ବିଚାର

ମହାଦେବଙ୍କୁ ସ୍ମରଣ କରି ବାଛନ୍ତୁ ଏକ ନମ୍ବର ! ଦେଖିବା ଭଗବାନ ଆପଣଙ୍କୁ କି ପ୍ରକାର ସଂକେତ ଦେଉଛନ୍ତି ? Tarot Reading

ମନୁଷ୍ୟ ନିଜର କର୍ମ କରିବା ସହିତ ଆଗାମୀ ଦିନ ଗୁଡିକରେ ତା’ ଭାଗ୍ୟରେ କ’ ଣ ଲେଖା ହୋଇଛି । ସେଥିପାଇଁ ସେ ଭଗବାନଙ୍କ ଉପରେ ନିର୍ଭର କରିଥାଏ । ଭଗବାନଙ୍କୁ ନିଜର ତଥା ନିଜ ପ୍ରାଇବାରର ମଙ୍ଗଳ କାମନା କରିଥାଏ । ତେବେ ଯେଉଁ ମାନଙ୍କର ଭଗବାନ ମହାଦେବ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେବେ ସେମାନେ ଭଗବାନଙ୍କ ନାମକୁ ସ୍ମରଣ କରି 1 ଓ 2 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ଚୟନ କରନ୍ତୁ । ଭଗବାନ ଭୋଳାଶଙ୍କର ଆପଣଙ୍କୁ କେଉଁ ପ୍ରକାର ସଂକେତ ଦେବା ପାଇଁ ଯାଉଛନ୍ତି । ତାହା ଜାଣନ୍ତୁ ।

1-ଯେଉଁ ମାନେ ଭଗବାନ ମହାଦେବଙ୍କ ନାମକୁ ସ୍ମରଣ କରି ଏହି ନମ୍ବରଟିକୁ ଚୟନ କରିଛନ୍ତି । ଏଠାରେ ଆମେ ସେମାନଙ୍କୁ କହିବା ପାଇଁ ଚାହୁଁଛୁ । ସେମାନଙ୍କର ପାରିବାରିକ ସମ୍ପର୍କ ସମସ୍ତଙ୍କ ସହ ଭଲ ଅଛି । ଯଦିଓ ପରିବାରର କାହାର ସ୍ଵାସ୍ଥ ବର୍ତ୍ତମାନ ସମୟରେ ଖରାପ ଥାଏ । ତେବେ ତାହା ପ୍ରଭୁଙ୍କ କୃପାରୁ ବହୁତ ଶୀଘ୍ର ଭଲ ହୋଇଯିବ । ଆପଣଙ୍କ କ୍ଯାରିୟର କ୍ଷେତ୍ରର ଯଥା କଥା କହିବା ପାଇଁ ଯିବା । ତେବେ ଆପଣଙ୍କ କ୍ଯାରିଆର କ୍ଷେତ୍ରଏ ମଧ୍ୟ ସବୁ କିଛି ବର୍ତ୍ତମାନ ଭଲ ହେଉଛି ।

ଏହା ସହିତ ଆଗକୁ ଭଲ ହେବାର ସମ୍ଭାବନା ରହୁଛି । ତେବେ ଯଦି ଆପଣଙ୍କର ବ୍ୟକ୍ତିଗତ ଲାଇଫ ବିଷୟରେ କହିବା । ତେବେ ସେଠାରେ ଆପଣଙ୍କ ପ୍ରେମ ଜୀବନକୁ ନେଇ କିଛି ସମସ୍ଯା ରହୁଛି । ଯଦି ଆପଣ ରିଲେସନସିପରେ ଥାନ୍ତି । ତେବେ ସେଥିରେ ସୃଷ୍ଟି ହେଉଥିବା ଛୋଟ ବଡ ସମସ୍ଯାର ସମାଧାନ କରି ଲଭ ଲାଇଫରେ ସୁଧାର ଆଣିବା ପାଇଁ ଚେଷ୍ଟା କରନ୍ତୁ । ସବୁକିଛି ଭଲ ହେବା ପାଇଁ ଯାଉଛି ।

2- ଏଠାରେ ପ୍ରଥମେ ଆପଣଙ୍କ କ୍ଯାରିଅର ବିଷୟରେ କହିବା ପାଇଁ ଚାହୁଁଛୁ । ଯଦି ଚାକିରୀ କିମ୍ବା ବିଜିନେସ୍ କୁ ନେଇ ଚିନ୍ତିତ ରହୁଛନ୍ତି । ତେବେ ଭଗବାନଙ୍କ ତରଫରୁ ଆପଣଙ୍କୁ ଏହା ସନ୍ଦେଶ ମିଳୁଛି । ଯେ ଆପଣ ଯେଉଁ କାମ ଆରମ୍ଭ କରୁଛନ୍ତି । ତାହାକୁ ଧର୍ଯ୍ୟ ତଥା ପରିଶ୍ରମର ସହ କରିବାକୁ ଚେଷ୍ଟା କରନ୍ତୁ । ଛୋଟ ଛୋଟ ସମସ୍ଯାରେ ସେଥିରୁ ଓହରି ଜାଆନ୍ତୁ ନାହିଁ । ଆପଣଙ୍କ ଭବିଷ୍ୟତ ବହୁତ ଉଜ୍ଜଳ ରହିଛି । ନିଜ କାମ ଉପରେ ବର୍ତ୍ତମାନ ସମୟରେ ଆପଣଙ୍କୁ ଅଧିକ ଫୋକୋଷ ଦେବା ସହ ସେଥିରେ ସିରିଏସ ହୋଇ କାମ ମଧ୍ୟ ଆପଣଙ୍କୁ କରିବାକୁ ପଡିବ ।

ଲଭ ଲାଇଫରେ ଆପଣ ବହୁତ ସିରିଏସ ଅଛନ୍ତି । ଯାହାକୁ ଭଲ ପାଉଛନ୍ତି । ପାର୍ଟନରଙ୍କ ପ୍ରତି ମଧ୍ୟ ଆପଣଙ୍କର ଲୋୟାଲ ଭାବ ରହିଛି । ଏଥିସହ ତାଙ୍କୁ ହିଁ ଆପଣ ନିଜର ଜୀବନସାଥି ରୂପରେ ଗ୍ରହଣ କରିବାକୁ ମନସ୍ଥ କରିନେଇଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button