ଜୀବନଶୈଳୀ

କେଉଁ ଉପାୟ କଲେ ମିଳିବ ଚାକିରୀ ?

ଆଜି କାଲି ଦୁନିଆରେ ଅନେକ ଶିକ୍ଷିତ ବିଦ୍ୟାର୍ଥୀମାନେ ଉନତ ପାଠ ପଡି । ମଧ୍ୟ ଚାକିରୀବିହୀନ ହୋଇରହୁଛନ୍ତି । ଆପଣମାନେ ଅନେକ ଇନ୍ଟାରଭିଉ ଦେଉଛନ୍ତି ମାତ୍ର ସେଥିରେ ଅସଫଳତା ହେଉଛନ୍ତି । ଆପଣମାନକ ଭାଗ୍ୟ ଆପଣମାନକ କର୍ମ ଯୋଗାଇବା ପାଇଁ ସାଥ ଦେଉନାହି ।ଏପରି ପରିସ୍ଥିତିରେ କ’ଣ କରିବେ ଏହାର ସୁନ୍ଦର ଉପାୟ । ଆମେ ଯେତେ ବେଳେ ଚାକିରୀ ପାଇଁ ବହୁତ ଇନ୍ଟାରଭିଉ ଦେଇଥାଉ ବହୁତ ଜାଗାରେ ଅର୍ଥ ମଧ୍ୟ ଦେଇଥାଉ । କିନ୍ତୁ ସେଇ ଚାକିରୀ ଆମକୁ ମିଳିନଥାଏ

 

। ଆଲଗା ଜାଗାରେ ଦେଖା ଯାଇଛି ଯେ ଆପଣକଠାରୁ କମ ପାଠ ପଡିଥିବା ବ୍ୟକ୍ତି ଚାକିରୀ ପାଇଁ ଥାଏ ।କିନ୍ତୁ ଅଧିକ ପାଠ ପଡିଥିବା ତୁମକୁ ଚାକିରୀ ପାଇଁ ପାରନ୍ତି ନାହି । ଏ ତ ହେଉଛି  ଭାଗ୍ୟ । ଭାଗ୍ୟ ଟାକୁ କିପରି ବଳବାନ କରିବା । ଆମ ତୁରନ୍ତ ଚାକିରୀ ଟା କିପରି ପାଇବା । ତେଣୁ କରି ବହୁତ ଶ୍ରଦ୍ଧାର ସହିତ ଏହି ଉପାୟକୁ କରିବେ । ଯଦି ଗୋଟେ ବିଷୟକୁ ଆମେ ହେବ କି ନାହି ସନ୍ଦେହର ସହିତ କରିଥାଉ ।

ତେବେ ତାହା ସଫଳ ହେବା ଅସାଧ୍ୟ ଅଟେ । ଯଦି ଏହି ଉପାୟ କରୁଥିବା ବେଲେ ଏହା ହବ କି ନାହି ଭାବି କରିବେ ତେବେ ଏହିପରି ଭାବରେ ଏହି ଉପାୟକୁ ପ୍ରୟୋଗ କରିବେନାହି । କାରଣ ଆମେ ଭଗବାନ କୁ ଦେଖି ନ ଥାଉ କିନ୍ତୁ ବିଶ୍ଵାସ  କରିଥାଉ । ଠିକ ସେହି ପ୍ରକାର ଭାବରେ କରିବା ଉଚିତ । ଏହି ଉପାୟକୁ ସପ୍ତାହର ଯେକୋଣସି ଦିନରେ  ପ୍ରୟୋଗ କରିପାରିବେ ।ଆପଣ କ’ଣ  କରିବେ ଗୋଟେ ମାଟି ପାତ୍ର ଆଣିବେ ।

 

ମାଟି ପାତ୍ରରରେ ସାତୋଟି ଦୁବ ନେବେ ଏବଂ ଏହାକୁ ସୋରିଷ ତେଲରେ ବୁଡାଇବେ । ଏବଂ କିଛି ସୋରିଷ ତେଲକୁ ମାଟି ଦୀପରେ ରଖି ଥିବେ ।   ସାତୋଟି ଦୁବ ସୋରିଷ ତେଲରେ ବୁଡାଇସାରିବା ପରେ ମାଟି ଦୀପରେ ରଖିବେ । ଏହାକୁ ଆପଣ ଘରେ ଭିତରେ ବା ପୂଜା ଘରେ କରିବେ । ଯେକୋଣସି ସମୟରେ ଏହାକୁ କରିପାରିବେ । କିନ୍ତୁ ସେ ଦିନ ଆପଣ ଶାକାହାରୀ ରହିବ ।

 

ସୋରିଷ ଦୁବ କୁ ଦୀପରେ ଡୁବାଇଲା ପରେ ଏହାକୁ ଆପଣ ଦୀପ ଅର୍ପଣ କରିବେ । ପୂଜା ଘରେ ଏହାକୁ ଆପଣକ ଡାହାଣ ହାତରେ ନେଇ ଘରର ଦକ୍ଷିଣ ଦିଗକୁ ଆସିବେ । ଆପଣକ ଘରର ଦକ୍ଷିଣ ଦିଗ ଛାତ ଉପର ବା ବାଳକୁଣୀକୁ ଆସି ଆପଣ ଡାହାଣ ହାତରେ ସୋରିଷ ଦୁବ ମାଟି ଦୀପ କୁ ଆପଣା ଡାହାଣ ହାତ ଧରିବେ ଆପଣକ କର୍ମ କିପରି ଶୀଗ୍ର ଆପଣ ପାଖକୁ ଆସିବ ସେହି କଥା ସେହି ତେଲ ସୋରିଷ ଓ ଦୁବ କୁ କହି ଦକ୍ଷିଣ ଦିଗରେ ଢାଳି ଦେବେ ଏବଂ ପ୍ରଣାମ କରି ଆସିବେ ।

ସୋରିଷ ତେଲ ହେଉଛି ମଙ୍ଗଳର  ଓ ଦୁବ ହେଉଛି ରାହୁ ବାଦବିଗ୍ନ ସୃଷ୍ଟି କରିଥାନ୍ତି । ଏହା ହେଉଛି ଗଣେଶକର ଅତି ପ୍ରିୟ ମାଟି ମଧ୍ୟ ମଙ୍ଗଳ ତେଣୁ ଏହି ଉପାୟକୁ ନିହାତି କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button