥାଏ ଅଧିକ ହେବ କାରଣରୁ ଏହି ଏସିଡ୍ ନଳୀ କୁ ପାର କରି ପୂର୍ଣବାର ଖାଦ୍ୟ ନଳୀ ଦେଇ ଉପରକୁ ଅତବା ଆମ ଛାତି ଯାଏ ଆସିଯାଏ । ଏହି କାରଣରୁ ଆମକୁ ଛାତି ଜଳିବା , ଛାତିରେ ବାଧା ହେବାର ଅନୁଭବ କରିଥାଉ ।

=

ଏହାକୁ ଏସିଡିଟି କହିଥାଉ । ଆମର ପାକସ୍ଥଳୀ ଦେଖିବାକୁ ଏକ ବ୍ୟାଗ୍ ପରି ଏଥିରେ ଏକ ଲମ୍ବା ପାଇପ ଲାଗିଥାଏ । ଏହି ପାକସ୍ଥଳୀ ରେ  ଯେଉଁ ପାଇପ ସଯୁକ୍ତ ହେଇଛି ତାହାର ମୁହଁ ଡାହାଣ ପଟକୁ ରହିଥାଏ । ଯେବେ ଆମେ ଡାହାଣ ପଟକୁ ମୁହଁ କରି ଶୋଥାଉ ତେବେ ରାତିରେ ପେଟରେ ଖାଦ୍ୟ ନ ଥାଏ ତେଣୁକରି ଏସିଡ ତିଆରି ହେବା ଆରମ୍ଭ କରିଥାଏ ।

 

ଡାହାଣ ଦିଗକୁ ପାକସ୍ଥଳୀ ପିଇପ ମୁହଁ ଥିବାରୁ ଆମେ ସେହି ଦିଗକୁ ଶୋଇଥିବାରୁ ଏହା ଖୋଲି ଯାଇଥାଏ ଓ ଏହା ଦ୍ଵାରା ଏସିଡ୍ ର ଧାରା ଅଧିକ ହୋଇ ଛାତି ଉପରକୁ ଆସିଯାଇଥାଏ । ଏସିଡିଟି ବଡିଥାଏ  ଏବଂ ଏହା ସହିତ ଶ୍ଵାସ ନେବାରେ ଅସୁବିଧା ସୃଷ୍ଟି ହୁଏ । ତେଣୁ କରି ବାମ ପଟେ ଶୋଇବା ଯୋଗୁ ଏସିଡ୍ ହୋଇନଥାଏ । ରାତିରେ ସୁଖଦାୟକ ନିଦ୍ରା ସହ ଏସିଡିଟ୍ କୁ ମଧ୍ୟ ନିୟମିତ ରଖିପାରିବେ ।

 

ମାତ୍ର ଅନେକ ଏହାକୁ ଏତେ ଛୋଟ କାରଣ  ପାଇଁ କରିବାକୁ ସହମତି ହୋଇନଥାନ୍ତି । କିନ୍ତୁ ମୁ ଆପଣମାନକୁ କହିବାକୁ ଚାହେ ଯେ ବାମ ପଟ କୁ ଶୋଇବା ଦ୍ଵାରା ଆମ ଶରୀରର ହୃଦୟ ଯାହାକି ଆମ ଶରୀରରେ ରକ୍ତକୁ ସଂଚାଳନ କରିଥାଏ  ଏହା ଶରୀରର ବାମ ପଟ ଯେଉଁ ଥିରୁ କି ରକ୍ତ ଆସିଥାଏ ହୃଦୟ ପାଖକୁ ଆସେ ସେଥିରେ କର୍ବୋନ dioxide ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button