ଓଡିଶା

୧୦୦ ବର୍ଷ ପରେ ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

ଳିତ ବର୍ଷ ଗଣେଶ ଚତୁର୍ଥୀ ୭ ସେପ୍ଟେମ୍ବର ୨୦୨୪ରେ ପାଳନ କରାଯିବ । ଏହି ଦିନ ଠାରୁ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଗଣେଶ ଉତ୍ସବ ପାଳନ କରାଯାଏ । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଗଶେଷ ଚତୁର୍ଥୀ ପାଳନ କରାଯାଉଥିବା ବେଳେ ଏହି ବର୍ଷର ଗଣେଶ ଚତୁର୍ଥୀ ଖୁବ୍‌ ଖାସ୍‌ । ଦୀର୍ଘ ୧୦୦ ବର୍ଷ ପରେ ଗଣେଶ ଚତୁର୍ଥୀରେ ଏହି ବର୍ଷ ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେଉଛି ।

ଏହି ବର୍ଷ ସିଦ୍ଧି ଯୋଗ, ରବି ଯୋଗ, ବ୍ରହ୍ମା ଯୋଗ, ଇନ୍ଦ୍ର ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାସହ ସ୍ୱାତୀ ଓ ଚିତ୍ରା ନକ୍ଷତ୍ର ମଧ୍ୟ ରହିବ ।
ଗଣେଶ ଚତୁର୍ଥୀ ଦିନ ଗଣେଶ ସ୍ଥାପନା ଓ ପୂଜା ପାଇଁ ବେଶ ଶୁଭ ମୁହୂର୍ତ୍ତ ମିଳିବ । ଏହାସହ ଗ୍ରହ ନକ୍ଷତ୍ରଙ୍କ ଏଭଳି ସ୍ଥିତି ୩ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ । ଏମାନଙ୍କ ଜୀବନରେ ଅନେକ ଶୁଭ ପରିବର୍ତ୍ତନ ହେବା ସହ ଭାଗ୍ୟ ଚମକିବ..

ବୃଷ – ଗଣେଶ ଚତୁର୍ଥୀ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର । ଗୋଟିଏ ପରେ ଗୋଟିଏ ସବୁ କାମରେ ସଫଳତା ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ନୂଆ କାମ ଆରମ୍ଭ କରିବା ପାଇଁ ଶୁଭ ସମୟ । ଧନ-ସମ୍ପତ୍ତି ବୃଦ୍ଧି ହେବ । ଜୀବନରେ ହସଖୁସି ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button